ସାବଧାନ! ଫୋନ୍କୁ ସାର୍ଟ ପକେଟ୍ରେ ରଖୁଛନ୍ତି କି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକାଂଶ ଲୋକଙ୍କର ମୋବାଇଲ ଫୋନ୍କୁ ସାର୍ଟ ପକେଟରେ ରଖିବାର ଅଭ୍ୟାସ ରହିଛି। ଏହା ହାର୍ଟର ବିଲକୁଲ ପାଖରେ ଥାଏ। ଫଳରେ ବଡ଼ ବିପଦ ହେବାର ଆଶଙ୍କା ଅଧିକ ଥାଏ।
କିଛି ଲୋକ ନିଜର...
କେମିତି ଘରେ ପ୍ରସ୍ତୁତ କରିବେ ପତ୍ର ଭଜା ମାଛ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଘରେ ହିଁ ପ୍ରସ୍ତୁତ କରନ୍ତୁ ପତ୍ର ପୋଡ଼ା ମାଛ। ୪ ପିସ୍ କଣ୍ଟା ନଥିବା ମାଛରେ ଏହାକୁ ପ୍ରସ୍ତୁତ କରିପାରିବେ।
ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ। ମାଛରେ ହଳଦୀ ଅଧ ଛୋଟ...
ଘରେ ପ୍ରସ୍ତୁତ କରନ୍ତୁ ‘କଦଳୀ ଭଣ୍ଡା ତରକାରୀ’
ଗାୟତ୍ରୀ ଦାସ
ଆମ ଓଡ଼ିଶାରେ କଦଳୀ ଏକ ମୁଖ୍ୟ ଉତ୍ପାଦନକାରୀ ପରିବା। ସେ କଞ୍ଚା ହେଉ ବା ପାଚିଲା, କଦଳୀର ଉପକାରିତା ଅନେକ। ଆଜି ଆମେ ପ୍ରସ୍ତୁତ କରିବା ଏହି କଦଳୀ ଗଛର ଏକ...
ଘରେ ପ୍ରସ୍ତୁତ କରନ୍ତୁ ପଞ୍ଜାବର ଫେମସ୍ ‘ଛୋଲେ ବଟୋରେ’
ଗାୟତ୍ରୀ ଦାସ
ଆମେମାନେ ସବୁବେଳେ ଓଡ଼ିଆ ଖାଦ୍ୟ ଖାଉଛେ। ଆସନ୍ତୁ ଜାଣିବା ଗୋଟେ ପଞ୍ଜାବୀ ଖାଦ୍ୟ ବିଷୟରେ, ଯାହାକୁ ଛୋଲେ ବଟୋରେ କହନ୍ତି। ଏହାକୁ ତିଆରି କରିବାର ଏକ ସ୍ୱତନ୍ତ୍ର ପଦ୍ଧତି ଅଛି। ପ୍ରଥମେ...
ସାଓମି ଉପରେ ଗୁଗଲର ରାଗ, ପ୍ଲେ ଷ୍ଟୋରରୁ ହଟିଲା କୁଇକ ଆପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଗୁଲ ପକ୍ଷରୁ ସାଓମିର 'କୁଇକ ଆପ'କୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ୟୁଜର୍ସଙ୍କ ଡାଟାର ନିରାପତ୍ତା ପାଇଁ ଗୁଗଲ ଏହି ପଦକ୍ଷେପ ଗ୍ରହଣ କରିଛି। ନିକଟରେ ସାଓମିର କିଛି ଗ୍ରାହକ ଟୁଇଟର...
ହୃଦରୋଗ ଆଶଙ୍କା କମ୍ କରେ ବାଇଗଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ରହିଥିବା ବେଳେ ଅନ୍ୟାନ୍ୟ ଫାଇବର ଓ ପୋଷକତତ୍ତ୍ଵ ମଧ୍ୟ ରହିଛି। ବିଶ୍ୱରେ ପ୍ରତି ୧୦ ଜଣରେ ୫ ଜଣ ବ୍ୟକ୍ତି ବାଇଗଣ ଖାଇଥା’ନ୍ତି। ସବୁଠାରୁ ଅଧିକ...
ଘରେ ପ୍ରସ୍ତୁତ କରନ୍ତୁ ପରିବା ସାଲାଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତଦିନରେ ଘରେ ପ୍ରସ୍ତୁତ କରନ୍ତୁ ପରିବା ସାଲାଡ, ଯାହା ସ୍ୱାଦିଷ୍ଟ ଲାଗିବା ସଙ୍ଗେ ସଙ୍ଗେ ଦେହ ପାଇଁ ବି ହିତ ହୋଇଥାଏ।
ଆବଶ୍ୟକୀୟ ସାମଗ୍ରୀ
୧ କୋଲା ରସୁଣ କଟା
ଗୋଲମରିଚ ଗୁଣ୍ଡ
...
ମାସିକ ଋତୁଚକ୍ର ସମୟରେ ପିଅନ୍ତୁ ନାହିଁ ଫ୍ରିଜ୍ ପାଣି – ହୋଇପାରେ କ୍ୟାନ୍ସର
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣଃ ମହିଳାମାନେ ଭାବିଥା’ନ୍ତି ମାସିକ ଋତୁଚକ୍ର ସମୟରେ ଥଣ୍ଡା ପାଣି ପିଇଲେ, ପେଟ ଯନ୍ତ୍ରଣା କମ୍ ହୋଇଥାଏ। କିନ୍ତୁ ଏହି ସମୟରେ ଥଣ୍ଡା ପାଣି ପିଇଲେ ପେଟ ଯନ୍ତ୍ରଣା ଅଧିକ ହୋଇଥାଏ।...
ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ବାଇଗଣ ମସଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତି ଘରେ ବାଇଗଣ ମସଲା କରାଯାଇଥାଏ। କିନ୍ତୁ ପ୍ରାୟ ଲୋକ ଜାଣି ନଥିବେ, ଏହାକୁ କପରି ଅଧିକ ସ୍ୱାଦିଷ୍ଟ କରିହେବ। ତେବେ ଜାଣନ୍ତୁ, କେମିତି ପ୍ରସ୍ତୁତ କରିବେ ବାଇଗଣ ମସଲା।
ଆବଶ୍ୟକୀୟ ସାମଗ୍ରୀ
...
ଶୀତଦିନରେ ତ୍ୱଚାର ଘରୋଇ ଉପଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୀତଦିନରେ ଶୁଷ୍କ ଜଳବାୟୁ ଯୋଗୁଁ ତ୍ୱଚା ରୁକ୍ଷ ହୋଇଯାଏ। ଘରୋଇ ଉପଚାର ବ୍ୟବହାର କରି ଆପଣ ପାଇପାରିବେ ଚିକ୍କଣ ଓ ସୁନ୍ଦର ତ୍ୱଚା।
୧. ଏକ ଚାମଚ କମଳା ଚୋପାର ଗୁଣ୍ଡକୁ ଏକ...





















