ଓଡ଼ିଶାରେ ସଲମାନ ଖାନ୍ – ଭୁବନେଶ୍ୱରରୁ କଟକ ଅଭିମୁଖେ ଗଲେ ଭାଇଜାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପହଞ୍ଚିଲେ ଦବଙ୍ଗ ଖାନ। ସ୍ୱତନ୍ତ୍ର ଚାଟାର୍ଡ ପ୍ଲେନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଓହ୍ଲାଇବା ପରେ କଟକ ଅଭିମୁଖେ ଯାଇଛନ୍ତି ସଲମାନ। ଭୁବନେଶ୍ୱର ଏୟାରପୋର୍ଟରୁ ସ୍ୱତନ୍ତ୍ର ଗାଡ଼ିରେ କଟକଯାଇଛନ୍ତି ଭାଇଜାନ।
ସଲମାନଙ୍କୁ...
ଜିଲ୍ଲାପରିଷଦ ସଭ୍ୟଙ୍କ ଅଭିଯୋଗ – ପ୍ରସ୍ତାବକୁ ମାନୁ ନାହାନ୍ତି ବିଭାଗୀୟ ଅଧିକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଜିଲ୍ଲାପରିଷଦ ବୈଠକରେ ଗୃହୀତ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉନି। ଜିଲ୍ଲାପରିଷଦ ସଭାରେ ବରିଷ୍ଠ ଅଧିକାରୀମାନେ ଅନୁପସ୍ଥିତ ରହି ତଳିଆ କର୍ମଚାରୀମାନଙ୍କୁ ପଠାଇ କେବଳ ଔପଚାରିକ...
‘ମି ଠୁ’ ଜାଲରେ ଫସିଲେ ଚିତ୍ରଶିଳ୍ପୀ ଯତୀନ ଦାସ – ମହିଳା ପରିବେଶବିତ୍ ଆଣିଲେ ଯୌନ ଶୋଷଣ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ନିଶା ବୋରା। ସୋସିଆଲ ମିଡିଆରେ ଲେଖିଲେ ପୂରା କହାଣୀ।
ଓଡ଼ିଶାକୁ ଡେଇଁଲା 'ମି ଠୁ' ଆନ୍ଦୋଳନ। ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ପରେ...
‘ତିତ୍ଲି’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା, ଉତ୍ତର ଓଡ଼ିଶାରେ କାଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=G9t4I7S7OEY]
୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ। ଉତ୍ତର ଓଡ଼ିଶା ପ୍ରତି ସତର୍କ ସୂଚନା ଜାରି।
"ଦୁର୍ବଳ ହେଉଛି ସାମୁଦ୍ରିକ ଝଡ଼ ତିତ୍ଲି। ଦୁର୍ବଳ ହୋଇ ଏହା ଗୁରୁବାର ୧୧ଟା୩୦ରେ ଡିପ୍ ଡିପ୍ରେସନର...
କୋରାପୁଟରେ ମାଓବାଦୀ-ପୋଲିସ ଲଢ଼େଇ, ମାଓ କ୍ୟାମ୍ପ ଉଡ଼ାଇ ଦେଲେ ସୁରକ୍ଷା କର୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା-ଆନ୍ଧ୍ର ସୀମାର କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷା କର୍ମୀଙ୍କ ଭିତରେ ଘମାଘୋଟ ଲଢ଼େଇ। ସୁରକ୍ଷା କର୍ମୀଙ୍କ ଗୁଳିରେ କିଛି ଟପ୍ ମାଓ ନେତା...
କେନ୍ଦ୍ରାପଡ଼ାରେ ତାତିଲେ ଆଶା ସାଥୀ, ପୋଲିସ ସହ ଧସ୍ତାଧସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଛଟେଇର ପ୍ରତିବାଦ କଲେ ଆଶା ସାଥୀ
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ
ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିବାକୁ ଉଦ୍ୟମ
ପୋଲିସ ଦେଲା ବାଧା
ସାରା ରାଜ୍ୟରେ ୨୮୦୦, କେନ୍ଦ୍ରାପଡ଼ାରେ...
ଆଇଟିଡିଏ କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପ୍ରକଳ୍ପ ପ୍ରଶାସକ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା। ବିଭିନ୍ନ ଉନ୍ନୟନମୂଳକ...
ଛାତ୍ରକୁ ଅପହରଣ କରିଲେ ମାଓବାଦୀ
ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ
ମାଓବାଦୀଙ୍କ ଟାର୍ଗଟେରେ ସାଧାରଣ ଲୋକ। ଏହାର ନମୁନା ଦେଖିବାକୁ ମିଳିଛି ଆଜି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାର ମୁରଲିଗୁଡ଼ାରେ। ଜଣେ ଛାତ୍ରକୁ ମାଓବାଦୀମାନେ ଅପହରଣ କରିନେବା ଘଟଣା ଏଠାରେ ହଇଚଇ...
ଜନ ସମ୍ପର୍କ ପଦଯାତ୍ରାରୁ ବିଜେପିକୁ ଟାର୍ଗେଟ କଲେ ନବୀନ – କହିଲେ, “ଫମ୍ପା ମାଠିଆର ଶବ୍ଦ ବେଶୀ”
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
"ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦିଆଯିବ। କିନ୍ତୁ ଏଯାଏଁ...
ବିଶ୍ୱ ବଧିର ଦିବସ ପାଳିତ – ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ବିଶ୍ୱ ବଧିର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର...





















