ଭୁବନେଶ୍ୱର ସ୍ମାର୍ଟସିଟି ଲୋଗୋ- ୱେବସାଇଟ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରବାସୀଙ୍କୁ  ଗୁରୁବାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର ଲୋଗୋ ଏବଂ ୱେବ୍‌ସାଇଟ୍ (www.smartcitybhubaneswar.gov.in) ଲୋକାର୍ପିତ କରିଛନ୍ତି। ଏହାସହ ଭୁବନେଶ୍ୱର ଉନ୍ନୟନ...

ମହାନଦୀ ମହାଲଢ଼େଇ: ଭଟଲିରେ ହେଲା ପଥପ୍ରାନ୍ତ ସଭା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ।  ଏପ୍ରିଲ ୧୦ ତାରିଖରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ କଲ୍‌ମା ଅଭିମୁଖେ ଯାତ୍ରା କରିଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରତିନିଧିମଣ୍ଡଳୀ...

ଭାରତ ବନ୍ଦ: ବିହାରରେ ସଂଘର୍ଷ, ଉତ୍ତରପ୍ରଦେଶରେ ବନ୍ଦ ରହିଲା ଇଣ୍ଟରନେଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ କରାଯାଇଛି। ଉତ୍ତର ଭାରତରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା...

ମହାନଦୀ ସୁରକ୍ଷା ପାଇଁ ବାହାରିଲା ମହାନଦୀ ବଞ୍ଚାଅ ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିରରୁ ବାହାରିଲା ମହାନଦୀ ବଞ୍ଚାଅ ଯାତ୍ରା ଭୁବନେଶ୍ୱରରୁ ଛତିଶଗଡର କଲମା ଗଲେ ପ୍ରତିନିଧିମଣ୍ଡଳୀ ବୁଧବାରଠାରୁ କଲ୍‌ମାରୁ ଆରମ୍ଭ ହେବ ସଚେତନତା ଯାତ୍ରା ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ଗସ୍ତ...

ମହାନଦୀରେ କମିଛି ଜଳ ପ୍ରବାହ, ୧୫ ଜିଲ୍ଲାରେ ଉତ୍କଟ ଜଳାଭାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ତଥ୍ୟ ଦେଲା ବିଜେଡି ମହାନଦୀରେ ଅଣମୌସୁମୀ ଜଳପ୍ରବାହ ୪୦ ପ୍ରତିଶତ ହ୍ରାସ ପାଇଛି ଡେଲଟା ଷ୍ଟେଜ୍-୧ରେ ୫୬.୬ ପ୍ରତିଶତ ହ୍ରାସ ଷ୍ଟେଜ-୨ରେ ହାରାହାରି ୩୧.୬ ପ୍ରତିଶତ ...

ଏପ୍ରିଲ ୧୫ରେ ମହାନଦୀ ମହାସମ୍ମିଳନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ହେବ ମହାସମ୍ମିଳନୀ ମହାସମ୍ମିଳନୀରେ ଯୋଗ ଦେବେ ୧୫ ଜିଲ୍ଲାର ପ୍ରତିନିଧି ମହାସମ୍ମିଳନୀରେ ପ୍ରସ୍ତୁତ ହେବ ରଣନୀତି ମହାନଦୀକୁ ନେଇ ପୁଣି ମହାସଂଗ୍ରାମ ଡାକରା ଦେଇଛି ବିଜେଡି। ୧୫ଟି ଜିଲ୍ଲାର ଲୋକ...

ଦଳ ଛାଡ଼ୁଥିବା ନେତାଙ୍କ ଉପରେ ବର୍ଷିଲେ ପ୍ରସାଦ: କହିଲେ, “କଂଗ୍ରେସର ହେବ ନବକଳେବର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କଂଗ୍ରେସର ନବକଳେବର ଉପରେ ଜୋର୍ ଦେଇଛନ୍ତି। ଦଳ ଛାଡ଼ୁଥିବା ନେତାଙ୍କୁ କଟାକ୍ଷ କରିବା ସହ କଂଗ୍ରେସ ପୁଣି ଉଠିବ ବୋଲି କହିଛନ୍ତି। ଜଣକ ପରେ ଜଣେ ନେତା...

ଭୁବନେଶ୍ୱରରେ ଖୋଲିଲା ଦୁଇଟି ସ୍ୱତନ୍ତ୍ର ଚକ୍ଷୁ ଚିକିତ୍ସା କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଲୋକାର୍ପଣ କଲେ ସ୍ୱାସ୍ଥ୍ୟମନ୍ତ୍ରୀ କଳ୍ପନା ଏବଂ ବ୍ରହ୍ମେଶ୍ୱରପାଟଣାରେ ଖୋଲିଲା ଏହି ଚିକିତ୍ସା କେନ୍ଦ୍ର ଖୁବଶିଘ୍ର ଅନ୍‌ଲାଇନ୍ ପ୍ରେସକ୍ରିପ୍ସନ ବ୍ୟବସ୍ଥା ରୋଗୀଙ୍କୁ ମାଗଣାରେ ମିଳିବ ଔଷଧ-ଚଷମା ବିଶ୍ୱ ସ୍ୱାସ୍ଥ୍ୟ...

ତେଲ ଟାଙ୍କିରେ ବିଜେଡି ନିଆଁ: ବିଜେପି କହିଲା, “ଧର୍ମେନ୍ଦ୍ରଙ୍କୁ ବିରୋଧ ପାଇଁ ଏହା ଡ୍ରାମା”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=McVcgTsVgwI] ପୁଣି ପେଟ୍ରୋଲ ତାତି। ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ରାଜ୍ୟ ସାରା ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିଜେଡି ପ୍ରତିବାଦ କରିଛି। ବିଜେପି ଏହାକୁ ଡ୍ରାମା କହି ସମାଲୋଚନା କରିଛି। ପେଟ୍ରୋଲ ମୂଲ୍ୟ...

ଆଜି ପେଟ୍ରୋଲ ଟାଙ୍କି ସମ୍ମୁଖରେ ପ୍ରତିବାଦ କରିବ ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୈଳ ଦର ବୃଦ୍ଧିକୁ ଦୃଢ଼ ବିରୋଧ କରି ବିଜେଡି ଆଜି ରାଜ୍ୟବ୍ୟାପି ପ୍ରତିବାଦ କରିବ। ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଛାତ୍ର ଓ ଯୁବ ବିଜେଡିର କର୍ମକର୍ତ୍ତାମାନେ...