ଏଣିକି ୨୫୦ ଟଙ୍କାରେ ମିଳିବ କୋଭିସିଲ୍ଡର ବୁଷ୍ଟର ଡୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିରମ ଇନଷ୍ଟିଚ୍ୟୁଟର କୋଭିଡ ଭ୍ୟାକ୍ସିନ କୋଭିସିଲ୍ଡର ମୂଲ୍ୟ ହ୍ରାସ କରାଯାଇଛି। ପୂର୍ବରୁ କୋଭିସିଲ୍ଡ ବୁଷ୍ଟର ଡୋଜର ମୂଲ୍ୟ ୬୦୦ ଟଙ୍କା ରଖାଯାଇଥିବାବେଳେ ଏବେ ଏହି ମୂଲ୍ୟରେ ହ୍ରାସ କରାଯାଇଛି। ବର୍ତ୍ତମାନ ୨୫୦...
ଭୁବନେଶ୍ଵର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ୨୨ ନମ୍ବର ଓ୍ଵାର୍ଡର କର୍ପୋରେଟର ମଞ୍ଜୁଲତା କହଁର। ବିଏମ୍ସିର ଡେପୁଟି ମେୟର ପାଇଁ ଅନେକ ଆଶାୟୀ ରହିଥିଲେ। କିନ୍ତୁ ଦଳ...
କଟକ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝି ଓ ବ୍ରହ୍ମପୁରରେ ବିବେକ ରେଡ୍ଡୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ୪୯ ନମ୍ବର ଓ୍ଵାର୍ଡର ବିଜେଡି କର୍ପୋରେଟର ଦମୟନ୍ତୀ ମାଝି ନିର୍ବାଚିତ ହୋଇଥିବାବେଳେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ୪୨ ନମ୍ବର...
ଶପଥ ନେଲେ ଭୁବନେଶ୍ଵର ମେୟର ସୁଲୋଚନା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ ଶନିବାର ଶପଥ ଗ୍ରହଣ କରିଛନ୍ତି। ବିଏମ୍ସି କନଫରେନ୍ସ ହଲଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଗୃହ ଏବଂ ନଗର ଉନ୍ନୟନ ବିଭାଗର...
ଏପ୍ରିଲ ୧୦ରୁ ବୁଷ୍ଟର ଡୋଜ ନେବେ ୧୮ରୁ ଊର୍ଦ୍ଧ୍ଵ ବୟସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ୧୦ ତାରିଖଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ କୋଭିଡ ମହାମାରୀର...
ଡ୍ରେନେଜ ସମସ୍ୟାରୁ ମୁକୁଳିବେ ଭୁବନେଶ୍ଵର ବାସିନ୍ଦା – ସୁଲୋଚନା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ମହାନଗର ନିଗମ(ବିଏମ୍ସି)ର ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରରେ ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ ସମସ୍ୟା ଖୁବଶୀଘ୍ର ଦୂର କରିବାକୁ ଯୋଜନା...
ପାକିସ୍ତାନରେ ରାଜନୈତିକ ଝଡ଼: ଇସ୍ତଫା ଦେବେ ଇମ୍ରାନ ଖାନ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଇମ୍ରାନ ଖାନଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଏପ୍ରିଲ ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ। ଏଥିରେ ଇମ୍ରାନଙ୍କ ଚୌକି ଯିବା ପ୍ରାୟ...
ଲହୁଣୀପଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବୁଧବାର ଓ ଗୁରୁବାର ଦୁଇ ଦିନିଆ କୋଇଡ଼ା ଏବଂ ଲହୁଣୀପଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବଣାଇଁ ବିଧାୟକ ଲକ୍ଷ୍ମଣ...
ଝାରପଡ଼ା ହାଟ ଉଚ୍ଛେଦ: ବିଜେପିର ପ୍ରତିବାଦ, ବ୍ୟବସାୟୀଙ୍କ ରାସ୍ତା ରୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଝାରପଡ଼ା ଗଣେଶ ମଣ୍ଡପ ନିକଟ ଝାରପଡ଼ା ହାଟକୁ ଶୁକ୍ରବାର ସକାଳୁ ସକାଳୁ ଉଚ୍ଛେଦ କରିଛି ବିଡିଏ। ପ୍ରାୟ ୩୦୦ ଦୋକାନ ଭଙ୍ଗାଯାଉଛି। ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା...
କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଜେଲ ଗଲେ ଶର୍ମିଷ୍ଠା ଓ ଝୁନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ହୋଇଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଗୁରୁବାର ଜେଲ ଯାଇଛନ୍ତି। ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍...





















