କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ହେବ ସରସ୍ଵତୀ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଏ ବର୍ଷ ବି ଫିକା ପଡ଼ିବ ସରସ୍ଵତୀ ପୂଜା । କୋଭିଡ଼ କଟକଣା ମଧ୍ୟରେ କରାଯିବ ପୂଜା ପାଇଁ ଆୟୋଜନ। କୋଭିଡ କଟକଣା ମଧ୍ୟରେ କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାରେ ହେବ...

କୃଷି, ସ୍ଵାସ୍ଥ୍ୟ ଓ ରପ୍ତାନୀରେ ଆଗେଇଛି ଭାରତ : ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ...

ପେଗାସସ ଝଡ଼ : ବିରୋଧୀଙ୍କ ପ୍ରଶ୍ନ ଘେରରେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ପେଗାସସ ଡିଲକୁ ନେଇକୁ ନେଇ ହରଡ଼ଘଣାରେ ପଡ଼ିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ୩୦୦ କୋଟି ଟଙ୍କାରେ ପେଗାସସ କ୍ରୟ କରିଥିବା ‘ନ୍ୟୁୟର୍କ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟକୁ ନେଇ ଉଠିଛି ରାଜନୈତିକ...

ଆଞ୍ଚଳିକ ଦଳର ସମ୍ପତ୍ତି ତାଲିକା : ପ୍ରଥମରେ ସମାଜବାଦୀ ପାର୍ଟି ଅଷ୍ଟମରେ ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ପ୍ରମୁଖ ଆଞ୍ଚଳିକ ରାଜନୈତିକ ଦଳ ସମାଜବାଦୀ ପାର୍ଟି ପାଖରେ ରହିଛି ସର୍ବାଧିକ ସମ୍ପତ୍ତି। ଦେଶର ମୋଟ ୪୪ଟି ଆଞ୍ଚଳିକ ରାଜନୈତିକ ଦଳକୁ ସମ୍ପତ୍ତି ତାଲିକାରେ ପଛରେ ପକାଇ ପ୍ରଥମ ସ୍ଥାନରେ...

ଟାଟା ଉଡ଼ାଇଲା ଏୟାର ଇଣ୍ଡିଆ : ବିମାନ ସେବା କ୍ଷେତ୍ରରେ ନୂଆ ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ୬୯ ବର୍ଷ ପରେ ଏୟାର ଇଣ୍ଡିଆ ପୁଣି ଥରେ ଟାଟାର ହୋଇଛି । ମାଲିକ ପୁରୁଣା କିନ୍ତୁ ଏଥର ଅନ୍ଦାଜ ନୂଆ ହେବ। ଏୟାର ଇଣ୍ଡିଆର ଜନ୍ମ ଟାଟା ଏୟାରଲାଇନ୍ସ ନାମରେ...

ସ୍ଵର୍ଗଦ୍ଵାରରେ ଶବଦାହ ଉପରୁ କଟକଣା ହଟିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ସ୍ଵର୍ଗଦ୍ଵାରରେ ଶବଦାହ ଉପରେ ଲାଗୁ ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି। କଟକଣା ହଟା ଯାଇଥିବା ନେଇ ଶୁକ୍ରବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମାତ୍ର ୧୦ ଜଣଙ୍କ ଉପସ୍ଥିତିରେ...

ଶିଳ୍ପ, ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି କରିଛି ରାଉରକେଲା : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାସ୍ଥିତ ଉଦିତନଗର ପଡ଼ିଆଠାରେ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍ ସତର୍କତା ଭିତରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ...

ଆହୁରି ତିନିଦିନ ବଢ଼ିବ ଶୀତ : ଘନକୁହୁଡ଼ି ନେଇ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଶୁକ୍ରବାରଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ଘନକୁହୁଡ଼ି ନେଇ ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ...

ଶ୍ୟାମାମଣି ଦେବୀ : ଓଡ଼ିଶୀ, ଶାସ୍ତ୍ରୀୟ ଓ ଭଞ୍ଜ ସଂଗୀତର ସୁରମୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=cJq1_-NMNK4] ଡକ୍ଟର ଶ୍ୟାମାମଣି ଦେବୀ ଓଡ଼ିଶୀ ସଂଗୀତ ଧାରାର ଏକ ବଳିଷ୍ଠ ଉଚ୍ଚାରଣ। ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଲୋକଗୀତ ତଥା ଭକ୍ତି ସଂଗୀତର ଏକ ପରିଚିତ ଶୁଦ୍ଧ ଓ ଗୁରୁଗମ୍ଭୀର ସ୍ଵର।...

ରାଜ ପରିବାରରେ ହତ୍ୟାକାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ମା’କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି ପୁଅ। ମୃତ ମହିଳା ହେଲେ କଟକ ଶ୍ରୀବିହାର କଲୋନୀର ପରେଶ କୁମାରୀ ଦେବୀ(୭୫)। ସେ...