International

ଯୁଦ୍ଧ ହେଲେ ପାକିସ୍ତାନକୁ ନାମ ଦେବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସହ ଯୁଦ୍ଧ କରିବ ପାକିସ୍ତାନ। ଏକଥା ଭାରତ କହୁନି, କଶ୍ମୀର ପ୍ରସଙ୍ଗରେ ଚାରିଆଡୁ ନିରାଶ ହେବା ପରେ ପାକିସ୍ତାନ ଏହା କହୁଛି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବାରମ୍ବାର ଝଟ୍‌କା ଖାଇବା...

ଯୁଦ୍ଧ ପାଇଁ ସଜବାଜ ହେଲା ପାକିସ୍ତାନ! କରାଚିରେ କରିବ ମିସାଇଲ୍‌ ଟେଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଚାରିଆଡୁ ନିରାଶ ହେବା ପରେ ଏବେ ଭାରତ ସହ ଯୁଦ୍ଧ କରିବାକୁ ସଜବାଜ ହେଉଛି। କରାଚି କ୍ଷେପଣାସ୍ତ୍ର ଘାଟିରେ ପାକିସ୍ତାନ ମିସାଇଲ୍‌ ପରୀକ୍ଷା କରିବାକୁ ପ୍ରସ୍ତୁତି...

ପାକିସ୍ତାନ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦରେ ଫେରାଦ ହେଲା ଆଫଗାନିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନକୁ ଝଟ୍‌କା ଦେଇଛି ପଡ଼ୋଶୀ ଆଫଗାନିସ୍ତାନ। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ବିରୋଧରେ ଫେରାଦ ହୋଇଛି ଆଫଗାନିସ୍ତାନ। ପାକିସ୍ତାନ ସୀମାରେ ଥିବା ଆଫଗାନିସ୍ତାନର କିଛି ସହରରେ ପାକ୍‌ ସବୁବେଳେ ଗୁଳିଗୋଳା ମାଡ଼ କରୁଛି।...

ପାକିସ୍ତାନ ରାଷ୍ଟ୍ରପତି ଆରିଫ୍ ଆଲଭିଙ୍କୁ ନୋଟିସ୍ ଜାରି କଲା ଟ୍ୱିଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ବିଳିବିଳଉଛି। ଏନେଇ ପାକିସ୍ତାନର ସାଧାରଣ ଜନତାଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ଯାଏଁ ସମସ୍ତେ ଏହାକୁ ବିରୋଧ କରି ଟୁଇଟ୍‌...

କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଝଟ୍‌କା ଖାଉଛି ପାକିସ୍ତାନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଝଟ୍‌କା ଖାଉଛି ପାକିସ୍ତାନ। କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତକୁ ଅପଦସ୍ତ କରିବା ପାଇଁ ଇମ୍ରାନ ସରକାର ଯେତେ ଉଦ୍ୟମ କଲେ ବି ତାହା ସଫଳ...

ଜଳପଥରେ ଭାରତ ଉପରେ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ-ଇ–ମହମ୍ମଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳପଥ ଦେଇ ଭାରତ ଉପରେ ଆକ୍ରମଣ ଯୋଜନା କରୁଛି ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ। ଏଥିପାଇଁ ସଂଗଠନ ଏକ ସ୍ୱତନ୍ତ୍ର ଟିମକୁ ଟ୍ରେନିଂ ମଧ୍ୟ ଦେଉଛି। ଗୁଇନ୍ଦା ସୂଚନା ଆଧାରରେ ଏପରି...

ମୋଦି-ଟ୍ରମ୍ପ୍‌ ରାଜି, କ୍ୟା କରେଙ୍ଗେ ଇମ୍ରାନଜୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ଟ୍ରମ୍ପ୍‌। ଇମ୍ରାନ ଖାନ୍‌ ବାଉଳା। କଶ୍ମୀରକୁ ନେଇ ବିଶ୍ୱ ଦରବାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯେଉଁ ଗୋଟି ଚାଳନା କରୁଥିଲେ ସେଥିରେ...

ଆମାଜନ ଜଙ୍ଗଲରୁ ଲିଭୁନି ନିଆଁ

ଓଡ଼ିଶାଲାଇଭ ବ୍ୟୁରୋ ବ୍ରାଜିଲର ଆମାଜାନ ଜଙ୍ଗଲରେ ଲଗିଥିବା ନିଆଁ ଥମିବାର ନାଁ ଧରୁନାହିଁ। ବିଶ୍ୱର ଫୁସ୍‌ଫୁସ୍‌ କୁହାଯାଉଥିବା ଏହି ଜଙ୍ଗଲରେ ଗତ ୩ ସପ୍ତାହ ହେବ ନିଆଁ ଲାଗିଛି। ଦକ୍ଷିଣ ଆମେରିକାର ବ୍ରାଜିଲରେ ଥିବା...

ଟ୍ରମ୍ପଙ୍କୁ ସଫା ସଫା ଶୁଣାଇଲେ ମୋଦି – ‘‘କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ନାହିଁ’’

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଭାରତ-ପକିସ୍ତାନ ଭିତରେ ଅନେକ ଦ୍ୱିପାକ୍ଷିକ ସମସ୍ୟା ରହିଛି। ସେଥିମଧ୍ୟରୁ କଶ୍ମୀର ହେଉଛି ଅନ୍ୟତମ। ଏହା ଆମ ଦୁଇ ଦେଶର ପ୍ରସଙ୍ଗ। ଅନ୍ୟ ଦେଶର ହସ୍ତକ୍ଷେପ ଆମେ ଚାହୁଁନୁ।’’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ...

ନରେନ୍ଦ୍ର ମୋଦିଙ୍କୁ ମିଳିଲା ୟୁଏଇର ସର୍ବୋଚ୍ଚ ସମ୍ମାନ ‘ଅର୍ଡର-ଇ-ଜାଏଦ୍‌’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ସଂଯୁକ୍ତ ଆରବ ଏମିରେଟ୍‍ସ(ୟୁଏଇ)ର ସର୍ବୋଚ୍ଚ ସମ୍ମାନ 'ଅର୍ଡର-ଇ-ଯାଏଦ୍‌'। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଶନିବାର ୟୁଏଇର ସର୍ବୋଚ୍ଚ ସମ୍ମାନ...