ଆଇନ ଲଢ଼େଇରେ ଜିତିଲେ ଜନି ଡେପ: ଆମ୍ବର ଦେବେ ୧ ବିଲିୟନ ୧୬ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନ ଧରି ଲାଗି ରହିଥିବା ହଲିଉଡ ଷ୍ଟାରଙ୍କ ମାନହାନି ଏବଂ ଘରୋଇ ହିଂସା ମାମଲାର ଶୁଣାଣି ହୋଇଛି। ହଲିଉଡ ଷ୍ଟାର ଜନି ଡେପ ଏବଂ ଆମ୍ବର ହର୍ଡଙ୍କ ମଧ୍ୟରେ ଲାଗିଥିବା...
ବାହାରିନରେ ଝଲସିଲା ଓଡ଼ିଶା କଳା ସଂସ୍କୃତି
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ କଟକଣା ହଟିବା ପରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ...
ଡରଉଛି ନୂଆ ଭାଇରସ ‘ମଙ୍କିପକ୍ସ’
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ମହାମାରୀରୁ ବିଶ୍ଵ ଠିକ୍ ଭାବେ ମୁକୁଳି ପାରିନଥିବାବେଳେ ଏବେ ଆଉ ଏକ ନୂଆ ଭାଇରସକୁ ନେଇ ଚିନ୍ତା ବଢ଼ିଛି।
କୋଭିଡ ମହାମାରୀର ପ୍ରଭାବରୁ ଏଯାଏଁ ମୁକୁଳି ପାରିନି ବିଶ୍ଵ। କୋଭିଡରେ ଅନେକ...
ସଙ୍କଟରେ ଶ୍ରୀଲଙ୍କା: ଏୟାରଲାଇନ୍ସ ବିକିବେ, ନୋଟ ଛାପିବେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ସରକାରଙ୍କ ପାଖରେ ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ସାମର୍ଥ୍ୟ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏବେ ଶ୍ରୀଲଙ୍କା ସରକାର ନୋଟ...
ସଦଗୁରୁଙ୍କ ମୃତ୍ତିକା ସଂରକ୍ଷଣ ଅଭିଯାନ: ବାଇକ ଯାତ୍ରାରେ ପହଞ୍ଚିଲେ ବାହାରିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୃତ୍ତିକା ସଂରକ୍ଷଣ ନିମନ୍ତେ ବିଶ୍ଵବାସୀଙ୍କୁ ସଚେତନ କରିବା ପାଇଁ ପରିବେଶବିତ ତଥା ଆଧ୍ୟାତ୍ମିକ ଗୁରୁ ସଦଗୁରୁ ୧୦୦ ଦିନର ବାଇକ୍ ଯାତ୍ରାରେ ବାହାରିଛନ୍ତି। ବାଇକ୍ରେ ସଦଗୁରୁ ୨୭ଟି ଦେଶରେ ପହଞ୍ଚି ଲୋକଙ୍କୁ...
ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ମୁକୁଳାଇବେ ନୂଆ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ସୁଧୁରିବ ଶ୍ରୀଲଙ୍କାର ପରିସ୍ଥିତି। ଆର୍ଥିକ ସଙ୍କଟରୁ ମୁକୁଳିବ ଦେଶ। ଏବେ ଦୂର ହେବ ଦେଶବାସୀଙ୍କ ଦୁଃଖ। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏମିତି କିଛି କହିଛନ୍ତି...
ସଙ୍କଟରେ ଶ୍ରୀଲଙ୍କା: ବିରୋଧୀଙ୍କ ଅଭିଯୋଗ ରାଜପକ୍ଷେ ପରିବାର ଯୋଗୁଁ କାଙ୍ଗାଳ ହୋଇଛି ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆର୍ଥିକ ସଙ୍କଟରେ ଶ୍ରୀଲଙ୍କା। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପାନୀୟ ଜଳ, ବିଜୁଳି, ମେଡିସିନ ଏବଂ ପେଟ୍ରୋଲ ଆଦିର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ପାଇଁ ହାଇଁ ହାଇଁ ହେଉଛନ୍ତି ଦେଶବାସୀ।...
‘ଟ୍ଵିଟର’ର ନୂଆ ମାଲିକ ଏଲୋନ ମସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଛନ୍ତି ‘ଟ୍ଵିଟର’ର ମାଲିକ। ବିଶ୍ଵର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ଏଲୋନ ମସ୍କ ମାଇକ୍ରୋ ବ୍ଲଗିଂ ଓ୍ଵେବସାଇଟ ‘ଟ୍ଵିଟର’କୁ କ୍ରୟ କରିଛନ୍ତି। ଏବେ ‘ଟ୍ଵିଟର’ର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି।...
ବାହାରିନରେ ପ୍ରତିଷ୍ଠା ହେବେ ଶ୍ରୀ ଜଗନ୍ନାଥଙ୍କ ଚତୁର୍ଦ୍ଧା ବିଗ୍ରହ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସନାତନ ଧର୍ମ ପ୍ରଚାରକ ସଂସ୍ଥା ଅକ୍ଷରଧାମ ସ୍ୱାମୀ ନାରାୟଣ ସଂସ୍ଥାନ ପକ୍ଷରୁ ଇସଲାମିକ ରାଷ୍ଟ୍ର ବାହାରିନରେ ସ୍ୱାମୀ ନାରାୟଣ ମନ୍ଦିର ନିର୍ମାଣ ହେବ। ଏହି ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ବାହାରିନ...
କାର୍ଯ୍ୟକାଳ ପୂର୍ବରୁ କ୍ଷମତା ହରାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ: ପୂର୍ବରୁ ଅନେକ, ଏବେ ଇମ୍ରାନ ଖାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯିଏ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଗାଦିରେ ବସୁଛନ୍ତି, ସ୍ଵଳ୍ପ ସମୟ ମଧ୍ୟରେ କ୍ଷମତା ହରାଉଛନ୍ତି। ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ବଦଳରେ ଆଗକୁ ବଢ଼ିଚାଲିଛି।
ପଡ଼ୋଶୀ ପାକିସ୍ତାନ...





















