ଏହି ସହରରେ ମରିବା ମନା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଚିତ୍ରମୟ ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିହୁଏନା। ସେମିତି ଏକ ସହର ହେଉଛି ନରଓ୍ଵେର ଲାଙ୍ଗଇୟରବେନ୍। ଏହି ସହରରେ ମରିବା ମନା।...
ଅଜବ ଗାଁ – ୭ ଶହ ବର୍ଷ ହେଲା ପକ୍ଷୀଙ୍କ ପରି ବସା କରି ରହୁଛନ୍ତି ଲୋକେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁନିଆରେ ଆପଣ ବିଭିନ୍ନ ପ୍ରକାର ଘର ଦେଖିଥିବେ। କିନ୍ତୁ ଇରାନର କନ୍ଦୋବନ ଗାଁରେ ଥିବା ଘରଗୁଡ଼ିକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ଏହି ଗାଁର ଲୋକେ ପକ୍ଷୀଙ୍କ...
ଅଜବ ନିୟମ – କେବଳ କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ବୁଲିବାର ସୁଯୋଗ ଦେଉଛି ଏହି ଆଇଲାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ କରୋନାରୁ ସୁସ୍ଥ ହୋଇଥିବା ପର୍ଯ୍ୟଟକଙ୍କୁ ବ୍ରାଜିଲର ଫର୍ଣ୍ଣାଡୋ ଡି ନୋରୋହ୍ନା ଆଇଲାଣ୍ଡକୁ ବୁଲି ଯିବା ପାଇଁ ଅନୁମତି ମିଳୁଛି।
କରୋନା ମହାମାରୀ ଯୋଗୁଁ ଦେଶ ବିଦେଶର ବହୁ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି।...
ଓସା ପକ୍ଷରୁ ଯୁକ୍ତରାଷ୍ଟ୍ର ଆମେରିକାରେ ପାଳନ ହେଲା ନୂଆଁଖାଇ ଭେଟଘାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଦୂର ଆମେରିକାରେ ପାଳନ ହେଲା ନୂଆଁଖାଇ ଭେଟଘାଟ। ଓଡ଼ିଶା ସୋସାଇଟି ଅଫ ଆମେରିକା (ଓସା) ପକ୍ଷରୁ ଡିଜିଟାଲ୍ ମାଧ୍ୟମରେ ନୂଆଁଖାଇ ଭେଟଘାଟକୁ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଇଛି।
ଓଡ଼ିଆ ସୋସାଇଟ୍ ଅଫ୍...
ଟ୍ଵିଟରର ବଡ଼ ପଦକ୍ଷେପ – କପି ପେଷ୍ଟ ଟୁଇଟ୍ ଉପରେ ଲାଗିବ ଲଗାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି କପି-ପେଷ୍ଟ ଟୁଇଟ୍ ଉପରେ ଲଗାମ ଲଗାଇବା ପାଇଁ ଟ୍ଵିଟର ବଡ଼ ପଦକ୍ଷେପ ନେଇଛି।
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ଵିଟର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ଯାହାକି ବିଭିନ୍ନ ରାଜନୈତିକ ଦଳ ଏବଂ...
ଜାଣନ୍ତୁ, ବିଭିନ୍ନ ରଙ୍ଗର ପାସପୋର୍ଟ ପଛର କାରଣ କ’ଣ
ଓଡ଼ିଶାଲାଇଭ୍ ବ୍ୟୁରୋ
କେଉଁଠି କେଉଁ ରଙ୍ଗର ପାସ୍ପୋର୍ଟ ବ୍ୟବହାର କରାଯାଏ ଜାଣନ୍ତୁ...
କୌଣସି ଦେଶର ନାଗରିକ ଅନ୍ୟ ଦେଶକୁ ଯିବାକୁ ହେଲେ ପାସ୍ପୋର୍ଟ ନିହାତି ଆବଶ୍ୟକ। କାରଣ ପାସ୍ପୋର୍ଟ ନାଗରିକତାର ପରିଚୟ ପ୍ରଦାନ କରିଥାଏ। ତେଣୁ...
କୋଭିଡ୍ ସମୟରେ ବିଶ୍ୱର ୪୬୩ ନିୟୁତ ଛାତ୍ରଛାତ୍ରୀ ଶିକ୍ଷା ପାଇବାରୁ ବଞ୍ଚିତ – ୟୁନିସେଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ପ୍ରାୟ ୧୦୦ଟି ଦେଶକୁ ନେଇ ରିପୋର୍ଟ ପ୍ରକାଶ କଲା ୟୁନିସେଫ୍।
ସ୍କୁଲ ଶିକ୍ଷା ଉପରେ ପ୍ରଭାବ ପକାଇଲା କରୋନା ମହାମାରୀ
ପୂର୍ବ ଓ ଦକ୍ଷିଣ ଆମେରିକାର ଅଧିକ ପିଲା ପ୍ରଭାବିତ
...
ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ – ଆଜି ବି ରହସ୍ୟ ଘେରରେ ଜନ୍ମ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ବିଷୟରେ ଦୁନିଆରେ ସମସ୍ତ ଜାଣିଥିବେ। ମିସାଇଲ୍ ଟେଷ୍ଟ ହେଉ ଅବା ଆମେରିକାକୁ ଧମକ ଦେବା ଆଦି ଘଟଣା ତାଙ୍କୁ ସମସ୍ତଙ୍କ ଆଗରେ...
‘ଟିକ୍ଟକ୍’ ସିଇଓ ପଦରୁ ଇସ୍ତଫା ଦେଲେ କେଭିନ ମେୟର
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକପ୍ରିୟ ଭିଡିଓ ସେୟାରିଂ ଆପ୍ ଟିକ୍ଟକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ପଦରୁ ଇସ୍ତଫା ଦେଲେ କେଭିନ ମେୟର। ଗତ ଜୁନ୍ ୧ ତାରିଖରେ ଟିକଟକର ସିଇଓ ଭାବେ ନିଯୁକ୍ତ ହୋଇଥିବା ମେୟର...
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପରାମର୍ଶ – କୋଭିଡ୍-୧୯ ସମୟରେ କିପରି ସୁରକ୍ଷିତ ରହିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ସଙ୍କଟ ବେଳେ ନିଜକୁ କେମିତି ସତର୍କ ଏବଂ ସୁରକ୍ଷିତ ରଖିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ପରାମର୍ଶ ଦିଆଯାଇଛି। ଜାଣନ୍ତୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ କ’ଣ କୁହାଯାଇଛି?
କୋଭିଡ୍ ୧୯...





















