National

ଅଜବ ଗଛ, ଦିନରାତି ଝରୁଛି ପାଣି!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁନିଆରେ ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ଲୋକେ ଚମକ୍ରାର ବୋଲି କହିଥାନ୍ତି। କିନ୍ତୁ ଏହା ଏକ ପ୍ରାକୃତିକ ଘଟଣା ବି ହୋଇଥାଇପାରେ। ୟୁରୋପରେ ଅଜବ ଘଟଣା ସାମ୍ନାକୁ ଆସିଛି। ବଲନାକର...

ବିଲେଇକୁ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ୍ ସର୍ଜରି କଲେ ମହିଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଇନାର ଜଣେ ମହିଳା ନିଜ ବିଲେଇକୁ ସୁନ୍ଦର କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କ ବିଲେଇଟି ଦେଖିବାକୁ ଭାରି ଅସୁନ୍ଦର ବୋଲି ତାଙ୍କୁ ମନେ ହୋଇଥିଲା। ତେଣୁ ବିଲେଇଟି...

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍‌ ଓଭର ବ୍ରିଜ୍‌, ୫ ମୃତ, ୩୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ ଷ୍ଟେସନ୍‌ ନିକଟରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏକ ଅଭାବନୀୟ ଘଟଣା। ରେଳ ଷ୍ଟେସନ ପାଖରେ ଥିବା ଫୁଟ୍‌ ଓଭର ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ...

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍ ଓଭର ବ୍ରିଜ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନସ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ରେଳ ଷ୍ଟେସନ ପାଖରେ ଥିବା ଏକ ଫୁଟ୍‌ ଓଭର ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ପ୍ରାଥମିକ ସୂଚନା ମୂତାବିକ ଏହି...

ନୂଆଦିଲ୍ଲୀରେ ପଦ୍ମ ଧରିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

ଅନଲାଇନ୍‌ରେ ଖାଇବା ଅର୍ଡର କରୁଥିଲେ ସାବଧାନ, ଖାଦ୍ୟ ବଦଳରେ ଆସିପାରେ ଅସରପା

ଓଡ଼ିଶାଲାଇଭ୍ ବ୍ୟୁରୋ ଖାଦ୍ୟ ପଦାର୍ଥରେ ଅଜବ ଅଜବ ଜିନିଷ ବାହାରିଥିବା କଥା ପୂର୍ବରୁ ଶୁଣିଥିବେ। ବେଳେବେଳେ ହୋଟେଲରେ ଖାଉଥିବାବେଳେ ଖାଦ୍ୟରେ ପୋକ କିମ୍ୱା ଅନ୍ୟ କୌଣସି ଜିନିଷ ବାହାରିଥିବା ଘଟଣା ପୁରୁଣା। ଏମିତି ଏକ...

ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାତ୍ର ୨ହଜାର ଟଙ୍କା ପାଇଁ ଟ୍ରେନ୍ ଆଗକୁ ଡେଇଁ ପଡିଲେ ଯୁବତୀ। ଘଟଣାଟି ଘଟିଛି ଦିଲ୍ଲୀର ଦ୍ୱାରକାର ମୋଡ ମେଟ୍ରୋ ଷ୍ଟେସନରେ। ଯୁବତୀ ଜଣକ ହେଉଛନ୍ତି ୨୬ ବର୍ଷୀୟା ଚେତନା ମିଶ୍ର। ଖବର...

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ଟମ୍‌ ୱଡ଼କନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଆଜି କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। କେରଳର ବରିଷ୍ଠ କଂଗ୍ରେସ ନେତା ଟମ୍‌ ୱଡ଼କନ୍‌ କଂଗ୍ରେସ ଛାଡ଼ି ବିଜେପିରେ...

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି କଲେ ଟୁଇଟ୍‌, କୋହଲି ଓ ଧୋନିଙ୍କୁ କଲେ ଏହି ଅପିଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୀତି, ଉଦ୍ୟଗ, ଖେଳ ଓ ଫିଲ୍ମ ଜଗତ ସମେତ କିଛି ଭିନ୍ନ କ୍ଷେତ୍ରର ସଫଳତା ପାଇଥିବା ବ୍ୟକ୍ତିଙ୍କୁ ମତଦାନ ଲାଗି ଭୋଟରଙ୍କୁ ଜାଗରଣ ସୃଷ୍ଟି କରିବାଲାଗି ଅପିଲ...

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଏ କେଉଁଠୁ ପ୍ରାର୍ଥୀ ହେବେ ତାକୁ ନେଇ ବିଭିନ୍ନ ଦଳରେ ମାନସମନ୍ଥନ ଚାଲିଥିବା ବେଳେ କଂଗ୍ରେସ କିନ୍ତୁ ଏ କ୍ଷେତ୍ରରେ ଆଗରେ ରହିଛି। ଗତ କିଛିଦିନ ତଳେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ...