National

ଜେଲ ଗଲେ କମେଡି ହିରୋ ରାଜପାଲ ଯାଦବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଋଣ ପରିଶୋଧ କରିନପାରି ଜେଲ ଗଲେ କମେଡି ହିରୋ ରାଜପାଲ ଯାଦବ। ବଲିଉଡ କମେଡି ଅଭିନେତା ରାଜପଲ ଯାଦବଙ୍କୁ ତିନି ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଋଣ ନେଇ...

ଆରପାରିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌ ୯୪ ବର୍ଷ ବୟସରେ ମୃତ୍ୟୁ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌ଡବ୍ଲ୍ୟୁ ବୁଶ୍‌ଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ...

ଆଜି ବିଶ୍ଵ ଏଡସ୍ ଦିବସ – ବିଶ୍ଵରେ ୩ କୋଟି ୫୪ ଲକ୍ଷ ଏଡସ୍ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଳିତ ହେଉଛି ବିଶ୍ଵ  ଏଡସ୍ ଦିବସ, ଚଳିତ ବର୍ଷ ଥିମ ରହିଛି 'ନୋ ୟୋର ଷ୍ଟାଟସ୍।' ବିଶ୍ଵବ୍ୟାପି ପାଳିତ ହୋଉଛି ୩୦ତମ ଏଡସ୍  ଦିବସ। ୧୯୮୮ ମସିହା ପରଠାରୁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧ରେ...

ଆଜିର ଟକ୍କର: ପାକିସ୍ତାନ-ଜର୍ମାନୀ, ନେଦରଲ୍ୟାଣ୍ଡ-ମାଲେସିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ପାକିସ୍ତାନ ପାଳି। ଶନିବାରଠାରୁ ହକି ବିଶ୍ୱକପ୍‌ର ସଫଳ ଦେଶ ପାକିସ୍ତାନ ଅଭିଯାନ ଆରମ୍ଭ କରିବ। ପୁଲ 'ଡି'ର ଦ୍ୱତୀୟ ମ୍ୟାଚ୍‌ରେ ୪ଥର ବିଜେତା ପାକିସ୍ତାନ ଭେଟିବ ଜର୍ମାନୀକୁ। ସଂଧ୍ୟା ୭ଟାରେ ଏହି...

ପାଣି ଭିତରେ ଭାରତରୁ ଦୁବାଇ ଚାଲିବ ଟ୍ରେନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଦୁବାଇ ଯାତ୍ରା ଆହୁରି ସହଜ ହୋଇଯିବ। ଦୁବାଇ-ମୁମ୍ବାଇ ମଧ୍ୟରେ ପାଣି ତଳେ ଟ୍ରେନ୍ ଚାଲିବା ପାଇଁ ଯୋଜନା ଚାଲିଛି। ଏହି ଅଣ୍ଡରୱାଟର ରେଳ ଯୋଜନା ଫଳରେ ଯାତ୍ରୀଙ୍କୁ ସୁବିଧା ମିଳିବା...

ଶିଶୁର ନାଁ ଏବିସିଡିଇ – ହସି ଫସିଗଲେ ଏୟାରଲାଇନ୍ସ କର୍ମଚାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣେ ଶିଶୁର ନାଁ ଶୁଣି ଥଟ୍ଟା କରିବାରୁ ଟେକ୍ସର ଜଣେ ମହିଳା ଏୟାରଲାନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଝିଅର ନାଁକୁ ନେଇ କର୍ମଚାରୀମାନେ ମଜାକ ଉଡ଼ାଇବାରୁ ସୋସିଆଲ ମିଡିଆରେ କ୍ଷୋଭ...

ମହମ୍ମଦ ଆଝାରୁଦ୍ଦିନ୍‌ ହେଲେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ହେଲେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ। ମହମ୍ମଦ ଆଝାରୁଦ୍ଦିନଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତେଲେଙ୍ଗାନାର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି। ୨୦୧୪...

ଦିଲ୍ଲୀରେ ଚାଷୀ ସମାବେଶ – ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀ ସମାବେଶରେ ସାମିଲ ହେଲେ ରାହୁଲ ଗାନ୍ଧି, କହିଲେ କୃଷକଙ୍କ ସ୍ଵରକୁ କେହି ଦବାଇ ପାରିବେନି। “ମୋଦିଙ୍କୁ କୃଷକଙ୍କ ଋଣ ଛାଡ଼ କରିବାକୁ ପଡ଼ିବ। କୃଷକ ଉପହାର ନୁହେଁ ତାଙ୍କ ଅଧିକାର ମାଗୁଛନ୍ତି।...

ଯୋଗଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପୁସ୍ତକ ଉନ୍ମୋଚନ ବିବାଦକୁ ନେଇ ଯୋଗଗୁରୁ ରାମଦେବଙ୍କୁ ସୁପ୍ରିମକୋର୍ଟ ଦେଲେ ନୋଟିସ୍। ବିବାଦଘେରରେ ଯୋଗଗୁରୁ ରାମଦେବ। ରାମଦେବଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ କାହିଁକି ଉନ୍ମୋଚନ ହେବନାହିଁ, ଏହାର ଉତ୍ତର ରଖିବାକୁ ଦେଶର...

ଟିମ ଇଣ୍ଡିଆକୁ ବଡ଼ ଝଟକା: ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଲେ ପୃଥ୍ୱୀ ଶ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ମ୍ୟାଚରୁ ବାଦ୍ ପଡ଼ିଛନ୍ତି ୧୯ ବର୍ଷିୟ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଛି ଶକ୍ତ ଧକ୍କା। ସିରିଜର ପ୍ରଥମ ମ୍ୟାଚ୍‌ରୁ ବାଦ୍...