National

‘ମନ କି ବାତ’ରେ ସହିଦଙ୍କୁ ମନେ ପକାଇଲେ, ଓଡ଼ିଶାର ଦୈତାରିଙ୍କୁ ପ୍ରଂଶସା କଲେ ମୋଦି

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୫୩ତମ 'ମନ କି ବାତ' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ମୋଦି ପ୍ରଥମେ ପୁଲୱାମା ଆକ୍ରମଣକୁ ମନେ ପକାଇଛନ୍ତି। "ଭାରତ ମାତା ଅନେକ ବହାଦୁର...

ଆଜି ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ, ଝିଅ ଜାହ୍ନବୀ ଲେଖିଲେ ନିଜ ମନର କଥା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଗତବର୍ଷ ଆଜିର ଦିନରେ ବଲିଉଡରୁ ଆସିଥିଲା ଏକ ଦୁଃଖଦ ଖବର। ଯେଉଁ ଖବର ପୂରା ଦେଶକୁ ଗମ୍ଭୀର କରିଦେଇଥିଲା। ଗତବର୍ଷ ଆଜିର ଦିନରେ ଅଭିନେତ୍ରୀ ଶ୍ରୀଦେବୀ ଆମ ସମସ୍ତଙ୍କୁ ଛାଡ଼ି...

ଆଜି ଗୋରଖପୁରରୁ ପିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ – ଚାଷୀ ପାଇବେ ପ୍ରଥମ କିସ୍ତି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୋରଖପୁର ଗସ୍ତ କରିବେ। ଗୋରଖପୁରରେ ଏକ ସାଧାରଣ ସଭାରେ ସେ ଯୋଗ ଦେବେ। ଏହି ସଭାରେ ମୋଦି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାର ଶୁଭାରମ୍ଭ...

ପୁଣି ମନୋହର ପାରିକର ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘଦିନରୁ ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ରାତିରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗ୍ୟାଷ୍ଟ୍ରଇଂଟେଷ୍ଟାଇନଲ...

ଆଣ୍ଟିନା ଉପରେ ଅଜଗରର ପକ୍ଷୀ ଶିକାର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ ଅଷ୍ଟ୍ରେଲିଆରେ ଜଣେ ମହିଳା ନିଜ ଘର ଛାତ ଉପରେ ଏମିତି ଏକ ଦୃଶ୍ୟ ଦେଖିଥିଲେ ଯାହା ତାଙ୍କୁ ଚକିତ କରିବା ସହିତ ଭୟଭୀତ କରାଇଥିଲା। କେଥୀ ଗାଲ ନାମକ ଏହି...

ବିମାନ ଉଡ଼ାଣ ବେଳେ ଶୋଇପଡ଼ିଲେ ପାଇଲଟ୍!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାଇନାରେ ଏକ ବିମାନ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିମାନ ଉଡ଼ାଣବେଳେ ଚୀନର ଜନୈକ ପାଇଲଟଙ୍କ ଆଖି ଲାଗି ଯାଇଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ପାଇଲଟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପାଇଲଟ...

ଆହତଙ୍କ ଜୀବନ ବଞ୍ଚାଇଲଲେ କନେଷ୍ଟବଳ –  କାନ୍ଧରେ ବୋହି ରେଳଧାରଣାରେ ଦୌଡ଼ିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶ ହୋସଙ୍ଗାବାଦର ଜନୈକ ପୁଲିସ କନେଷ୍ଟବଳ ପୁନମ୍ ବିଲୋରିଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ହେବ। ସେ ଯେଉଁ ବିରଳ ମାନବିକତା ଦେଖାଇଛନ୍ତି, ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ବିମାନକୁ ହାଇଜ୍ୟାକ୍ କରି ପାକିସ୍ତାନ ନିଆଯିବ ବୋଲି ଧମକ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇସ୍ଥିତ ଏୟାର ଇଣ୍ଡିଆର ଅପରେସନ୍‌ କଣ୍ଟ୍ରୋଲ ସେଣ୍ଟରକୁ ଫୋନ ଜରିଆରେ ହାଇଜ୍ୟାକ୍‌ର ଧମକ ଦିଆଯାଇଛି। ଶନିବାର ଫୋନ ଦ୍ୱାରା ବିମାନକୁ ହାଇଜ୍ୟାକ୍ କରି ପାକିସ୍ତାନ ନିଆଯିବ ବୋଲି ଧମକ ଆସିଛି। ଧମକ...

ଆମ ଲଢ଼େଇ କଶ୍ମୀର ବିରୋଧରେ ନୁହେଁ, କଶ୍ମୀର ପାଇଁ: ମୋଦି

ଓଡ଼ିଶାଲାଇଭ୍ ବ୍ୟୁରୋ “ଆମ ଲଢ଼େଇ କାଶ୍ମୀର ବିରୋଧରେ ନୁହେଁ, କାଶ୍ମୀର ପାଇଁ”, ରାଜସ୍ଥାନରେ ଏକ ଜନସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏହା କହିଛନ୍ତି। ପୁଲୱାମା ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ...

ସହିଦଙ୍କୁ ମନେ ପକାଇ କାନ୍ଦିପକାଇଲେ ଯୋଗୀ ଆଦିତ୍ୟନାଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ମନେ ପକାଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ କାନ୍ଦିପକାଇଛନ୍ତି। ଏହି ପ୍ରସଙ୍ଗରେ ପଚରାଯାଇଥିବା ଏକ ପ୍ରଶ୍ନ ଉତ୍ତରଦେବାକୁ ଯାଇ ଆଦିତ୍ୟନାଥ କହିଛନ୍ତି କି...