National

ମାର୍ଚ୍ଚ ୧ରୁ ଅନଶନରେ ବସିବେ ଅରବିନ୍ଦ କେଜିରୱାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ୧ରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ ଅନିଶ୍ଚିତକାଳ ପାଇଁ ଅନଶନରେ ବସିବେ। ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବିରେ ସେ ଅନଶନରେ ବସିବେ। “ଦୀର୍ଘ ୭୦ ବର୍ଷ ହେଲା ଦିଲ୍ଲୀ ପ୍ରତି...

ଉତ୍ତର ପ୍ରଦେଶରେ ବିସ୍ଫୋରଣ – ୧୦ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ପ୍ରଦେଶର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଭଦୋହୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ଶନିବାର ଏକ ବାଣ କାରଖାନାରେ ବିସ୍ଫୋରଣ...

ରେଳଯାତ୍ରୀଙ୍କ ଲାଗି ଖୁସି ଖବର- ଟ୍ରେନ ଟିକେଟ୍‌ ବୁକିଂ ଓ ରିଫଣ୍ଡ ନିୟମରେ ରେଳବିଭାଗ କଲା ବଡ଼ ପରିବର୍ତ୍ତନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ଆପଣ କିମ୍ବା ଆପଣଙ୍କ ପରିବାର ସବୁବେଳେ ଟ୍ରେନରେ ଯାତ୍ରା କରୁଥାନ୍ତି ତେବେ ଏ ଖବର ଆପଣଙ୍କ ଲାଗି ନିଶ୍ଚିତ ଜାଣିବା ଦରକାର। ଭାରତୀୟ ରେଳ ଟିକେଟ ବୁକିଂ ଓ ରିଫଣ୍ଡ...

“ପାକିସ୍ତାନର କଥା କହୁଛି କଂଗ୍ରେସ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନ ପୂର୍ବରୁ ହେବିୱେଟ ନେତାମାନଙ୍କର ଜବରଦସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପ୍ରଚାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାକି ନେତାମାନଙ୍କଠୁ ଆଗରେ। ଶନିବାର ମୋଦି କଂଗ୍ରେସ ପ୍ରଦେଶ ରାଜସ୍ଥାନର...

ଚନ୍ଦ୍ରବାବୁ ନାଇଡୁଙ୍କ ପୋଷ୍ୟ ଗ୍ରାମ ପେଦା ଲାବୁଡୁରେ ବଢୁଛି ଜଗନମୋହନଙ୍କ କ୍ରେଜ୍

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବିକାଶର ବହୁ ପଛରେ ପୋଷ୍ୟ ଗ୍ରାମ ପେଦା ଲାବୁଡୁ। (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଆନ୍ଧ୍ରପ୍ରଦେଶରେ ଆଗାମୀ ୫ ବର୍ଷ ପାଇଁ ପୁଣି ସରକାର ଗଠନର ସ୍ୱପ୍ନ ଦେଖୁଥିବା ତେଲୁଗୁ...

ମୁମ୍ବାଇ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଓଡ଼ିଶାର ଯୋଡ଼ି ଶଙ୍ଖ ନୃତ୍ୟର ଝଲକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇରେ ଆରମ୍ଭ ହୋଇଛି  ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ। ନଭି ମୁମ୍ବାଇର ସିଡ୍‌କୋ ଗ୍ରାଉଣ୍ଡରେ ଫେବ୍ରୁଆରି ୨୩ ଏବଂ ୨୪ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଆୟୋଜିତ...

ଫାଇଟର ଜେଟ୍‌ ତେଜସରେ ଉଡ଼ାଣ ଭରିଲେ ପିଭି ସିନ୍ଧୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ବେଙ୍ଗାଳୁରୁରେ ଅନୁଷ୍ଠିତ ହେଉଥିବା ଏରୋ ଇଣ୍ଡିଆ ଏୟାର ଶୋ’ରେ ଅଂଶ ଗ୍ରହଣ କରିଛନ୍ତି। ଲଢ଼ୁଆ ବିମାନ ତେଜସରେ ସିନ୍ଧୁ ଉଡ଼ାଣ ଭରିଛନ୍ତି। ନୀଳ ରଙ୍ଗର ପୋଷାକରେ ତେଜସର...

ବେଙ୍ଗାଳୁରୁ ଏୟାର ଶୋ’ରେ ଭୟଙ୍କର ଅଗ୍ନିକାଣ୍ଡ – ଜଳିଗଲା ୩୦୦ କାର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଙ୍ଗାଳୁରୁରେ ଚାଲିଥିବା ଏରୋ ଇଣ୍ଡିଆ ଏୟାର ଶୋ’ର ଅଭ୍ୟାସ ବେଳେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଏୟାର ଶୋ’ ଚାଲିଥିବାବେଳେ ନିକଟରେ ଥିବା ଏକ କାର ପାର୍କିଂରେ ନିଆଁ ଲାଗିଛି।...

୫୦ ଯବାନଙ୍କୁ ହରାଇବାପରେ ଭାରତ ଶୀଘ୍ର ନେବ ବଡ଼ ପଦକ୍ଷେପ – ଟ୍ରମ୍ପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କହିଛନ୍ତି,’’ଏହି ଆତଙ୍କାବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ...

ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବ କି ନା? ଉତ୍ତର ରଖିଲେ ବିରାଟ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ପ୍ରସଙ୍ଗରେ ଅଧିନାୟକ ବିରାଟ କୋହଲି ପ୍ରତିକ୍ରିୟା ଦେଇଛନ୍ତି। ବିଶ୍ୱକପ୍‌ରେ ପାକିସ୍ତାନ ସହ ଭାରତ ମ୍ୟାଚ ଖେଳିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅଧିନାୟକ ବିରାଟ କୋହଲି। "ଦେଶ...