୧୦ ଜଣ ନୂଆ ମୁଖପାତ୍ରଙ୍କ ନାମରେ ମୋହର ମାରିଲେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ହିଁ କଂଗ୍ରେସ ନିଜ ପାର୍ଟିକୁ ମଜବୁତ ରଖିବା ପାଇଁ ସୋମବାର ୧୦ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ମୁଖପାତ୍ରମାନେ ଏଣିକି ବିଭିନ୍ନ...
ନବବର୍ଷର ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ ହୋଇଛି। ସମସ୍ତେ ବର୍ଷର ପ୍ରଥମ ଦିନକୁ ସେଲିବ୍ରେଟ କରୁଛନ୍ତି ଭିନ୍ନ ଭିନ୍ନ ଢଙ୍ଗରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂଆବର୍ଷ ଲାଗି ଶୁଭେଛା ଜଣାଇଛନ୍ତି। ୨୦୧୯...
ଆରପାରିରେ ବର୍ଷିୟାନ ଆକ୍ଟର କାଦର ଖାନ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଦର ଖାନଙ୍କ ପରଲୋକରେ ବଲିଉଡ ଜଗତରେ ସୃଷ୍ଟି ହୋଇଛି ଏକ ଅପୂରଣୀୟ କ୍ଷତି।
ବର୍ଷିୟାନ ଆକ୍ଟର କାଦର ଖାନଙ୍କ ମଙ୍ଗଳବାର ପରଲୋକ ଘଟିଛି। ୮୧ ବର୍ଷ ବୟସରେ କାଦର ଶେଷ ନଶ୍ଵାସ ତ୍ୟାଗ କରିଛନ୍ତି।...
‘ହାପି ନ୍ୟୁ ଇୟର’ – ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂରାଜୀ ନବବର୍ଷ ଉପଲକ୍ଷେ 'ଓଡ଼ିଶାଲାଇଭ୍'ର ଅଭିନନ୍ଦନ।
ଆଜି ନୂଆ ବର୍ଷ। ବିଦାୟ ନେଇଛି ୨୦୧୮। ଆନନ୍ଦ, ଉଲ୍ଲାସର ସହ ସାରା ବିଶ୍ୱବାସୀ ୨୦୧୯କୁ କରିଛନ୍ତି ସ୍ୱାଗତ। ନୂଆ ସକାଳର ନୂଆ ଆଶା ନେଇ...
କମିଲା ଏଲ୍ପିଜି ଦର, ନୂଆ ବର୍ଷରୁ ଲାଗୁ ହେବ ନୂଆ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ ସବ୍ସିଡି ଏବଂ ସବ୍ସିଡି ଏଲ୍ପିଜି ସିଲିଣ୍ଡରର ଦର ହ୍ରାସ କରି କେନ୍ଦ୍ର ସରକାର ଦେଶବାସୀଙ୍କୁ ନୂଆ ବର୍ଷ ଉପହାର ଦେଇଛନ୍ତି। ସବ୍ସିଡିଯୁକ୍ତ ଏଲ୍ପିଜି ସିଲିଣ୍ଡର ପିଛା ୫.୯୧ ଟଙ୍କା ହ୍ରାସ...
ଆଜିର ବଡ଼ ଖବର (ଡିସେମ୍ବର ୩୧, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ଆଜିଠୁ ‘କାଳିଆ’ ଯୋଜନା
ଆଜିଠୁ କାଳିଆ ଯୋଜନାକୁ ବିଧିବଦ୍ଧଭାବେ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏ ନେଇ...
୧୬ ମାସ ପରେ ଜୀବନ୍ତ ଫେରିଲା ମୃତ ମଣିଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ୧୬ ମାସ ପରେ ଘରକୁ ଫେରିଛି।
ପ୍ରାୟ ୧୬ ମାସ ତଳେ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯିବା ପରେ ପରିବାର ଲୋକେ ମିଶି...
ଓଡ଼ିଆ ପୁଅ ସୁଧି ରଞ୍ଜନ ମହାନ୍ତି ହେଲେ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ହେଲେ ଓଡ଼ିଆ ପୁଅ ସୁଧି ରଞ୍ଜନ ମହାନ୍ତି। ସୁଧି ରଞ୍ଜନ ମହାନ୍ତି ହେଉଛନ୍ତି ୧୯୮୨ମସିହା ବ୍ୟାଚ୍ର ଆଇପିଏସ୍ ଅଫିସର। ସୋମବାର ବସନ୍ତ ପ୍ରତାପ...
ଜାଣନ୍ତୁ କେଉଁ ସ୍ମାର୍ଟଫୋନରେ କାମ କରିବନି ହ୍ୱାଟ୍ସଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଙ୍ଗ୍ ଆପ୍ ହ୍ୱାଟ୍ସଆପ୍। ହ୍ୱାଟ୍ସଆପ୍କୁ କୋଟି କୋଟି ଲୋକ ଏହାକୁ ଡାଉନ୍ଲୋଡ କରି ବ୍ୟବହାର କରୁଛନ୍ତି। ତେବେ ଦୀର୍ଘ ଦିନ ଧରି ଏହି ଆପ୍କୁ...
ଅଦାଲତରେ ୬୦ ବର୍ଷ ହେବ ପଡ଼ିରହିଛି ୧୪୦ଟି ମାମଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଦାଲତରେ ପଡ଼ିରହିଛି ୧୪୦ଟି ମାମଲା। ସେଥିମଧ୍ୟରୁ ୬ ପ୍ରତିଶତ କେସ ରହିଛି ଓଡ଼ିଶାର।
ଦେଶର ନିମ୍ନ ଅଦାଲତରେ ପେଣ୍ଡିଙ୍ଗ୍ କେସ୍ର ସଂଖ୍ୟା ବଢ଼ିବାରେ ଲାଗିଛି। ୧୪୦ଟି କେସ୍ ଏମିତି ଅଛି ଯାହାକି ୬୦...





















