ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ ହୋଇଛି। ସମସ୍ତେ ବର୍ଷର ପ୍ରଥମ ଦିନକୁ ସେଲିବ୍ରେଟ କରୁଛନ୍ତି ଭିନ୍ନ ଭିନ୍ନ ଢଙ୍ଗରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୂଆବର୍ଷ ଲାଗି ଶୁଭେଛା ଜଣାଇଛନ୍ତି। ୨୦୧୯ ସମସ୍ତଙ୍କ ଲାଗି ମଙ୍ଗଳମୟ ହେଉ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନୂଆ ବର୍ଷ ଉପଲକ୍ଷେ ରାଜ୍ୟ ବାସୀଙ୍କୁ ଶୁଭେଛା ଜଣାଇଛନ୍ତି ନବୀନ ଲେଖିଛନ୍ତି,’’ନୂତନ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ। ଜଗନ୍ନାଥଙ୍କ କରୁଣା ଏ ବର୍ଷ ରାଜ୍ୟବାସୀଙ୍କ ଲାଗି ସୁଖ,ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ ’’।

Comment