ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରେନ୍ଦ୍ର ମୋଦି ଖୋର୍ଦ୍ଧାରେ ହେବାକୁ ଥିବା ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏନେଇ ସୂଚନା ଦେଇଛନ୍ତି ବିଜେପିର...
୧୦ରେ ସର୍ବଦଳୀୟ ବୈଠକ ଡାକିଲେ ନାଇଡ଼ୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦର ଶୀତ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ନାଇଡୁ।
ସଂସଦର ଆଗାମୀ ଶୀତ ଅଧିବେଶନ ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡ଼ୁ ଡିସେମ୍ବର ୧୦ରେ ସର୍ବଦଳୀୟ ବୈଠକ ଡାକିଛନ୍ତି।...
ସରବତ ଉପରେ ପାକିସ୍ତାନ ଲଗାଇବ ଟ୍ୟାକ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନ ସରକାର ଲଗାଇବେ ସରବତ ଏବଂ ସିଗାରେଟ୍ ଉପରେ ଟ୍ୟାକ୍ସ।
ପାକିସ୍ତାନ ତା'ର ସ୍ୱାସ୍ଥ୍ୟ ବଜେଟକୁ ବଢ଼ାଇବା ପାଇଁ ବର୍ତ୍ତମାନ ସିଗାରେଟ ଓ ସରବତ ଉପରେ ମଧ୍ୟ ଟ୍ୟାକ୍ସ ଲଗାଇବାକୁ ଯାଉଛି। ଦେଶର...
ହକି ୱାର୍ଲ୍ଡ କପ୍: ଆଜି ସ୍ପେନ-ନ୍ୟୁଜିଲାଣ୍ଡ, ଆର୍ଜେଣ୍ଟିନା-ଫ୍ରାନ୍ସ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଚାଲୁଥିବା ପୁରୁଷ ହକି ୱାର୍ଲ୍ଡ କପ୍ରେ ଗୁରୁବାର ଦୁଇଟି ମ୍ୟାଚ୍ ଖେଳାଯିବ। ପୁଲ-'ଏ’ର ୪ଟି ଟିମ୍ ଏହି ମୁକାବିଲାରେ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍ ସ୍ପେନ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସଂଧ୍ୟା...
ଭାରତରେ ସାଢ଼େ ୪ କୋଟି ଶିଶୁ କୁପୋଷଣର ଶିକାର
ଓଡ଼ଶାଲାଇଭ୍ ବ୍ୟୁରୋ
ସ୍ୱାଧୀନତା ପୂର୍ବରୁ ଆଜି ପର୍ଯ୍ୟନ୍ତ ଦେଶରେ କୁପୋଷଣର ଗମ୍ଭୀର ସମସ୍ୟା ଲାଗିରହିଛି। ଗ୍ଲୋବାଲ ନ୍ୟୁଟ୍ରିସନ ୨୦୧୮ ରିପୋର୍ଟ ଅନୁସାରେ ବିଶ୍ୱରେ ୧୫ କୋଟିରୁ ଅଧିକ ଶିଶୁ କୁପୋଷଣର ଶିକାର। ଆଶ୍ଚର୍ଯ୍ୟର କଥା...
ଫ୍ଲପ୍ ଫିଲ୍ମ ଦେଇ ନଥିବା ବଲିଉଡ ନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତା ବରୁଣ ଧୱନ ଏଯାଏଁ ଗୋଟିଏ ବି ଫ୍ଲପ୍ ଫିଲ୍ମ ଦେଇନାହାନ୍ତି।
ବଲିଉଡର ହାର୍ଟଥ୍ରୋବ୍ ବରୁଣ ଧୱନ ଗତ ଛଅ ବର୍ଷ ମଧ୍ୟରେ ଗୋଟିଏ ବି ଫ୍ଲପ୍ ସିନେମା ଦେଇନାହାନ୍ତି। ନିକଟରେ...
ପଶ୍ଚିମବଙ୍ଗରେ ପୋଲିସ ବର୍ଦ୍ଦି ଧଳା କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ସମସ୍ତେ ଜାଣନ୍ତି ପୋଲିସ ବର୍ଦ୍ଦି ଖାକି। ହେଲେ ପଶ୍ଚିମବଙ୍ଗରେ ବ୍ୟତିକ୍ରମ କାହିଁକି?
ଖାକି ବର୍ଦ୍ଦିର ରହିଛି ସ୍ୱତନ୍ତ୍ର ପରିଚୟ। ଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସବଳ ଗଠନ କରାଯାଇଛି। ସହର...
ପ୍ରିୟଙ୍କା-ନିକଙ୍କୁ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରିୟଙ୍କା-ନିକ୍ଙ୍କ ରିସେପସନ୍ ପାର୍ଟିରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଯୋଧପୁରରେ ହିନ୍ଦୁ ରୀତିନୀତିରେ ବିବାହ ହେବା ପରେ ଦିଲ୍ଲୀରେ ଗ୍ରାଣ୍ଡ ଅନ୍ଦାଜରେ ରିସେପସନ ପାର୍ଟି ଦେଇଛନ୍ତି ପ୍ରିୟଙ୍କା ଚୋପ୍ରା ଓ ନିକ୍...
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ବିଶିଷ୍ଟ ସାହିତ୍ୟିକ ଦାଶରଥୀ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।
ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୮। ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି ଓଡ଼ିଆ ସାହିତ୍ୟିକ ଡକ୍ଟର...
ବୁଲନ୍ଦସହର ହିଂସାକାଣ୍ଡ – ଇନ୍ସପେକ୍ଟର ସୁବୋଧଙ୍କ ପରିବାରକୁ ଭେଟିବେ ଯୋଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଲନ୍ଦସହର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଇନ୍ସପେକ୍ଟର ସୁବୋଧଙ୍କ ପରିବାର ବର୍ଗଙ୍କୁ ଭେଟିବେ ୟୁପି ମୁଖ୍ୟମନ୍ତ୍ରୀ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ବୁଲନ୍ଦସହର ହିଂସାକାଣ୍ଡରେ ସହିଦ ହୋଇଥିବା ସୁବୋଧ କୁମାରଙ୍କ ପରିବାରକୁ ଭେଟିବେ।...





















