ଏବେ ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା, ସାମିଲ ହେଲା ଦୁଇଟି ତୋପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସେନାକୁ ଆହୁରି ସୁଦୃଢ଼ କରିବାକୁ ବର୍ତ୍ତମାନ ଦୁଇଟି ତୋପ ସାମିଲ କରାଗଲା। ମହାରାଷ୍ଟ୍ରରେ ଶୁକ୍ରବାର କେନ୍ଦ୍ରୀୟ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ କେ-୯ ବଜ୍ର ଓ ଏମ-୭୭୭ ହୋଇଟଜର ତୋପ...
ନକ୍ସଲଗଡ଼ ବସ୍ତରରେ ମୋଦି – କହିଲେ, “ଛତିଶଗଡ଼ବାସୀଙ୍କ ସବୁ ସ୍ୱପ୍ନ ପୂରଣ ହେବ”
ଓଡ଼ିଶାଲାଇଭ୍ ବ୍ୟୁରୋ
ନକ୍ସଲଗଡ଼ ବସ୍ତରରେ ନିର୍ବାଚନୀ ସଭା କରି ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୋଦି।
"ଛତିଶଗଡ଼କୁ ପୂରିଲାଣି ୧୮ ବର୍ଷ। ୧୮ ବର୍ଷର ଯୁବକ ପାଇଁ ଯାହା ଦରକାର ତାହା ଏବେ ଛତିଶଗଡ଼ ପାଇଁ...
ନୋଟବନ୍ଦୀ ପୂର୍ବରୁ ଛୋଟ ବ୍ୟବସାୟ ଯାହା ଥିଲା ଆଉ ସେୟା ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାର ବିମୁଦ୍ରାକରଣ ବା ନୋଟବନ୍ଦୀକୁ ଦୁଇ ବର୍ଷ ପୂରିଲା। ଏହି ଅବସରରେ କେନ୍ଦ୍ର ସରକାର ଓ ବିଶେଷ କରି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ପଦକ୍ଷେପକୁ ଉଚିତ ଦର୍ଶାଇଥିଲେ। ସେ...
କେଉଁଠି ବ୍ୟବହାର ହୋଇଛି ଆପଣଙ୍କ ଆଧାର କାର୍ଡ? ଚୁଟକିରେ ଲଗାନ୍ତୁ ପତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧାର କାର୍ଡ କେତେ ସୁରକ୍ଷିତ ତାହା ଅତି ସହଜରେ ଜାଣିପାରିବେ ଲୋକେ।
ଆପଣଙ୍କ ଆଧାର କାର୍ଡ କେବେ, କେଉଁଠି ଓ କେତେବେଳେ ବ୍ୟବହାର ହୋଇଛି ତାହାକୁ ସହଜରେ ଜାଣିପାରିବେ। ୟୁଆଇଡିଏଆଇ ୱେବସାଇଟକୁ ଯାଇ...
ଆରବିଆଇ ଦେଲା ଡେଡଲାଇନ – ଡିସେମ୍ବର ୩୧ ସୁଦ୍ଧା ବଦଳାଇ ଦିଅନ୍ତୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣଙ୍କ ପାଖକୁ ବ୍ୟାଙ୍କ ମେସେଜ ଆସୁଥିଲେ ମଧ୍ୟ ତାହାକୁ ଆପଣ ବିଶେଷ ଧ୍ୟାନ ଦେଉନଥିବେ। କିନ୍ତୁ ଜାଣିରଖନ୍ତୁ ଆପଣଙ୍କ ପୁରୁଣା ଡେବିଟ ଓ କ୍ରେଡିଟ କାର୍ଡ ଡିସେମ୍ବର ୩୧ ପର୍ଯ୍ୟନ୍ତ କାମ...
ବିମୁଦ୍ରାକରଣକୁ ପୂରିଲା ଦୁଇ ବର୍ଷ: ଜେଟଲୀ-ମନମୋହନ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିମୁଦ୍ରାକରଣକୁ ଦୁଇ ବର୍ଷ ପୂରିଛି। ବିଜେପି ଏହାକୁ ନେଇ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ସାରା ଦେଶରେ କଳାଦିବସ ପାଳନ କରିଛି। ବିଜେପି ଏବଂ କଂଗ୍ରେସ କର୍ମୀଙ୍କ ଭିତରେ...
ଜିଓର ନୂଆ ଧମାକା, ଖୋଲିପାରିବେ ବ୍ୟାଙ୍କ ଅକାଉଣ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେଲିକମ୍ ସେକ୍ଟରରେ ଧୁମ୍ ମଚାଇବା ପରେ ଏବେ ଆଉ ଏକ ପାଦ ଆଗେଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ। ଜିଓ ବ୍ରଡବ୍ରାଣ୍ଡ ସହିତ ବ୍ୟାଙ୍କିଂ ସେକ୍ଟରରେ ପାଦ ଥାପିବାକୁ ଯାଉଛି ରିଲାଏନ୍ସ।
ରିଲାଏନ୍ସ ଜିଓ ସହିତ...
ବଦଳିବ ଅହମଦାବାଦର ନାମ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶର ଦୁଇଟି ବଡ଼ ସହର ନାମ ବଦଳିବା ପରେ ଏବେ ଅହମଦାବାଦର ପାଳି। ଗୁଜୁରାଟର ଅହମଦାବାଦ ନାମ ବଦଳାଯାଇ ହେବ କର୍ଣ୍ଣାବତୀ।
ଗୁଜରାଟର ଉପମୁଖମନ୍ତ୍ରୀ ନିତିନଭାଇ ପଟେଲ ଗଣମାଧ୍ୟମକୁ କହିଛନ୍ତି, "ତାଙ୍କ ସରକାର...
ହକି ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା – ୨ ଓଡ଼ିଆ ଖେଳାଳି ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋମଗ୍ରାଉଣ୍ଡରେ ଚମକିବେ ଓଡ଼ିଆ ପୁଅ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ।
ପୁରୁଷ ହକି ବିଶ୍ୱକପ ପାଇଁ ଗୁରୁବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ...
ବିଶ୍ୱ ରେକର୍ଡ: ଗୋଟିଏ ଓଭରରେ ୪୩ ରନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ୍ ଇତିହାସରେ ବିରଳ ରେକର୍ଡ। ଗୋଟିଏ ଓଭରରେ ୩୬ ରନ୍ ହେବା କଥା ସମସ୍ତେ ଜାଣିଛନ୍ତି କିନ୍ତୁ ୪୩ ରନ୍ କଥା ଭାବିଲା ବେଳକୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ। ନ୍ୟୁଜିଲାଣ୍ଡସ୍ଥିତ...




















