ଆନ୍ଧ୍ରପ୍ରଦେଶରେ ସଡ଼କ ଦୁର୍ଘଟଣା – ୨ ଓଡ଼ିଆ ଶ୍ରମିକ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ୨ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବସ୍ଷ୍ଟାଣ୍ଡ୍ ନିକଟ ଏକ ଚା’ ଦୋକାନରେ ଛିଡ଼ା ହୋଇଥିବା ବେଳେ ହଠାତ୍ ଏକ କାର୍...
ଆଜି ଧନ୍ତେରସ୍, ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଧନ୍ତେରସ୍। ଧନ୍ତେରସ୍ରେ ସୁନା କିଣିଲେ ଘରକୁ ମା' ଲକ୍ଷ୍ମୀ ଆସନ୍ତି ଏବଂ ପରିବାରରେ ସୁଖଶାନ୍ତି ବଢ଼େ ବୋଲି ବିଶ୍ୱାସ ରହିଛି। ସୁନା ଦର ଉଚ୍ଚା ଥିଲେ ମଧ୍ୟ ଧନ୍ତେରସ୍ ପାଇଁ...
ବଜାରରୁ ଆଣିଥିଲେ ୧୪୬ ଟଙ୍କାର ଜିନିଷ! ପ୍ୟାକେଟ ଖୋଲିବାରୁ ମିଳିଲା ୧୩ ଲକ୍ଷ ଟଙ୍କାର ହୀରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମିତି ଏକ ଘଟଣା, ଯାହା ଶୁଣିଲେ ହୁଏତ ସହଜେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ। ମାତ୍ର ୧୪୬ ଟଙ୍କାର ଜିନିଷ କିଣି, କେହି ଯେ ୧୩ ଲକ୍ଷ ଟଙ୍କାର ଲାଭ ପାଇବ,...
୧୫ଶହ କୋଟିର କ୍ଷତି, ଚିନ୍ତାରେ ପେଟିଏମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ଆର୍ଥିକ ବର୍ଷରେ ପେଟିଏମକୁ ୮୭୯.୬ କୋଟି ଟଙ୍କାର ଘାଟା ହୋଇଥିଲା। ତେବେ ତାର ଏହି ଘାଟାର କିଛି ମୁଖ୍ୟ କାରଣ ରହିଛି।
କମ୍ପାନିରେ କର୍ମଚାରୀ ବଢିବା, ଇନଫରମେସନ ଟେକ୍ନୋଲୋଜି ଓ ଆଡ୍...
ବିଶ୍ୱାସ ନହେଲେ ବି ସତ – ଇଞ୍ଜିନିୟରିଂ କୋଚିଂ ଦେଉଛି ସପ୍ତମ ଶ୍ରେଣୀ ଛାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ସତରେ ଶୀର୍ଷକଟିକୁ ଆପଣ ପଢ଼ୁଥିଲେ ମଧ୍ୟ ଏହାକୁ ବିଶ୍ୱାସ କରିପାରୁନଥିବେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏତେ କମ୍ ବୟସରେ ହସନ ୩୦ ଜଣ ଇଞ୍ଜିନୟରିଂ ଛାତ୍ରଛାତ୍ରୀଙ୍କୁ ମାଗଣା ପଢ଼ାଉଛନ୍ତି।
ବି-ଟେକ୍ ଓ...
ବିବାହର ଦୁଇ ଦିନ ପରେ ଗର୍ଭବତୀ – ସ୍ତ୍ରୀଙ୍କୁ ପ୍ରେମ କଲେ, ନବଜାତକକୁ ମାରିଦେଲେ ସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର କାନପୁରର ଗୋବିନ୍ଦ ନଗରରେ ଘଟିଛି ଅଭାବନୀୟ ଘଟଣା।
ବିବାହ ପୂର୍ବରୁ ସ୍ତ୍ରୀଙ୍କର ଅନ୍ୟଜଣଙ୍କ ସହ ସମ୍ପର୍କ ଥିଲା। ବିବାହର ଦୁଇଦିନ ପରେ ଜଣାପଡ଼ିଲା ସ୍ତ୍ରୀ ଗର୍ଭବତୀ ଅଛନ୍ତି। କିନ୍ତୁ ଗର୍ଭପାତ କରିବେ...
ଧଳା ଚାଦରରେ ଘୋଡ଼େଇ ହୋଇଛି କାଶ୍ମୀର – ପ୍ରବଳ ତୁଷାରପାତ, ପର୍ଯ୍ୟଟକ ହୀନସ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବଳ ତୁଷାରପାତରେ ଘୋଡ଼େଇ ହୋଇରହିଛି ପୂରା କାଶ୍ମୀର। ରାସ୍ତା ଉପରେ ମଧ୍ୟ ବରଫ ଜମାହେଇ ରହିଥିବାରୁ ଗାଡ଼ି ମଟର ଚଳାଚଳ ହୋଇପାରୁନାହିଁ। ଫଳରେ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି। ସକାଳୁ ତୁଷାରପାତ...
ସ୍ପୋର୍ଟସ୍ ଲିଟେରାରି ଫେଷ୍ଟିଭାଲରେ ମହମ୍ମଦ କୈଫ୍ – “ମୁଁ ଦେଶ ପାଇଁ ପାଇଁ କ୍ରିକେଟ ଖେଳେ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଖେଳ ହେଉଛି ଜାତି, ଧର୍ମ ଏବଂ ବର୍ଣ୍ଣଠାରୁ ବହୁ ଉଚ୍ଚରେ। ଖେଳରେ ନଥାଏ ବାଛବିଚାର।
"ମୁଁ କୌଣସି ଧର୍ମ ପାଇଁ କ୍ରିକେଟ ଖେଳେ ନାହିଁ। ମୋ' ଦେଶ ପାଇଁ କ୍ରିକେଟ ଖେଳେ।...
ଓକିଲ ପୋଷାକ ପିନ୍ଧି ଅଡୁଆରେ ବିଗ୍ ବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳଚ୍ଚିତ୍ରରେ ଅଭିନେତା-ଅଭିନେତ୍ରୀମାନେ ଡାକ୍ତର, ଓକିଲ, ପୋଲିସଙ୍କ ପୋଷାକ ପିନ୍ଧିବା କିଛି ନୂଆ କଥା ନୁହେଁ। କିନ୍ତୁ ଏଭଳି ଏକ ମାମଲାରେ ଫସିଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ।
ଏଭରେଷ୍ଟ ମସଲା ପାଇଁ ଏକ ବିଜ୍ଞାପନ...
ବିବାହକୁ ୬ ମାସ ପୂରିନି – ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବେ ତେଜପ୍ରତାପ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ’ ୧୨ରେ ଆରଜେଡି ବିଧାୟକ ଚନ୍ଦ୍ରିକା ରାୟଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ ଲାଲୁଙ୍କ ପୁଅ ତେଜପ୍ରତାପ।
ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବେ। ଏନେଇ...





















