ମୁଖତାର ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶରେ ହାଇଆଲର୍ଟ, ପରିବାର ଆଣିଲା ହତ୍ୟା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀଙ୍କ ମୃତ୍ୟୁ ଏବେ ସାରା ଉତ୍ତରପ୍ରଦେଶରେ ଚହଳ ସୃଷ୍ଟି କରିଛି। ଜେଲରେ ଥିବା ମୁଖତାରଙ୍କ ଗୁରୁବାର ରାତିରେ ହୃଦଘାତରେ ମୃତ୍ୟୁ ହେବା ପରେ ସାରା ରାଜ୍ୟରେ...
ପୁଣି ରାଜନୀତି ମୁହାଁ ବଲିଉଡ ଅଭିନେତା ଗୋବିନ୍ଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ରାଜନୀତି ମୁହାଁ ହୋଇଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ଗୁରୁବାର ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳ ଶିବସେନାରେ ଯୋଗ ଦେଇଛନ୍ତି ଗୋବିନ୍ଦା। ମୁଖ୍ୟମନ୍ତ୍ରୀଙ୍କୁ...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ଝଟକା, ଏପ୍ରିଲ ୧ ଯାଏଁ ବଢ଼ିଲା ଇଡି ରିମାଣ୍ଡ ଅବଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ଝଟକା ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅରବିନ୍ଦ କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ଏପ୍ରିଲ ୧ ତାରିଖ ଯାଏଁ ବଢ଼ାଇଛନ୍ତି ଦିଲ୍ଲୀର...
ଭାରତର ଆଧୁନିକ ଲଢ଼ୁଆ ବିମାନ ତେଜସ୍ ମାର୍କ-୧ଏର ସଫଳ ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବାୟୁସେନାର ନୂଆ ଲଢ଼ୁଆ ବିମାନ ତେଜସ୍ ମାର୍କ-୧ଏ ସଫଳତାର ପ୍ରଥମ ଉଡ଼ାଣ ଭରିଛି। ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ (ଏଚଏଏଲ) ପକ୍ଷରୁ ଗୁରୁବାର ବେଙ୍ଗାଳୁରୁରେ ଏହାର ସଫଳ ପରୀକ୍ଷଣ କରାଯାଇଛି। ଏହି...
ବିଜେପିରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଦଳ ବଦଳ ହୋଇଛି। ବିଜେପିରେ ଯୋଗ ଦେଇଛନ୍ତି ରାଜ୍ୟର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ ଏବଂ ସିଦ୍ଧାନ୍ତ ମହାପାତ୍ର।...
ବଢ଼ିଲା ମନରେଗା ଶ୍ରମିକଙ୍କ ଦୈନିକ ମଜୁରି, ଓଡ଼ିଶାରେ ହେଲା ୨୫୪ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ଶ୍ରମିକଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ଗୁରୁବାର କେନ୍ଦ୍ର ସରକାର ସବୁ ରାଜ୍ୟରେ...
ଲୋକସଭା ନିର୍ବାଚନରେ ବିଜେଡିର ରଣନୀତି, ଘୋଷଣା କରିଥିବା ୧୫ ଆସନରୁ ୧୧ଟିରେ ଲଢ଼ିବେ ନୂଆ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ରାଜ୍ୟର ୨୧ଟି ଲୋକସଭା ଆସନରୁ ବୁଧବାର ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ଦଳ ପ୍ରାର୍ଥୀ...
ଛତିଶଗଡ଼ର ବିଜାପୁରରେ ସୁରକ୍ଷାବାହିନୀ-ନକ୍ସଲ ଗୁଳି ବିନିମୟ, ୬ ଜଣ ନକ୍ସଲ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ବୁଧବାର ଗୁଳି ବିନିମୟ ହୋଇଛି। ଏଥିରେ ୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଜଣ...
ଆସ ଖେଳିବା ହୋଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ରଙ୍ଗର ପର୍ବ ହୋଲି। ଏହା ଏମିତି ଏକ ପର୍ବ ଯେଉଁଠି ଟିକିଏ ରଙ୍ଗରେ ଧୋଇ ଯାଏ ବର୍ଷ ବର୍ଷର ରାଗ ଓ ଅଭିମାନ। ଆଜିର ଦିନରେ ଶତ୍ରୁ ମଧ୍ୟ...
ଓଡ଼ିଶାର ସୀମାନ୍ତ ଭୋଟ ବ୍ୟାଙ୍କ ଉପରେ ଆନ୍ଧ୍ରପ୍ରଦେଶର ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): କୋଟିଆ ପରେ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଇଲାକାର ଭୋଟ ବ୍ୟାଙ୍କ ଉପରେ ଏବେ ନଜର ପକାଇଛି ଆନ୍ଧ୍ରପ୍ରଦେଶ। ଏଥିପାଇଁ ଅଙ୍କକଷା ଆରମ୍ଭ କରିଛନ୍ତି ଆନ୍ଧ୍ରପ୍ରଦେଶର ନେତା ଓ...





















