National

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନସ୍ଥ ଏନସିଏଚଏମସିଟି ପକ୍ଷରୁ ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ ପାଠ୍ୟକ୍ରମ, ଜାଣନ୍ତୁ କେମିତି କରିବେ...

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନସ୍ଥ ନାସନାଲ କାଉନସିଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି(ଏନସିଏଚଏମସିଟି) ପକ୍ଷରୁ ହସ୍ପିଟାଲିଟି ଓ ହୋଟେଲ ଆଡମିନଷ୍ଟ୍ରେସନ ପାଠ୍ୟକ୍ରମରେ ପଢ଼ିବା ଲାଗି ସୁଯୋଗ ରହିଛି। ଏନେଇ...

ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରାପଡ଼ାରୁ ବୈଜୟନ୍ତ...

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋକସଭା ନିର୍ବାଚନରେ ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ରାଜ୍ୟର ୨୧ଟି ଲୋକସଭା ଆସନରୁ ୧୮ଟି ଆସନ ଲାଗି ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପି ପକ୍ଷରୁ...

ଏଥର ସରଗରମ ହେବ ଆନ୍ଧ୍ରପ୍ରଦେଶ ରାଜନୀତି: ନିର୍ବାଚନ ମଇଦାନକୁ ଓହ୍ଲାଇବେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି କସରତ, ବାପାଙ୍କ ପରି ରାଜ୍ୟର ରାଜନୈତିକ କମାଣ ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି ପୁଅ! (ବିଶାଖାଟଣା ଯଶୋବନ୍ତ ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଲାଗି ଆନ୍ଧ୍ରପ୍ରଦେଶରେ ଚଳଚଞ୍ଚଳ...

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆଇପିଏଲ ୨୦୨୪ ଉଦଘାଟିତ, ପ୍ରଥମ ମ୍ୟାଚରେ ସିଏସକେ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଉଦଘାଟିତ ହୋଇଯାଇଛି ଆଇପିଏଲ ୨୦୨୪। ବଲିଉଡ୍‌ ତାରକା ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ସହ ଗାୟକ ଏଆର୍‌ ରହମାନ...

ବିଶାଖାପାଟଣା ବନ୍ଦରରୁ ୨୫ ହଜାର କିଲୋଗ୍ରାମର ଡ୍ରଗ୍ସ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଶାଖାପାଟଣା ବନ୍ଦରରୁ ଧରାପଡ଼ିଛି ପ୍ରାୟ ୨୫ ହଜାର କିଲୋଗ୍ରାମର ଡ୍ରଗ୍ସ। ବିଶାଖାପାଟଣା କଷ୍ଟମ୍ସ ବିଭାଗର ସହାୟତାରେ ଏହି ଡ୍ରଗ୍ସ କାରବାର ପର୍ଦାଫାଶ କରିଛି ସିବିଆଇ। ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା...

ସ୍ୱତନ୍ତ୍ର ଅଲିମ୍ପିକ ଭାରତ ସାଇକ୍ଲିଂ ପ୍ରତିଯୋଗିତା: ୨ଟି ସ୍ଵର୍ଣ୍ଣ ସହ ୫ଟି ପଦକ ଜିତି ଚମକିଲେ ଓଡ଼ିଶାର କ୍ରୀଡ଼ାବିତ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟସ୍ତରୀୟ ସ୍ୱତନ୍ତ୍ର ଅଲିମ୍ପିକ ଭାରତ ସାଇକ୍ଲିଂ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଶାର କ୍ରୀଡ଼ାବିତ୍। ଚଳିତବର୍ଷ ହରିୟଣାର ପଞ୍ଚକୁଲାଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରି ରାଜ୍ୟର ଖେଳାଳିମାନେ ୨ଟି ସ୍ଵର୍ଣ୍ଣ...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ, ଆଜି କୋର୍ଟରେ ହାଜର କରିବ ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ଗୁରୁବାର ରାତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା। ଶୁକ୍ରବାର ତାଙ୍କୁ ଦିଲ୍ଲୀର ପିଏମଏଲଏ କୋର୍ଟରେ...

ନିର୍ବାଚନୀ ବଣ୍ଡ ମାମଲା: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସବୁ ତଥ୍ୟ ଦେଲା ଏସବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିର୍ବାଚନୀ ବଣ୍ଡର ସବୁ ତଥ୍ୟ ପ୍ରକାଶ କରିଛି। ଏସବିଆଇ ଗୁରୁବାର ନିର୍ବାଚନୀ ବଣ୍ଡର ୟୁନିକ୍ ନମ୍ବର ସମେତ ଅନ୍ୟ ସବୁ ତଥ୍ୟ...

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିଲେ ମହେନ୍ଦ୍ର ସିଂ ଧୋନି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇପିଏଲ ୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (ଆରସିବି)। ହେଲେ ଏହାପୂର୍ବରୁ ଗୁରୁବାର...

ତାରକସି କାମକୁ ଜିଆଇ ଟ୍ୟାଗ – କଟକକୁ ମିଳିଲା ନୂଆ ପରିଚୟ

ଭାସ୍କର ପରିଚ୍ଛା ନିକଟରେ କଟକର ରୁପା ତାରକସି କାମକୁ ଭାରତ ସରକାର ଭୌଗୋଳିକ ସୂଚକ ଚିହ୍ନରେ ପଞ୍ଜିକୃତ କରିଛନ୍ତି। ଉତ୍କଳର ଗୌରବାବହ ଅତୀତରେ ଆମ ରାଜ୍ୟର ସାଧବମାନେ ବୋଇତ ଧରି ହସ୍ତକଳା ଚାରୁଶିଳ୍ପ ଆଦି...