National

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ! ୨୦୧୯ ପୂର୍ବରୁ ମୋଦିଙ୍କ ପାଇଁ ଶେଷ ଅସ୍ତ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବା ପାଇଁ ଯାଉଛନ୍ତି। ଏହା ହେବ ତାଙ୍କର ଶେଷ ସମ୍ପ୍ରସାରଣ/ପରିବର୍ତ୍ତନ। ଆସନ୍ତା ଲୋକସଭା ନିର୍ବାଚନକୁ ଆଖିରେ ରଖି ଏହି...

ମହିଳାଙ୍କୁ ଛୁଇଁଲେ ଲାଗିବ ୨୪ ଭୋଲ୍ଟ ଝଟକା: ବଜାରକୁ ଆସୁଛି ନୂଆ ଜ୍ୟାକେଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାମାନଙ୍କ ସହ ଅସଦାଚରଣ କରୁଛନ୍ତି କି? ତେବେ ସାବଧାନ ହୋଇଯାନ୍ତୁ। ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆସୁଛି ଜ୍ୟାକେଟ୍‌। ଯାହାକୁ ଛୁଇଁଲେ ଲାଗିବ ୨୪ଭୋଲ୍ଟର ଝଟକା। ଆଜିକାଲି ଦେଶର ବିଭିନ୍ନ ଯାଗାରେ ମହିଳାମାନଙ୍କ ସହ...

ରାତାରାତି ଷ୍ଟାର ପାଲଟିଲେ ଡ୍ୟାନ୍ସିଂ ଅଙ୍କଲ: ପ୍ରଫେସରରୁ ବ୍ରାଣ୍ଡ୍ ଆମ୍ବାସଡର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତାରାତି ସେଲିବ୍ରିଟି ପାଲଟିଯାଇଥିବା ‘ଡ୍ୟାନ୍ସିଂ ଅଙ୍କଲ'ଙ୍କୁ ମଧ୍ୟ ପ୍ରଦେଶ ଭିଦିଶା ମୁନିସିପାଲଟି କର୍ପୋରେଶନର ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି। ପେସାରେ ପ୍ରଫେସର୍ କିନ୍ତୁ ଡ୍ୟାନ୍ସ ତାଙ୍କ ମଚାଇଛି ଧୁମ୍। ରାତାରାତି ହୋଇଯାଇଛନ୍ତି...

ଆସୁଛି ଝଡ଼ତୋଫାନ: ୧୪ଟି ରାଜ୍ୟକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ଼ି ଆସୁଛି ଝଡ଼ତୋଫାନ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୧୪ଟି ରାଜ୍ୟକୁ ସତର୍କ ସୂଚନା ଦିଆଯାଇଛି। ଓଡିଶା ସମେତ ୧୪ଟି ରାଜ୍ୟରେ ଝଡବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ...

ଅଗ୍ନି-୫ ମିଜାଇଲର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅବଦୁଲ୍ କଲାମ ଦ୍ୱିପରେ ସଫଳ ପରୀକ୍ଷଣ ସକାଳ ୯ଟା୫୦ରେ ଉତ୍‌କ୍ଷେପଣ ଅଗ୍ନି-୫ର ଓଜନ ୫୦ ଟନ୍ ମିଜାଇଲର ଲକ୍ଷ୍ୟ ଭେଦ କ୍ଷମତା ୫ ହଜାର କିଲୋମିଟର ଭଦ୍ରକର ଅବଦୁଲ୍ କଲାମ ଦ୍ୱିପରେ...

ଆଜିର ବଡ଼ ଖବର (ଜୁନ ୨, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ଆଇପିଏଲ ବେଟିଂ ଜାଲରେ ସଲମାନ ଖାନ୍‌ ଭାଇ: ଦୋଷ ସ୍ୱୀକାର କଲେ ଅରବାଜ ଗତକାଲି ହାଜର ହେବା ଲାଗି ସମନ ପାଇବା ପରେ ଶନିବାର ସକାଳେ କଡ଼ା ସୁରକ୍ଷା ଭିତରେ...

ଆଇପିଏଲ ବେଟିଂ ଜାଲରେ ସଲମାନ ଖାନ୍‌ ଭାଇ: ଦୋଷ ସ୍ୱୀକାର କଲେ ଅରବାଜ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ୍‌ ଅଭିନେତା-ପ୍ରଯୋଜକ ଅରବାଜ୍‌ ଖାନ୍‌ ଆଇପିଏଲ୍‌ ବେଟିଂରେ ସଂପୃକ୍ତ ବୋଲି ସ୍ୱୀକାର କରିଛନ୍ତି। ବଲିଉଡ୍‌ ଅଭିନେତା ସଲମାନ ଖାନ ଭାଇ ତଥା ପ୍ରଯୋଜକ ଅରବାଜ୍‌ ଖାନ୍‌ ଆଇପିଏଲ୍‌ ବେଟିଂରେ ସଂପୃକ୍ତ ବୋଲି ସ୍ୱୀକାର...

ତେଜିଲା ଚାଷୀ ଆନ୍ଦୋଳନ: ପନିପରିବା ଦର ଆକାଶଛୁଆଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ ୧ଠାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ୧୦ ଦିନିଆ କୃଷକ ଆନ୍ଦୋଳନ ଯୋଗୁଁ ପନିପରିବା ଓ କ୍ଷୀର ଯୋଗାଣ ବନ୍ଦ ରହିଛି। ଫଳରେ ପନିପରିବା ଦର ଆକାଶଛୁଆଁ ହୋଇଛି। କେନ୍ଦ୍ର ସରକାର କୃଷି...

ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ସୀତା ହେଉଛନ୍ତି ଟେଷ୍ଟ ଟ୍ୟୁବ୍ ବେବି’!

ଓଡ଼ିଶାଲାଇଭ୍‌ ବ୍ୟୁରୋ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ପରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ। ହିନ୍ଦୀ ସାମ୍ବାଦିକତା ଦିବସ ଅବସରରେ ମଥୁରାରେ...

ସ୍ପେନ ଯିବ ଭାରତୀୟ ମହିଳା ହକି ଟିମ୍, ୫ ଓଡ଼ିଆ ଖେଳାଳି ସାମିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ୍ ୧୨ରେ ସ୍ପେନ ଗସ୍ତରେ ଯାଉଛି ଭାରତୀୟ ମହିଳା ହକି ଟିମ୍। ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଟିମ୍ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ୫ ଖେଳାଳି ସାମିଲ ହୋଇଛନ୍ତି। ଏହି...