ଛତିଶଗଡ଼ରେ ମାଓବାଦୀ ଆକ୍ରମଣ: ୩ ଯବାନ ସହିଦ, ୧୪ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ସହିଦ ହୋଇଥିବାବେଳେ ୧୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଜଗଦଲପୁରସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ...
ସାଇଫର ମାମଲାରେ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ନିର୍ବାଚନ ପୂର୍ବର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବଡ଼ ଝଟକା। ସାଇଫର ମାମଲାରେ ପାକିସ୍ତାନର ସ୍ଵତନ୍ତ୍ର କୋର୍ଟ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡରେ...
ପୁଣେରେ ଜାତୀୟ ଏକତା ଓ ସାଂସ୍କୃତିକ ପ୍ରଦର୍ଶନୀ, ଓଡ଼ିଶାରୁ ପ୍ରତିନିଧିତ୍ୱ କଲା ସ୍ପ୍ରେଡ ହାପିନେସ ଫାଉଣ୍ଡେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣେରେ ଅନୁଷ୍ଠିତ ହୋଇଛି ଜାତୀୟ ଏକତା ଓ ସାଂସ୍କୃତିକ ପ୍ରଦର୍ଶନୀ। ଏଥିରେ ପ୍ରବାସୀ ଓଡ଼ିଆ ସଂଗଠନ ସ୍ପ୍ରେଡ ହାପିନେସ ଫାଉଣ୍ଡେସନ ଅଂଶଗ୍ରହଣ କରି ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲା। ଏହି କାର୍ଯ୍ୟକ୍ରମରେ ହୋଇଥିବା...
କେରଳର ବିଜେପି ନେତା ରଞ୍ଜିତ ଶ୍ରୀନିବାସନ ହତ୍ୟା ମାମଲା: ୪ ବର୍ଷ ପରେ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ଘଟଣାର ୪ ବର୍ଷ ପରେ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି କେରଳ କୋର୍ଟ। ଏହି ହତ୍ୟାକାଣ୍ଡରେ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି...
ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ, ଆଜି ବସିଲା ସର୍ବଦଳୀୟ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶନ। ଏହାପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ବସିଛି। ବଜେଟ୍ ଅଧିବେଶନ ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ନେଇ ବୈଠକରେ ଚର୍ଚ୍ଚା କରାଯାଇଛି।...
ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ’ ମାନ୍ୟତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିକୁ ମିଳିଛି ବିଶ୍ଵସ୍ତରୀୟ ‘ବ୍ଲୁ ଫ୍ଲାଗ’ ମାନ୍ୟତା। ଓଡ଼ିଶାର ଦ୍ଵିତୀୟ ବେଳାଭୂମି ଭାବେ ସୁନାପୁର ବେଳାଭୂମି ‘ବ୍ଲୁ ଫ୍ଲାଗ’ ହାସଲ କରିଛି। ଏହାପୂର୍ବରୁ ୨୦୨୦ ମସିହାରେ ପୁରୀର...
ଓଡ଼ିଶା ବଞ୍ଚାଅ ସମାବେଶରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରଠାରେ ଅନୁଷ୍ଠିତ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।
ମଲ୍ଲକାର୍ଜୁନ ଖଡଗେ କହିଛନ୍ତି ଓଡ଼ିଶାରେ...
ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପ୍ରଥମ ସ୍ଥାନ ପାଇଲା ଓଡ଼ିଶାର ‘ପ୍ରଜ୍ଞାପନ ମେଢ଼’
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିଥିବା ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼ ମଧ୍ୟରୁ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଓଡ଼ିଶା ପଛକୁ ଦ୍ଵିତୀୟରେ ଗୁଜରାଟ...
ବିହାରରେ ଦଳ ବଦଳ ରାଜନୀତି ନୂଆ କଥା ନୁହେଁ, ଏଠାରେ ଦଳ ଡିଆଁ ନେତାଙ୍କ ତାଲିକା ଲମ୍ବା
ଭାସ୍କର ପରିଚ୍ଛା
ବିହାରର ଯେଉଁଭଳି ରାଜନୈତିକ ବ୍ୟବସ୍ଥା ଓ ମତଦାନ ପଦ୍ଧତି ରହିଛି, ସେଥିରେ କୌଣସି ନେତାଙ୍କ ପାଇଁ ଦଳ ବଦଳ କରିବା ନୂଆ କଥା ନୁହେଁ। ଏବେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ...
ଭୁବନେଶ୍ୱର: ପ୍ରଥମ ସୋଆ ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ପ୍ରତିଯୋଗିତା ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟରେ ଆରମ୍ଭ ହୋଇଛି ପ୍ରଥମ ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ପ୍ରତିଯୋଗିତା। ଏଥିରେ ୧୨ଟି ଦେଶର ଚେସ୍ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ...





















