ଉତ୍ତରାଖଣ୍ଡ: ୧୫ ଦିନରୁ ସୁଡ଼ଙ୍ଗରେ ଫସି ରହିଛନ୍ତି ୪୧ ଶ୍ରମିକ, ଉଦ୍ଧାର ଅଭିଯାନରେ ହେଉଛି ବିଳମ୍ବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ିବା ଘଟଣାକୁ ୧୫ ଦିନ ବିତିଛି। ଏବେ ବି ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ...
ବାରାଣାସୀରେ ପାଳିତ ହେଲା କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ କଲେ ପ୍ରବାସୀ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ଆଧ୍ୟତ୍ମିକ ନଗରୀ ବାରାଣାସୀରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ପାଳିତ ହୋଇଛି କାର୍ତ୍ତିକ ପୂର୍ଣ୍ଣିମା। ବାରାଣାସୀ ଉତ୍କଳ ସମାଜ ପକ୍ଷରୁ ଓଡ଼ିଶାର ଗୌରବମୟ ଇତିହାସ ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ...
ଡିସେମ୍ବର ୪ରୁ ବସିବ ସଂସଦର ଶୀତକାଳୀନ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଏହା ୧୯ ଦିନ ଧରି ଚାଲି ଡିସେମ୍ବର ୨୨ ତାରିଖରେ ସରିବ। ଶୀତକାଳୀନ ଅଧିବେଶନ ପୂର୍ବରୁ ଡିସେମ୍ବର...
ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ‘ଖଜୁରୀ ଗୁଡ଼’ର ଚାହିଦା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର/ନୂଆଦିଲ୍ଲୀ): ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ତେଣୁ ଏହି...
‘ତେଜସ୍’ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁଦ୍ଧ ବିମାନ ‘ତେଜସ୍’ରେ ଉଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବେଙ୍ଗାଳୁରୁ ହାଲ ବିମାନବନ୍ଦରରୁ ଶନିବାର ଦିନ ‘ତେଜସ’ରେ ଉଡ଼ାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି...
ଆଜି ସନ୍ଧ୍ୟାରେ ଉଦ୍ଧାର ହେବେ ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଶ୍ରମିକ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ନଭେମ୍ବର ୧୨ ତାରିଖ ସକାଳଠାରୁ ସୁଡ଼ଙ୍ଗ ଭିତରେ ଫସି ରହିଥିବା...
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଛି ଓଡ଼ିଶାର ‘କରୁଣା ସିଲ୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/Killg2qoOwo?si=Y8iZSPRQZK4XBsE7
କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’
ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା
ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି ‘କରୁଣା ସିଲ୍କ’
୫-ଟି...
ଜମ୍ମୁ କଶ୍ମୀରରେ ସେନା-ଆତଙ୍କବାଦୀ ମୁହାଁମୁହିଁ, ୨ ସେନା ଅଧିକାରୀଙ୍କ ସମେତ ୪ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀରର ରଜୌରୀରେ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ସେନା ଅଧିକାରୀଙ୍କ ସହ ଦୁଇଜଣ ଯବାନ ସହିଦ ହୋଇଛନ୍ତି।
ରଜୌରୀର ବାଜିମଲ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା, ପୋଲିସ ଏବଂ...
ନୂଆଦିଲ୍ଲୀର ବାଣିଜ୍ୟ ମେଳାରେ ଓରମାସ୍ ପ୍ରସ୍ତୁତ ସାମଗ୍ରୀର ଚାହିଦା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଭିନ୍ନ ରାଜ୍ୟର ପାଭିଲିୟନ ମଧ୍ୟରେ ଝଲସୁଛି ଓଡ଼ିଶା ପାଭିଲିୟନ। ଏହାର ପରିସରରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ...
ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ୪୦ ଜୀବନ: ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ଅହରହ ପ୍ରୟାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୧ ଦିନ ହେଲା ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ଅକ୍ଲାନ୍ତ ପରିଶ୍ରମ। ଶ୍ରମିକମାନଙ୍କୁ ମରଣ ମୁହଁରୁ ସୁରକ୍ଷିତ ଭାବେ...





















