National

ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେ ପୂରିଲା, ଗାଜାରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମଙ୍ଗଳବାର ମାସେ ପୂରିଛି। ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରେ ସାମରିକ ଓ ରାଜନୈତିକ ସମୀକରଣକୁ ବହୁତ ମାତ୍ରାରେ ପରିବର୍ତ୍ତନ କରିଦେଇଛି। ଏବେ...

ଆଜି ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ, କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟ ଗ୍ରହଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି ମତଦାନ। ମଙ୍ଗଳବାର ଛତିଶଗଡ଼ର ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ମତଦାନ ହେଉଥିବାବେଳେ ମିଜୋରାମର ସମସ୍ତ ୪୦ଟି ଯାକ ଆସନରେ...

ଭାରତୀୟ ଗୁଇନ୍ଦା ବିଭାଗରେ ୬୭୭ଟି ପଦବୀରେ ନିଯୁକ୍ତି ପାଇଁ ଜାରି ରହିଛି ଆବେଦନ, ନଭେମ୍ବର ୧୩ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗରେ ଅନେକ (ଆଇବି) ମଲ୍ଟି ଟାସ୍କିଂ ଷ୍ଟାଫ’ ଓ ‘ସୁରକ୍ଷା ସହାୟକ (ଡ୍ରାଇଭର)’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏନେଇ...

ବିଶ୍ଵରେ ଜନସଂଖ୍ୟା ଅଭିବୃଦ୍ଧି ଓ ଜୀବନଯାପନ ପ୍ରଣାଳୀ 

ଭାସ୍କର ପରିଚ୍ଛା   ବିଶ୍ଵରେ ଜନସଂଖ୍ୟା କ୍ଷେତ୍ରରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି। ନିକଟ ଅତୀତରେ ୮୦୦ କୋଟି ଟପିଛି ବିଶ୍ୱ ଜନସଂଖ୍ୟା। ତେବେ ଜନସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରିଛି ମିଳିତ ଜାତିସଂଘ।...

ଓଡ଼ିଶାରେ ଆରମ୍ଭ ହେଲାଣି ଶୀତ, ୨ରୁ ୩ ଦିନ ମଧ୍ୟରେ ଆହୁରି କମିବ ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ଧୀରେ ଧୀରେ ଆରମ୍ଭ ହେଲାଣି ଶୀତ ଲହରୀ। ରାଜ୍ୟରେ ୨ରୁ ୩ ଦିନ ମଧ୍ୟରେ ପରାଦ ଆହୁରି ତଳମୁହାଁ ହେବ। ଏହି ସମୟରେ ପାଗ ଶୁଖିଲା ରହିବ। ଏନେଇ...

ଦିଲ୍ଲୀ ଦୃଷ୍ଟାନ୍ତ: ବାୟୁ ପ୍ରଦୂଷଣ ଚିନ୍ତା 

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ତ୍ତମାନ ରାଜଧାନୀ ଦିଲ୍ଲୀର ସ୍ଥିତିକୁ ଅନୁଶୀଳନ କଲେ ଆଗକୁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ବିଶ୍ଵ ତମାମ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଚିନ୍ତା ପ୍ରକଟ କରାଯାଉଛି। ଦୀର୍ଘ...

ଆଇସିସି କ୍ରିକେଟ ବିଶ୍ଵକପ: କୋହଲୀଙ୍କ ଜନ୍ମଦିନରେ ଭାରତର ବିରାଟ ବିଜୟ  

ଓଡ଼ିଶାଲାଇଭ୍ ବ୍ୟୁରୋ ନିଜ ଜନ୍ମଦିନରେ ୪୯ତମ ଦିନିକିଆ ଶତକ ମାରିଲେ ବିରାଟ କୋହଲୀ ସଚିନଙ୍କ ଦିନିକିଆ ଶତକର ରେକର୍ଡର ସମକକ୍ଷ ହେଲେ କୋହଲୀ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ହରାଇଲା ଟିମ୍ ଇଣ୍ଡିଆ ଚଳିତ ଆଇସିସି...

ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ପ୍ରତାପ ରଞ୍ଜନ ପରିଡ଼ାଙ୍କ ପାର୍ଥିବ ଶରୀର, ଆଜି ହେବ ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ମେଘାଳୟରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରତାପ ରଂଜନ ପରିଡ଼ାଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ପୁରୀ ଜିଲ୍ଲା ଗୋପସ୍ଥିତ ମଲ୍ଲଗ୍ରାମରେ ପହଞ୍ଚିଛି। ସୋମବାର ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ଇଡେନ ଗାର୍ଡେନ୍ସରେ ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚରେ ନିଜର ଅପରାଜୟର ଧାରାକୁ ବଜାୟ ରଖିବାକୁ ପ୍ରସ୍ତୁତ ହୋଇଛି ଟିମ୍ ଇଣ୍ଡିଆ। କୋଲକାତାର ଇଡେନ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ କରୁଛନ୍ତି ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ଶନିବାର ଖେଳାଯାଉଛି ଦୁଇଟି ମୁକାବିଲା। ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଟକ୍କର ନେଉଥିବାବେଳେ ଦ୍ଵିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ। ପାକିସ୍ତାନ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚଟି...