National

ଏସିଆନ ଗେମ୍ସ: ଭାରତକୁ ଆଉ ଦୁଇଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ଷ୍ଟିପଲଚେଜରେ ରୌପ୍ୟ ପଦକ ଜିତିଛନ୍ତି ପାରୁଲ ଚୌଧୁରୀ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି ହାଙ୍ଗଝୌରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତକୁ ଆଉ ଦୁଇଟି ପଦକ ମିଳିଛି। ଆଥଲେଟିକ୍ସ ଇଭେଣ୍ଟ...

ଏସିଆନ ଗେମ୍ସ: ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ଗ୍ରୁପ ମ୍ୟାଚରେ ବାଂଲାଦେଶକୁ ୧୨-୦ରେ ହରାଇ ଏସିଆନ ଗେମ୍ସ ସେମିରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ...

କୋଭିଡ ଭ୍ୟାକ୍ସିନ ଗବେଷଣା ପାଇଁ ୨ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଫିଜିଓଲୋଜି ବା ମେଡିସିନ କ୍ଷେତ୍ର ପାଇଁ କାଟଲିନ କାରିକୋ ଓ ଡ୍ରିଉ ୱିଜମ୍ୟାନଙ୍କୁ ମିଳିବ ନୋବେଲ ପୁରସ୍କାର। ଚିକିତ୍ସା ବିଜ୍ଞାନରେ ଅଦ୍ଭୁଦ ଆବିଷ୍କାର ପାଇଁ...

ଏସିଆନ ଗେମ୍ସ: ପୁରୁଷ-ମହିଳା ସ୍କେଟିଂରେ ଭାରତକୁ ବ୍ରୋଞ୍ଜ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ୩୦୦୦ ମିଟର ସ୍ପିଡ ସ୍କେଟିଂରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛି ଭାରତ ଚୀନର ହାଙ୍ଗଝୌରେ ଚାଲିଥିବା ଏସିଆନ ଗେମ୍ସରେ ଭାରତକୁ ମିଳିଛି ଆଉ ଦୁଇ ପଦକ। ୩୦୦୦...

ରାଜଘାଟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ଜୟନ୍ତୀରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ। ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ସମେତ...

ଆଜି ଦୁଇ ମହାନାୟକ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର ୧୫୪ତମ ଜୟନ୍ତୀ ପାଳନ ହେଉଥିବାବେଳେ ଶାସ୍ତ୍ରୀଜୀଙ୍କର...

ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ୨ ହଜାର ଟଙ୍କିଆ ନୋଟର ବଦଳ ଅବଧିକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆରବିଆଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ପକ୍ଷରୁ ଚଳିତବର୍ଷ ମେ’ ୧୯ରେ ୨୦୦୦ ଟଙ୍କିଆ...

କାଲିଠୁ ଅଚଳ ହେବ ୨ ହଜାର ଟଙ୍କିଆ ନୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରବିଆଇର ପୂର୍ବ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ଅର୍ଥାତ ଆଜି ଦିନକ ପରେ ଆଉ ବଜାରରେ ଚଳିବ ନାହିଁ ୨ ହଜାର ଟଙ୍କିଆ ନୋଟ କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ...

ଭାରତରେ ସଡ଼କ ଦୁର୍ଘଟଣାର ସାଂଘାତିକ ସ୍ଥିତି, ପ୍ରଭାବିତ ହେଉଛି ଲୋକଙ୍କ ଜୀବନ

ଭାସ୍କର ପରିଚ୍ଛା   ବିଗତ କିଛି ବର୍ଷ ଧରି ସମଗ୍ର ଭାରତରେ ସଡ଼କ ଦୁର୍ଘଟଣାର ସଂଖ୍ୟା ବଢ଼ିଚାଲିଛି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ସହ ଓଡ଼ିଶା ଭଳି ରାଜ୍ୟରୁ ମଧ୍ୟ...

ଆସୁଛି ଭାଇଜାନଙ୍କ ‘ଟାଇଗର ୩’, ରିଲିଜ ହେଲା ଟିଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀପାବଳିରେ ରିଲିଜ ହେବ ସଲମାନ ଖାନଙ୍କ 'ଟାଇଗର ୩', ଟିଜର ରିଲିଜ ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରିଲିଜ ହୋଇଛି 'ଟାଇଗର ୩'ର ଟିଜର। ସଲମାନ ଖାନ ତାଙ୍କ ସୋସିଆଲ ମିଡିଆ ପେଜରେ...