ଆସିଲା ଆୟକର ବିଭାଗର ନୂଆ ୱେବସାଇଟ୍, ସୁବିଧାରେ କରିହେବ ଟିକସ ଦାଖଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଞ୍ଚ ହୋଇଛି କେନ୍ଦ୍ର ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ୱେବସାଇଟ୍। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟରେ ଆୟକର ଦାତାଙ୍କୁ ଅନେକ ନୂଆ...
ଏସିଆନ ଗେମ୍ସ ପାଇଁ ୬୩୪ ଜଣିଆ ଭାରତୀୟ ଦଳ ଘୋଷିତ, ଓଡ଼ିଶାର ୧୪ ଖେଳାଳି ସାମିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାର ବିଭିନ୍ନ ଖେଳରେ ଭାରତର ୬୩୪ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏହି...
ତାମିଲନାଡ଼ୁ: ପୁନାରୁଲ-ମଦୁରାଇ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡ଼ୁର ମଦୁରାଇ ରେଳ ଷ୍ଟେସନ ନିକଟରେ ପୁନାଲୁର-ମଦୁରାଇ ଏକ୍ସପ୍ରେସର ଏକ କୋଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୦ ଜଣ ଯାତ୍ରୀ ଜିଅନ୍ତା ଜଳି ଯାଇଛନ୍ତି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର...
ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ୨୩ ଅଗଷ୍ଟକୁ ‘ଜାତୀୟ ମହାକାଶ ଦିବସ’ ରୂପେ ପାଳନ କରିବାକୁ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଚନ୍ଦ୍ରଯାନ-୩’ ଅଭିଯାନରେ ସାମିଲ ଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି। ଶନିବାର ସକାଳେ ସେ ଗ୍ରୀସରୁ ସିଧା ବେଙ୍ଗାଳୁରୁ ଆସି ଇସ୍ରୋର ‘ମିଶନ କଣ୍ଟ୍ରୋଲ୍ କମ୍ପ୍ଲେକ୍ସ’ରେ ବୈଜ୍ଞାନିକମାନଙ୍କୁ ସାକ୍ଷାତ କରିଥିଲେ।...
ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପ: ଜାଭେଲିନ ଥ୍ରୋ ଫାଇନାଲରେ ଓଡ଼ିଆ ଆଥଲେଟ କିଶୋର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ ଆଥଲେଟ କିଶୋର ଜେନା। ହଙ୍ଗେରୀର ବୁଡାପେଷ୍ଟରେ ଚାଲୁଥିବା ଏହି ଟୁର୍ଣ୍ଣାମେଣ୍ଟର ଜାଭେଲିନ ଥ୍ରୋ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି କିଶୋର। ସେ ଯୋଗ୍ୟତା ପର୍ଯ୍ୟାୟରେ...
ଗୌହାଟି ହାଇକୋର୍ଟରେ ହେବ ମଣିପୁର ହିଂସା ମାମଲାର ଶୁଣାଣି – ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁରରେ ହୋଇଥିବା ହିଂସାରେ ଏବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ହିଂସା ସଙ୍କ୍ରାନ୍ତୀୟ ଅନେକ ପିଟିସନ ସୁପ୍ରିମକୋର୍ଟରେ ଦୟାର ହୋଇଛି। ସୁପ୍ରିମକୋର୍ଟ ମଣିପୁର ହିଂସା ମାମଲାରେ ଆସୁଥିବା ଆବେଦନଗୁଡ଼ିକର...
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ସାଇବର ସୁରକ୍ଷା ହାକାଥନ୍ ‘କୱଚ-୨୦୨୩’ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ସ୍ଥିତ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ସାଇବର ସୁରକ୍ଷା ହାକାଥନ୍ 'କୱଚ-୨୦୨୩' ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଇବର ସୁରକ୍ଷାକୁ ନେଇ ୩୬ ଘଣ୍ଟିଆ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ହାକାଥନରେ ପୂର୍ବଭାରତର ବିଭିନ୍ନ...
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜାଲିଆତି ମାମଲା: ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ, ୨୦ ମିନିଟରେ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜାଲିଆତି ମାମଲାରେ ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗୁରୁବାର ରାତିରେ ଆମେରିକାର ଜର୍ଜିଆ ରାଜ୍ୟର ଆଟଲାଣ୍ଟାରେ ଆତ୍ମସମର୍ପଣ ପରେ ତାଙ୍କୁ ଗିରଫ କରାଯାଇଥିଲା।...
ଆଇବିପିଏସ୍ ପକ୍ଷରୁ ଅନେକ ‘ବ୍ୟାଙ୍କିଂ ପିଓ’ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅଗଷ୍ଟ ୨୮ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଭିନ୍ନ ବ୍ୟାଙ୍କରେ ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏହି ୩ ହଜାର ୪୯ଟି ପଦବୀ ପୂରଣ ପାଇଁ ଇନ୍ସଷ୍ଟିଚ୍ୟୁଟ୍ ଅଫ...
୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷିତ: ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ, ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
୬୯ତମ ଜାତୀୟ ଫିଲ୍ମ ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି। ୨୦୨୨ ମସିହାରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକୁ ଏହି ଜାତୀୟ ପୁରସ୍କାରରେ ସାମିଲ କରାଯାଇଛି। ଏଥର ଭିକି କୌଶଲଙ୍କ ଅଭିନୀତ ‘ସର୍ଦ୍ଦାର ଉଦ୍ଦମ’...





















