ଆଜି ଭାରତ ପାଇଁ ଐତିହାସିକ ଦିନ, ଚନ୍ଦ୍ରରେ ଅବତରଣ କରି ଇତିହାସ ରଚିବ ଚନ୍ଦ୍ରଯାନ-୩!
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମହାକାଶ କ୍ଷେତ୍ରରେ ଭାରତ ପାଇଁ ଏକ ଐତିହାସିକ ଦିନ। ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରି ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରଯାନ-୩। ଏହାର ସଫଳତା ପାଇଁ ସବୁ ଦେଶବାସୀ କାମନା କରୁଛନ୍ତି।...
ଚନ୍ଦ୍ରଯାନ-୩ର ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ, ଶେଷ ୨୦ ମିନିଟ ରହିବ ନିର୍ଣ୍ଣାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ଐତିହାସିକ ସମୟ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ତେବେ...
ଚନ୍ଦ୍ରରେ ଭାରତର ଐତିହାସିକ ଅବତରଣକୁ ଆଉ ଅଳ୍ପ ସମୟ ବାକି, ସୁନ୍ଦର ଫଟୋ ପଠାଇଲା ଚନ୍ଦ୍ରଯାନ-୩
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ର ପୃଷ୍ଠରେ ଭାରତର ଐତିହାସିକ ଅବତରଣକୁ ଆଉ ଅଳ୍ପ ମୂହୁର୍ତ୍ତର ଅପେକ୍ଷା। ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରଯାନ-୩। ଏହି ଲ୍ୟାଣ୍ଡିଂ ପୂର୍ବରୁ ସୋମବାର...
ନୂଆ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ଓଡ଼ିଶା ନେତାଙ୍କୁ ଅଣଦେଖା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ। ରବିବାର ଦିନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଘୋଷଣା କରାଯାଇଛି। ନୂଆ କମିଟିରେ ଓଡ଼ିଶାର କୌଣସି ଦଳୀୟ...
୨୦୨୩ ଏସିଆ କପ୍ କ୍ରିକେଟ: ୧୭ ଜଣିଆ ଭାରତୀୟ ଦଳ ଘୋଷିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆ କପ୍ କ୍ରିକେଟ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ...
ପୁରୀରେ ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’ ଉଦଯାପିତ, ଫଟୋରେ କଳା ସଂସ୍କୃତିକୁ ଦେଖି ଦର୍ଶକେ ମନ୍ତ୍ରମୁଗ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଅନୁଷ୍ଠିତ ହୋଇଯାଇଛି ‘ଥାର୍ଡ ଆଇ ଫଟୋଗ୍ରାଫି ଫେଷ୍ଟିଭାଲ’। ପୁରୀ ସଂସ୍କୃତି ଭବନ ସ୍ଥିତ ଲଲିତ କଳା ଏକାଡେମୀ ପରିସରରେ ଅଗଷ୍ଟ ୧୪ ତାରିଖରୁ ୨୦ ତାରିଖ ଯାଏଁ ଏହି ଫଟୋଗ୍ରାଫି...
ଭାରତରେ ୩୦ ହଜାରରୁ ଅଧିକ ‘ଗ୍ରାମ୍ୟ ଡାକ ସେବକ’ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅଗଷ୍ଟ ୨୩...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ୩୦ ହଜାର ୪୧ଟି ଗ୍ରାମ୍ୟ ଡାକ ସେବକ (ଜିଡିଏସ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ଭାରତରେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ...
ହଜାରେ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ: ମୁଖ୍ୟ ଅଭିଯୁକ୍ତ ଡେଭିଡ୍ ଗେଜଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ହଜାର କୋଟିରୁ ଅଧିକ ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ଏହି ଠକେଇରେ ସାମିଲ ‘ଏସଟିଏ କ୍ରିପ୍ଟୋ ଟୋକନ’ କମ୍ପାନିର ଅନ୍ତର୍ଜାତୀୟ ମୁଖ୍ୟ ଡେଭିଡ...
କର୍କଟ ରୋଗ କାରଣରୁ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଦୂତୀ, ବାସନ୍ଦ ବିରୋଧରେ କରିବେ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ କ୍ରୀଡ଼ାରୁ ବାସନ୍ଦ ହୋଇଛନ୍ତି ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ। ଏବେ ତାଙ୍କ ଖେଳ ଜୀବନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ...
ଆଜିଠୁ ଭାରତ-ଆୟର୍ଲାଣ୍ଡ୍ ଟି-ଟ୍ୱେଣ୍ଟି ସିରିଜ, ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଖେଳିବ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଆୟର୍ଲାଣ୍ଡ୍ ଟି-ଟ୍ୱେଣ୍ଟି ସିରିଜ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଏହି ସିରିଜ ଖେଳିବ ଟିମ ଇଣ୍ଡିଆ। ଏହି ସିରିଜରେ ଜରିଆରେ ସେ ଦୀର୍ଘ...



















