National

covid testing centers-2

ପୁଣି ଡରାଇଲା କୋଭିଡ: ସତର୍କ ରହିବାକୁ ସବୁ ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣି କୋଭିଡକୁ ନେଇ ଆରମ୍ଭ ହୋଇଛି ଡର। ଚୀନ ଏବଂ ଆମେରିକାରେ କୋଭିଡ ସ୍ଥିତି ଅଣାୟତ ହେଉଥିବାରୁ ଏହାର ମୁକାବିଲା ଲାଗି ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଲୋକଙ୍କୁ...

ଭାରତର ସରଗମ କୌଶଲ ହେଲେ ଶ୍ରୀମତୀ ବିଶ୍ଵ ସୁନ୍ଦରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ସରଗମ କୌଶଲ ଚଳିତ ୨୦୨୨ ବର୍ଷ ପାଇଁ ଶ୍ରୀମତୀ ବିଶ୍ଵ ସୁନ୍ଦରୀ ହେବାର ଗୌରବ ଲାଭ କରିଛନ୍ତି। ଲାସ୍ ଭେଗାସରେ ଆୟୋଜିତ ସୁନ୍ଦରୀ ମହିଳା ପ୍ରତିଯୋଗିତାରେ ବିଶ୍ଵର ୬୩ଜଣ ପ୍ରତିଦ୍ଵନ୍ଦ୍ଵୀଙ୍କୁ...

ବାହାରିନରେ ଜାତୀୟ ଦିବସ: ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ (ମାନାମା/ ବାହାରିନ): ବାହାରିନ-ଭାରତ କଳା ସଂସ୍କୃତି କେନ୍ଦ୍ର 'ବିକାଶ' ଆନୁକୂଲ୍ୟରେ ତଥା ବାହାରିନ ଓଡ଼ିଆ ସମାଜ ସହଯୋଗରେ ୫୧ତମ ବହାରିନ ଜାତୀୟ ଦିବସ ପାଳିତ ହୋଇଯାଇଛି। ଇଣ୍ଡିଆନ ସ୍କୁଲ ରିଫାର ଅଡିଟୋରିୟମଠାରେ...

ଲଗାତାର ତୃତୀୟ ଥର ପାଇଁ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଟ୍ରଫି ଜିତିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ବେଙ୍ଗାଳୁରୁରେ ଖେଳାଯାଇଥିବା ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ବିଶ୍ୱକପ୍ ଟ୍ରଫି ଜିତିଲା ଟିମ୍ ଇଣ୍ଡିଆ। ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା...

ସ୍ତ୍ରୀ ସହ ଝଗଡ଼ା ହେବାରୁ ପୁଅକୁ ଧରି ୩ ମହଲା କୋଠାରୁ ଡେଇଁପଡ଼ିଲେ ଯୁବକ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ତ୍ରୀ ସହ ଝଗଡ଼ା ହେବାରୁ ୨ବର୍ଷୀୟ ପୁଅକୁ ୩ମହଲା ଉପରୁ ଫିଙ୍ଗିବା ସହ ନିଜେ ଡେଇଁ ପଡ଼ିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ। ଗୁରୁତର ଆହତ ହୋଇଥିବା...

‘ଅବତାର ୨’ ଦେଖିବାବେଳେ ହୃଦଘାତରେ ବ୍ୟକ୍ତିଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳଚ୍ଚିତ୍ର ‘ଅବତାର ୨’ ଦେଖିବା ବେଳେ ହୃଦ୍‌ଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲା ଅନ୍ତର୍ଗତ ପେଡ୍ଡାପୁରମ୍‌ ସହରରେ ଘଟିଛି ଏଭଳି ଘଟଣା। ମୃତ ବ୍ୟକ୍ତିଜଣକ ହେଲେ ଲକ୍ଷ୍ମୀରେଡ୍ଡୀ ସ୍ରିନୁ।...

କେମ୍ବ୍ରିଜ୍ ବିଶ୍ଵବିଦ୍ୟାଳୟରେ ୨୫୦୦ ବର୍ଷ ପୁରୁଣା ସଂସ୍କୃତ ବ୍ୟାକରଣ ସମସ୍ୟାର ସମାଧାନ କଲେ ଭାରତୀୟ ଛାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କେମ୍ବ୍ରିଜ୍‌ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣେ ଭାରତୀୟ ଛାତ୍ର ୨୫୦୦ ବର୍ଷ ପୁରୁଣା ଏକ ସଂସ୍ମୃତ ବ୍ୟାକରଣ ସମସ୍ୟାର ସମାଧାନ କରିଦେଇଛନ୍ତି। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଯେଉଁ ସମସ୍ୟାର ସମାଧାନ କେହି...

ଭାରତ-ବାଂଲାଦେଶ ଟେଷ୍ଟ: ବାଂଲାଦେଶ ସମ୍ମୁଖରେ ୫୧୩ ରନର ଟାର୍ଗେଟ ରଖିଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଚଟ୍ଟୋଗ୍ରାମରେ ଆରମ୍ଭ ହୋଇଛି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍। ମ୍ୟାଚର ତୃତୀୟ ଦିନ ବାଂଲାଦେଶ ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଫଳରେ ଭାରତ ପ୍ରଥମ ଇନିଂସରେ...

ମଧ୍ୟପ୍ରଦେଶରେ ୪ଟି ଗୋଡ଼ ଥିବା ଶିଶୁ କନ୍ୟା ଜନ୍ମ, ଉଭୟ ମାଆ ଓ ଶିଶୁ ସୁସ୍ଥ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରଦେଶର ଗ୍ୱାଲିୟର ଅଞ୍ଚଳରେ ଆରତୀ କୁଶୱା ନାମକ ଜଣେ ମହିଳା ୪ଟି ଗୋଡ଼ ଥିବା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ସିକନ୍ଦର କାମ୍ପୋ ଅଞ୍ଚଳର ଆରତୀ ସ୍ଥାନୀୟ କମଲ ରାଜା...

ଦିଲ୍ଲୀ: ଅନ୍‌ଲାଇନ୍‌ରୁ ଏସିଡ୍ ଅର୍ଡର କରି ଛାତ୍ରୀଙ୍କ ଉପରକୁ ଫିଙ୍ଗିଥିଲେ ଯୁବକ, ଫ୍ଲିପକାର୍ଟ, ଆମାଜନକୁ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀରେ ନାବାଳିକା ଉପରେ ଏସିଡ ଫିଙ୍ଗିବା ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସର ତଦନ୍ତ ପରେ...