National

ଆସୁଛି ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ ସିଜିନ୍‌-୨

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଶାର୍କ ଟ୍ୟାଙ୍କ୍ ଇଣ୍ଡିଆ’ ହେଉଛି ଭାରତର ଲୋକପ୍ରିୟ ତଥା ସଫଳ ବ୍ୟବସାୟ ରିଆଲିଟି ସୋ’। ଏହା ଅନ୍ୟ ସିଆଲିଟି ସୋ’ ଠାରୁ ଖୁବ ଭିନ୍ନ। ଏହାର ପ୍ରଥମ ସିଜିନ୍‌ ସୁପର ହିଟ୍‌...

ବୁଧବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ, ଆଜି ଅନୁଷ୍ଠିତ ହେଲା ସର୍ବାଦଳୀୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ। ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ପ୍ରାୟ ଏକ ମାସ ବିଳମ୍ବରେ ଆରମ୍ଭ ହେଉଥିବା ଏହି ଶୀତ ଅଧିବେଶନ ଡିସେମ୍ବର ୨୯ ତାରିଖ...

ଯକ୍ଷ୍ମା ମୁକ୍ତ ପାଇଁ କନ୍ଧମାଳକୁ ପୋଷ୍ୟ ଭାବେ ଗ୍ରହଣ କଲା କିସ୍‍ ଫାଉଣ୍ଡେସନ୍‍

ଓଡ଼ିଶାଲାଇଭ୍ ବ୍ୟୁରୋ (ଫୁଲବାଣୀରୁ ସଦାଶିବ ପାତ୍ର): ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ ‘ଟିବି ହାରେଗା ଦେଶ ଜିତେଗା’।...

ସ୍ଵେଚ୍ଛାସେବୀ ସଙ୍ଗଠନ ଛୋଟ ପିଲାଙ୍କ ଦୟନୀୟ ଅବସ୍ଥାର ବିଜ୍ଞାପନ ଦେଇ ଗ୍ରହଣ କରିପାରିବେନି ଅନୁଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ଅନ୍ତର୍ଗତ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦେଶରେ ଥିବା ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକୁ ନୋଟିସ ଜାରି କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଛୋଟ ପିଲାମାନଙ୍କ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ‘ମାଣ୍ଡୋସ’

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ‘ମାଣ୍ଡୋସ’। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା...

ସରିଲା ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ, ଆସିଲା ଏକ୍‌ଜିଟ୍‌ ପୋଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜରାଟ ଓ ହିମାଚଳ ପ୍ରଦେଶରେ ସରିଛି ବିଧାନସଭା ନିର୍ବାଚନ। ଏବେ ଡିସେମ୍ବର ୮ ଅର୍ଥାତ ଗୁରୁବାର ଦିନ ଏହି ଦୁଇ ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବ। ଗୁଜରାଟରେ ସୋମବାର ଦିନ...

ଗୁଜରାଟ ବିଧାନସଭା ନିର୍ବାଚନ: ଭୋଟର ନିର୍ଦ୍ଧାରଣ କରୁଛନ୍ତି ପାର୍ଥୀଙ୍କ ଭାଗ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ସରିବ ଗୁଜରାଟ ବିଧାନସଭା ନିର୍ବାଚନ। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ନିର୍ବାଚନରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଉତ୍ତର ଓ ମଧ୍ୟ ଗୁଜରାଟରେ ୧୪ ଜିଲ୍ଲାର ୯୩ ଆସନରେ...

ଝିଅ ପାଇଁ ନୂଆ ଜୀବନ: ଲାଲୁ ପ୍ରସାଦ ଯାଦବଙ୍କୁ କିଡନୀ ଦେଲେ ଝିଅ ରୋହିଣୀ ଆଚାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପିତାଙ୍କୁ କିଡନୀ ଦେଇ ସମସ୍ତଙ୍କ ପାଇଁ ଉଦାହଣ ପାଲଟିଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ। ସିଙ୍ଗାପୁର ସ୍ଥିତ ହସ୍ପିଟାଲରେ ଲାଲୁ ପ୍ରସାଦଙ୍କର କିଡନୀ ପ୍ରତ୍ୟାରୋପଣ ସଫଳ ହୋଇଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ...

ବଙ୍ଗୋପସାଗରରେ ଭୂମିକମ୍ପ, ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ବଙ୍ଗୋପସାଗରରେ ଭୂମିକମ୍ପ ହୋଇଛି। ସକାଳ ୮ଟା ୩୨ ମିନିଟରେ ଅନୁଭୂତ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି। ବଙ୍ଗୋପସାଗରର ସମୁଦ୍ରତଳରୁ ୧୦ କିମି ଗଭୀରରେ ଏହାର କେନ୍ଦ୍ରସ୍ଥଳ...

ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସାବରମତି ବିଧାନସଭା କ୍ଷେତ୍ରର ନିଶାନ ପବ୍ଲିକ୍ ସ୍କୁଲ...