ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ। ନଭେମ୍ଵର ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାର ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ସ୍ଵାସ୍ଥ୍ୟାବସ୍ଥା...
ଇସ୍ରୋ ପକ୍ଷରୁ ଓସେନସ୍ୟାଟ-୦୬ ସହ ଅନ୍ୟ ନାନୋ ସ୍ୟାଟେଲାଇଟର ସଫଳ ଉତକ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ପକ୍ଷରୁ ୯ଟି ସ୍ୟାଟେଲାଇଟ୍ ଉତକ୍ଷେପଣ କରାଯାଇଛି। ଶନିବାର ସକାଳ ୧୧ଟା ୫୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧୱନ ସ୍ପେସ୍ ସେଣ୍ଟରରୁ ଏହି ସଫଳ ଉତକ୍ଷେପଣ କରାଯାଇଛି।...
ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍ , ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରାରୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ୍। ଏନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି ଯେ, ଏହା ଦ୍ୱାରା ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ଓ ରାଜ୍ୟର ସଂସ୍କୃତି ବିଶ୍ୱସ୍ତରରେ ପହଞ୍ଚିପାରିବ।...
ହ୍ଵାଟ୍ସଆପରେ ଆସିବ ନୂଆ ଫିଚର
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ଵାଟ୍ସଆପ ନିଜ ଉପଭୋକ୍ତାମାନଙ୍କ ପାଇଁ ଏକ ନୂଆ ଅପଡେଟ ଆଣିବ। ହ୍ଵାଟ୍ସଆପ ଏହାର ଡେସ୍କଟପ ଆପରେ ପ୍ରଥମଥର ଲାଗି ଏକ ‘କଲ୍ ଟ୍ୟାବ’ ସୁବିଧା ଆରମ୍ଭ କରିବାକୁ ଯାଉଛି। କଲ୍ ଟ୍ୟାବ...
ଜାଣନ୍ତୁ ସୁଜାତା ମହାପାତ୍ରଙ୍କ ମେକଅପ୍ ମନ୍ତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=tiBc7f0amKo]
"ଯେତେବେଳେ ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖକୁ ନୃତ୍ୟ ଶିକ୍ଷା କରିବାକୁ ଆସିଥିଲି, ସେତେବେଳେ ଗୁରୁଜୀ ମୋତେ ‘ଆରେ କାଳି, ତୁ କୋଉଠୁ ଆସିଛୁ’ ପଚାରିଥିଲେ। ସେ ଦିନ ଗୁରୁଜୀଙ୍କ କଥା...
ବିନା ଅନୁମତିରେ ବ୍ୟବହାର କରିହେବନି ଅମିତାଭ ବଚ୍ଚନଙ୍କ କଣ୍ଠସ୍ଵର ଏବଂ ଫଟୋ – ଅଦାଲତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିନା ଅନୁମତିରେ କେହି ବ୍ୟବହାର କରିପାରିବେନି ବଲିଉଡ ବିଗ୍ ବି ଅମିତାଭ ବଚ୍ଚନଙ୍କର ନାଁ, କଣ୍ଠସ୍ଵର ଏବଂ ଫଟୋ। ଏହିଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। କିଛି କମ୍ପାନି ବିନା ଅନୁମତିରେ...
ଓଡ଼ିଶା ହକିର ଜ୍ୟୋତି – ଜ୍ୟୋତି ସୁନିତା କୁଲ୍ଲୁ
ଆଶିଷ କୁମାର ରାୟ
ଯଦି ପ୍ରଶ୍ନ କରାଯାଏ ଯେ ସିନିୟର ସ୍ତରରେ ହକି ଖେଳର ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ପ୍ରଥମ ଖେଳାଳି କିଏ? ତେବେ ଅନେକ ଦିଲ୍ଲୀପ ତିର୍କୀଙ୍କ ନାମ ନେଇପାରନ୍ତି, କିନ୍ତୁ...
ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ: ୭ ୱିକେଟରେ ଭାରତକୁ ପରାସ୍ତ କଲା ନ୍ୟୁଜିଲାଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଅକଲ୍ୟାଣ୍ଡରେ ଖେଳାଯାଇଥିବା ମ୍ୟାଚରେ...
ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ କ୍ଷମତାସମ୍ପର୍ଣ୍ଣ ଏହି ଡେଭେଲପମେଣ୍ଟ ସେଣ୍ଟର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ସମଗ୍ର ଭାରତବର୍ଷରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍ କରିବ।
ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର...
ଆଲିଆ, ଦୀପିକା ଓ କଟ୍ରିନାଙ୍କୁ ପଛରେ ପକାଇ ସାମନ୍ଥା ହେଲେ ନଂ ୧ ଅଭିନେତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ରଶ୍ମିକାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହି ଚଳଚ୍ଚିତ୍ରରେ ଆଇଟମ୍ ଗୀତ କରିଥିବା ସାମନ୍ଥା ବି କମ୍ ନୁହନ୍ତି। ସେ ମଧ୍ୟ ଏବେ ଚର୍ଚ୍ଚାରେ ଅଛନ୍ତି। କେବଳ...




















