National

ନିଜ ଦେହର ରଙ୍ଗକୁ ନେଇ ପୋଷ୍ଟ ଲେଖି ଚର୍ଚ୍ଚାରେ ସୁହାନା

ଓଡ଼ିଶାଲାଇଭ୍ ବ୍ୟୁରୋ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଝିଅ ସୁହାନା ଖାନ୍ ସବୁବେଳେ ନିଜର ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ସେଆର୍ କରୁଥିବା ତାଙ୍କର ସମସ୍ତ ଫୋଟକୁ ଲକ୍ଷ ଲକ୍ଷ ଲୋକ...

ପୁଣି ଫେରିବେ ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭିନେତା ମୁକେଶ ଖାନ୍ନା ନବେ ଦଶକରେ ନିଜର ‘ଶକ୍ତିମାନ’ ଧାରାବାହିକ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ଏବେ ଏହି ଚରିତ୍ରକୁ ନେଇ ସେ ନିର୍ମାଣ କରିବାକୁ ଯାଉଛନ୍ତି ଫିଲ୍ମ। ୨୦୨୧ ମସିହାରୁ...

ବିହାର ନିର୍ବାଚନ: କଂଗ୍ରେସକୁ ୬୦ରୁ ଅଧିକ ସିଟ୍ ଦେବାରୁ ରାଜି ନୁହେଁ ଆରଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସେପଟେ ଏନଡିଏରେ ଆସନ ବୁଝାମଣା ନେଇ କିଛି ଚୂଡ଼ାନ୍ତ ହୋଇ ନ ଥିବା ବେଳେ ମହାମେଣ୍ଟରେ ମଧ୍ୟ ଆସନ ବୁଝାମଣା ଶେଷ ହୋଇପାରିନି। କଂଗ୍ରେସ ୭୦ରୁ ଅଧିକ ଆସନ ଦାବି କରିଥିବା...

ଗାନ୍ଧିଜୀ ଓ ଗଣମାଧ୍ୟମ

ଭାସ୍କର ପରିଚ୍ଛା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଥିଲେ ଦେଶର ମହାନତମ ସ୍ୱାଧୀନତା ସଂଗ୍ରାମୀଙ୍କ ଭିତରୁ ଜଣେ। ଜଣେ ମହାନୁଭବ, କ୍ରାନ୍ତିକାରୀ ସମାଜ ସୁଧାରକ ବ୍ୟତୀତ ସେ ଜଣେ ଭଲ ବକ୍ତା ବି ଥିଲେ। ତାଙ୍କର...

ଟିଏମସି ସାଂସଦଙ୍କ ସହ ମୁହାଁମୁହିଁ ଉତ୍ତରପ୍ରଦେଶ ପୋଲିସ, ହାଥରସ୍ ଯିବାକୁ ରୋକିବାରୁ ଉତ୍ତେଜନା

ଓଡ଼ିଶାଲାଇଭ୍ ବ୍ୟୁରୋ ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବାବେଳେ ତୃଣମୂଳ କଂଗ୍ରେସ ଦଳର ସାଂସଦ ଡେରିକ୍ ଓ ବ୍ରାଏନଙ୍କ ସହ ମୁହାଁମୁହିଁ ହୋଇଛି ଉତ୍ତରପ୍ରଦେଶ ପୋଲିସ୍। ଟିଏମସି ସମର୍ଥକ ଓ ପୋଲିସ କର୍ମୀଙ୍କ...

ଅକ୍ଟୋବରରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସରେ ଦେଶ ସମସ୍ତ ବ୍ୟାଙ୍କ ପ୍ରାୟ ୧୪ ଦିନ ବନ୍ଦ ରହିବ। ଲଗାତାର ଭାବେ ନହେଲେ ବି ପର୍ୟ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।...

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ଦୁଇ ମହାନାୟକ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନରେ ଆଜି ସାରା ଦେଶ ତାଙ୍କୁ ମନେ ପକାଉଛି। ଏହି ଅବସରରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଶେଷରେ ଟ୍ରମ୍ପଙ୍କୁ କରୋନା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କବଳରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ। ଶୁକ୍ରବାର ଏନେଇ ଟ୍ରମ୍ପ ଟୁଇଟ୍ କରି ସୂଚନା ଦେଇଛନ୍ତି। ଟ୍ରମ୍ପ ଦମ୍ପତ୍ତିଙ୍କର କରୋନା ଟେଷ୍ଟିଂ ରିପୋର୍ଟ ପଜିଟିଭ୍...

ଦିନେ ନିଜେ ହଳ କରି ଦେଶବାସୀଙ୍କୁ ଚାଷ କରିବାକୁ ଆହ୍ୱାନ ଦେଇଥିଲେ ଶାସ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୧୫ତମ ଜୟନ୍ତୀ ଅବସରରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି। ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁପରେ ୧୯୬୧, ଜୁନ୯ରେ ଲାଲ ବାହାଦୂର ଶାସ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ତାଙ୍କୁ ଅନେକ ସମସ୍ୟାର...

ଦୁଇ ମହାନାୟକଙ୍କ ଜୟନ୍ତୀ : ଗାନ୍ଧୀ-ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର ୧୫୧ତମ ଜୟନ୍ତୀ ପାଳନ ହେଉଥିବାବେଳେ ମହାପୁରୁଷ...