National

bikash dubey

ଗିରଫ ହେବା ପରେ ଏହି ସବୁ ଅପରାଧ ସ୍ୱୀକାର କରିଥିଲା ବିକାଶ ଦୁବେ

ଓଡ଼ିଶାଲାଇଭ୍ ବ୍ୟୁରୋ   ମୋଷ୍ଟ ଓ୍ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଅନ୍ତ ଘଟିଛି। ପୋଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ। ତେବେ ମଧ୍ୟପ୍ରଦେଶ ପୋଲିସ ହାତରେ...
missing

ହରିୟାଣା ଗୁରୁଗ୍ରାମରୁ ଗାଏବ ହେଉଛନ୍ତି କରୋନା ସଂକ୍ରମିତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଦେଶ ବ୍ୟାପି ନିଜର କାୟା ମେଲାଇ ଚାଲିଛି। ହୁ ହୁ ହୋଇ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା। ତେବେ ହରିୟାଣା ଫରିଦାବାଦ ଜିଲ୍ଲାର ସାଇବର ସିଟି ଗୁରୁଗ୍ରାମରୁ ଗାଏବ ହେବାରେ...

ଏନକାଉଣ୍ଟରରେ କାନପୁର ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାନପୁରରେ ୮ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ। ପୋଲିସ ହାତରୁ ଖସି ପଳାଇବାକୁ ଉଦ୍ୟମ କରୁଥିଲା ବେଳେ ଏନକାଉଣ୍ଟରରେ ନିହତ ହୋଇଛି ବିକାଶ ଦୁବେ। ୮...

ଟ୍ରେନ୍‌ ଡୋର ପାଖ ଝରକା ଅନ୍ୟ ଝରକାଠାରୁ କାହିଁକି ଭିନ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତରେ ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ଟ୍ରେନରେ ଯିବା ଆସିବା କରନ୍ତି। ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଟ୍ରେନ ସବୁଠୁ ଭଲ ମାଧ୍ୟମ ବୋଲି ଅନେକ କହନ୍ତି। ଯଦି...

୭୧ ବର୍ଷ ବୟସରେ ପାଦ ଦେଲେ ଲିଟିଲ ମାଷ୍ଟର ଗାଭାସ୍କର

ଓଡ଼ିଶାଲାଇଭ ବ୍ୟୁରୋ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲିଙ୍କ ଭଳି କ୍ରିକେଟର ଯାହାଙ୍କୁ ନିଜର ଆଦର୍ଶ ମାନନ୍ତି। ଯିଏ ସାରା ଦେଶରେ ଲିଟିଲ ମାଷ୍ଟର ଭାବେ ଜଣାଶୁଣା। ଆଜି ସେହି ପୂର୍ବତନ ଭାରତୀୟ ଦଳର ମହାନ...

ଟିଭିକୁ ଆସିବା ପୂର୍ବରୁ ଏୟାର ହୋଷ୍ଟେସ ଥିଲେ ଏହି ଅଭିନେତ୍ରୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟିଭି କଳାକାରମାନେ ଯେ କେବଳ ଅଭିନୟରେ ଦକ୍ଷ ଥାଆନ୍ତି ତାହା ନୁହେଁ। ଏହି କଳାକାରମାନେ ଅନ୍ୟ କ୍ଷେତ୍ରରେ ମଧ୍ୟ ବେଶ୍‌ ଭଲ ଅନୁଭୂତି ହାସଲ କରିଥାନ୍ତି। ଯେମିତିକି ଟିଭିର କିଛି...
chittaranjan dhibar

ଚିତ୍ତରଞ୍ଜନ ଧୀବର – ଯାହାଙ୍କ ଉପରେ ହେବ ଦେଶର ପ୍ରଥମ କରୋନା ଟିକା ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ   ଧିରେ ଧିରେ ବଢ଼ିଚାଲିଛି କରୋନାର ଆତଙ୍କ। ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ। ଏନେଇ ଅନେକ ଔଷଧ ବାହାରିଥିବାର ଦାବି ମଧ୍ୟ କରାଯାଉଛି। ତେବେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ...

କେରଳର ସବୁଠୁ ସୁନ୍ଦର ସ୍ଥାନ ମୁନ୍ନାର – ଜାଣନ୍ତୁ ଏହି ଜାଗାର ଖାସ୍ କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ ଭାରତର ଏକ ପ୍ରମୁଖ ରାଜ୍ୟ ହେଉଛି କେରଳ। ପର୍ଯ୍ୟଟନ ଦୃଷ୍ଟିରୁ ପୃଥିବୀର ସବୁଠାରୁ ସୁନ୍ଦର ସ୍ଥାନ ମଧ୍ୟରୁ ଗୋଟିଏ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାରାବିଶ୍ୱର ଲୋକଙ୍କୁ ଆକର୍ଷିତ କରେ। କେରଳରେ...

କରୋନା ପାଇଁ ସୁଟିଂ ବନ୍ଦ, ଜମିରେ ମୂଳା ଉପାଡ଼ୁଛନ୍ତି ଟିଭିର ଛୋଟି ବୋହୂ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣ ପାଇଁ ବହୁ ଫିଲ୍ମ ଓ ସିରିଏଲର ସୁଟିଂ ବନ୍ଦ ରହିଛି। ଫଳରେ ଅନେକ ଅଭିନେତା ଅଭିନେତ୍ରୀ ଏବେ ଅଭିନୟରୁ ବ୍ରେକ ନେଇ ଅନ୍ୟ କାମରେ ବ୍ୟସ୍ତ ରହୁଛନ୍ତି। କିଛି...

୧୧ ବର୍ଷ ପରେ ପୁଣି ଦେଖିପାରିବେ ସୁଶାନ୍ତ-ଅଙ୍କିତାଙ୍କ ‘ପବିତ୍ର ରିସ୍ତା’ – ଜାଣନ୍ତୁ କେମିତି?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧ ମାସ ହେବାକୁ ଯାଉଛି। କିନ୍ତୁ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତାଙ୍କୁ ଭୁଲି ପାରିନାହାଁନ୍ତି। ସେଥିପାଇଁ ସୁଶାନ୍ତଙ୍କ ସୁପରହିଟ ସିରିଏଲ 'ପବିତ୍ର ରିସ୍ତା'କୁ...