National

ଦିଲ୍ଲୀରେ ସରିଲା ପ୍ରଚାର: ଶେଷ ଦିନରେ ଶକ୍ତି ଦେଖାଇଲେ ଆପ୍-ବିଜେପି-କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିଲ୍ଲୀରେ ସରିଲା ହାଇଭୋଲ୍‌ଟେଜ ପ୍ରଚାର। ୮ରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା। ଦିଲ୍ଲୀ ବିଧାନସଭା ଆସନ ପାଇଁ ଶେଷ ହେଲା ପ୍ରଚାର। ମୋଟ ୭୦ଟି ଆସନ ପାଇଁ ୮ରେ ହେବ ଭୋଟ। ପ୍ରଚାରର...

ସଂସଦରେ ପ୍ରଧାନମନ୍ତ୍ରୀଙ୍କ ଆଶ୍ୱାସନା – ‘‘ଭାରତୀୟ ନାଗରିକଙ୍କ ଉପରେ ସିଏଏ କୌଣସି ପ୍ରଭାବ ପକାଇବ ନାହିଁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘‘ନାଗରିକତା ସଂଶୋଧନ ଆଇନ୍‌ ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କେତେକ ରାଜନୈତିକ ଦଳ...

ଭାରତ ଆସି ହରେଇଥିଲେ ୨୦ ଲକ୍ଷ, ପୁଣି ଦର୍ଶକଙ୍କୁ ଏମିତି ଦିଓ୍ୱାନା କଲେ ନୋରା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୮ ବର୍ଷ ବୟସରେ ପାଦ ଦେଲେ ବଲିଉଡ ଅଭିନେତ୍ରୀ ନୋରା ଫତେହୀ। ବଲିଉଡରେ ହଟ୍‌ ଡ୍ୟାନ୍ସ କରି ସାରା ଦୁନିଆକୁ ଦିଓ୍ୱାନା କରିଛନ୍ତି ଅଭିନେତ୍ରୀ ନୋରା ଫତେହୀ। ଗୁରୁବାର ଏହି ଲୋକପ୍ରିୟ...

ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍ ୱାରେଣ୍ଟ୍ ଦାବି କଲେ ତିହାର ଜେଲ୍ କର୍ତ୍ତୃପକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ଭୟା ଦୋଷୀଙ୍କ ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି କରିବାକୁ କୋର୍ଟରେ ଆବେଦନ କଲେ ତିହାର ଜେଲ୍ କର୍ତ୍ତୃପକ୍ଷ। ଦୋଷୀମାନଙ୍କୁ ତୁରନ୍ତ ଫାଶୀ ଖଣ୍ଟରେ ଝୁଲାଇବା ସହ ସେମାନଙ୍କୁ ଦଣ୍ଡ ଦେବାକୁ...

ଚୀନରେ କୋରୋନା ଭାଇରସ ଯୋଗୁଁ ମଲେଣି ୨୫ ହଜାର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକୁ ଦିନମହାମାରୀ ରୂପ ନେଉଥିବା କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଚୀନରେ ଏ ପର୍ଯ୍ୟନ୍ତ ୨୫ ହଜାର ଲୋକ ପ୍ରାଣ ହରାଇଥିବା ଏକ ଚାଞ୍ଚଲ୍ୟକର ଖବର ଆସୁଛି। କୋରୋନା ଭାଇରସ ଚୀନରେ...

‘ବାଗି ୩’ ଟ୍ରେଲର – ଏଥର ଆତଙ୍କବାଦୀଙ୍କ ସହ ଲଢ଼ିବେ ଟାଇଗର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ଫିଲ୍ମ ‘ବାଗି ୩’ ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏହି ଫିଲ୍ମରେ ଟାଇଗର ପୁଣିଥରେ ଜବରଦସ୍ତ ଆକ୍ସନ ଦେଖାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ତେବେ କେବଳ ଆକ୍ସନ ନୁହେଁ...

ଅଯୋଧ୍ୟାରେ ଏବେ କିଏ କରୁଛନ୍ତି ପ୍ରଭୁ ଶ୍ରୀରାମଙ୍କ ପୂଜା? ଜାଣନ୍ତୁ, କେତେ ଟଙ୍କା ପାଉଛନ୍ତି ଦରମା

ଓଡ଼ିଶାଲାଇଭ୍ ବ୍ୟୁରୋ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରୁଥିବା ପୂଜାରୀ ମାସକୁ ୧୩ ହଜାର ଟଙ୍କା ଦରମା ପାଉଛନ୍ତି। ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ଟ୍ରଷ୍ଟ ଗଠନ କରିସାରିଛନ୍ତି। ଆଉ ମାତ୍ର ଅଳ୍ପ...

କୋରୋନା ଭୟ: ଚୀନ ଫେରନ୍ତା ଯାତ୍ରୀ କେମିତି ରହିବେ ସତର୍କ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୟାଭୟ ରୂପ ନେଉଛି କୋରୋନା ଭାଇରସ୍‌। ଏହି ଭୂତାଣୁ ଯୋଗୁଁ ଚୀନରେ ମୃତ୍ୟୁ ସଂଖ୍ୟା ୫୬୩କୁ ବୃଦ୍ଧି ପାଇଛି। ୨୮, ୦୧୮ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଚୀନ୍...

୮ରେ ଦିଲ୍ଲୀ ନିର୍ବାଚନ – ଆଜି ସରୁଛି ପ୍ରଚାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ନିର୍ବାଚନ ପାଇଁ ଗୁରୁବାର ସରୁଛି ପ୍ରଚାର। ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ବିଜେପି, ଆପ୍‌, କଂଗ୍ରେସ ମଧ୍ୟରେ ପ୍ରଚାର ମଇଦାନରେ...

କେଉଁ କ୍ରିକେଟରଙ୍କ ଦିଓ୍ୱାନୀ ଦିଶା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ କ୍ରିକେଟ ସହ ବଲିଉଡର ଘନିଷ୍ଠ ସମ୍ପର୍କ। କେଉଁ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କ ପଛରେ ଦିଓ୍ୱାନା ତ କେଉଁ ଅଭିନେତ୍ରୀ କ୍ରିକେଟରଙ୍କ ପଛରେ ଦିଓ୍ୱାନୀ। ତେବେ ଆସନ୍ତୁ ଜାଣିବା ଭାରତୀୟ କ୍ରିକେଟ ଦଳର...