ଭିଜିଲାନ୍ସ ଜାଲରେ ଇଡକୋର ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ଇଡକୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମଙ୍ଗଳବାର ଦିନ ସରୋଜକାନ୍ତ ମହାନ୍ତିଙ୍କ ୭ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ...
ଆରବ ସାଗରରେ ଆହୁରି ବ୍ୟାପକ ହେବ ସାମୁଦ୍ରିକ ସୁରକ୍ଷା, ୩ଟି ଯୁଦ୍ଧ ଜାହାଜ ମୁତୟନ କଲା ଭାରତୀୟ ନୌସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇସ୍ରାଏଲ-ଗାଜା ଯୁଦ୍ଧକୁ କେନ୍ଦ୍ର କରି ଏବେ ଲୋହିତ ସାଗର ଓ ଆରବ ସାଗରରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯୁଦ୍ଧ ଯୋଗୁଁ ଇସ୍ରାଏଲ ଓ ଆମେରିକାର ବିରୋଧ କରି ୟେମେନର ହୁଥି ବିଦ୍ରୋହୀମାନେ...
ଓଡ଼ିଶାରେ ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପୁଣି ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...
୨୭ ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୭ ବର୍ଷରେ ପଦାର୍ପଣ କଲା ବିଜୁ ଜନତା ଦଳ (ବିଜେଡି)। ଆଜି, ଡିସେମ୍ବର ୨୬ ତାରିଖ ହେଉଛି ବିଜେଡିର ପ୍ରତିଷ୍ଠା ଦିବସ।
ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଇକେଲ...
ଜାନୁଆରି ମାସରେ ଉଦଘାଟିତ ହେବ ମାଲକାନଗିରି ବିମାନବନ୍ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ମାସରେ ଉଦଘାଟିତ ହେବାକୁ ଯାଉଛି ମାଲକାନଗିରି ବିମାନବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲା ଗସ୍ତ କରି ଏହାର ଉଦଘାଟନ କରିବେ। ଏବେ ବିମାନବନ୍ଦରର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।...
ଭୁବନେଶ୍ଵରରେ ଟାଇମପାସ୍ ‘ଉତ୍ସାହିତ୍ୟ’ ଉତ୍ସବ: କୃଷ୍ଣ କୁମାର ମହାନ୍ତିଙ୍କୁ ‘ରୁବି ରାଏ’ ପୁସ୍ତକ ପାଇଁ ମିଳିଲା ବେଷ୍ଟସେଲର୍ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରରେ ପ୍ରକାଶନ ସଂସ୍ଥା ‘ଟାଇମପାସ୍’ ପକ୍ଷରୁ ଆୟୋଜିତ ହୋଇଛି ‘ଉତ୍ସାହିତ୍ୟ’ ଉତ୍ସବ। ଏଥିରେ ଜଣାଶୁଣା କବି ତଥା ଗାଳ୍ପିକ କୃଷ୍ଣ କୁମାର ମହାନ୍ତିଙ୍କୁ କବିତା ପୁସ୍ତକ ‘ରୁବି...
କର୍ଣ୍ଣାଟକ: ବାହା ହେବାକୁ ମନା କରିବାରୁ ପ୍ରେମିକାକୁ ଜାଳିଦେଲା ପ୍ରେମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ବାନ୍ଧବୀଙ୍କୁ ଏତେ ଭଲପାଉଥିଲେ ଯେ, ତାଙ୍କୁ ବିବାହ କରିବା ପାଇଁ ନିଜର ଲିଙ୍ଗ ପରିବର୍ତ୍ତନ କରିଦେଲେ। ହେଲେ ବାନ୍ଧବୀ ଜଣକ ବିବାହ ପାଇଁ ମନା କରିଦେବାରୁ ତାଙ୍କୁ ଜୀଅନ୍ତା ପୋଡ଼ି...
ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ସ୍ଵତନ୍ତ୍ର ବାଟାଲିୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆହୁରି ସୁଦୃଢ଼ ହେବ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା। ଏଣିକି ଭିଡ଼ ନିୟନ୍ତ୍ରଣ ସାଙ୍ଗକୁ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। ଏଥିପାଇଁ ଶ୍ରୀମନ୍ଦିରରେ ଗଠନ ହେବ ସ୍ଵତନ୍ତ୍ର ବାଟାଲିୟନ। ଶ୍ରୀମନ୍ଦିରରେ...
ଦ୍ଵିତୀୟ ବିବାହ କଲେ ବଲିଉଡ ଅଭିନେତା ଅରବାଜ ଖାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଲାଇକା ଆରୋରାଙ୍କଠାରୁ ଅଲଗା ହେବାର ପ୍ରାୟ ୬ ବର୍ଷ ପରେ ଦ୍ଵିତୀୟ ବିବାହ କରିଛନ୍ତି ବଲିଉଡ ଅଭିନେତା ଅରବାଜ ଖାନ। ରବିବାର ଦିନ ୫୬ ବର୍ଷ ବୟସରେ ନିଜର ଲେଡି ଲଭ୍...
ନୂଆବର୍ଷ ପାଇଁ କମିଶନରେଟ ପୋଲିସର ଗାଇଡଲାଇନ, ଖୋଲା ପଡ଼ିଆରେ ହୋଇପାରିବନି ଜିରୋ ନାଇଟ୍ ସେଲିବ୍ରେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ନୂଆବର୍ଷକୁ ସ୍ଵାଗତ କରିବାକୁ ଚାହିଁ ରହିଛନ୍ତି ସମସ୍ତେ। ଏହା ପୂର୍ବରୁ ଡିସେମ୍ବର ୩୧ ଏବଂ ନୂଆବର୍ଷ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ। ଆବେଦନ ଅନୁସାରେ...