ମାଓବାଦୀ ଦମନ ଅଭିଯାନ: ବୌଦ୍ଧ ଓ କନ୍ଧମାଳରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଅଞ୍ଚଳର ନଳୀକୁପା ଗାଁ ନିକଟ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ଗୁରୁବାର ଦିନ ଏସଓଜି ଯବାନ ଏବଂ ମାଓବାଦୀଙ୍କ...

ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ୨୭ଟି ପ୍ରସ୍ତାବ ଗୃହୀତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଦିନ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରସ୍ଥିତ ଶଙ୍ଖ ଭବନଠାରେ ଅନୁଷ୍ଠିତ ବୈଠକରେ...

ରାଜ୍ୟରେ ଆଇପିଏସ୍ ସ୍ତରରେ ଅଦଳବଦଳ, ବି. ରାଧିକା ହେଲେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ଆଇପିଏସ୍ ଅଧିକାରୀ ବି. ରାଧିକାଙ୍କୁ ମିଳିଛି ନୂଆ ଦାୟିତ୍ଵ। ସେ ଏବେ ରାଜ୍ୟ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷା ହୋଇଛନ୍ତି।...

ରାୟଗଡ଼ାର କାଶୀପୁର ଅଞ୍ଚଳରେ ମାଓ ପୋଷ୍ଟର, ଜିଲ୍ଲାରେ ଖଣି ଖନନ ଓ କମ୍ପାନିକୁ ମାଓବାଦୀଙ୍କ ବିରୋଧ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ମାଣ୍ଡିବିଷି ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଜିଲ୍ଲାରେ ଖଣି ଖନନ ଓ ବଡ଼ ବଡ଼ କମ୍ପାନିକୁ...

ଆଉ ୫ ବର୍ଷ ବଢ଼ିଲା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଅବଧିକୁ ଆଉ ୫ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର। ଏହି ଯୋଜାନା ବୃଦ୍ଧି ହେବା ଦ୍ୱାରା ଆସନ୍ତା ୨୦୨୮ ମସିହା ପର୍ଯ୍ୟନ୍ତ ପୂର୍ବପରି ୫ କିଲୋଗ୍ରାମ...

ଟିମ୍ ଇଣ୍ଡିଆରେ ଆଉ ଦେଖିବାକୁ ମିଳିବନି ଜର୍ସି ନମ୍ବର ୭, ଧୋନୀଙ୍କ ପୋଷାକକୁ ଅବସର ଦେଲା ବିସିସିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ କ୍ରିକେଟ ଦଳରେ ଆଉ ଦେଖିବାକୁ ମିଳିବନି ଜର୍ସି ନମ୍ବର ୭। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଏହି ଜର୍ସିକୁ ପିନ୍ଧୁଥିଲେ। ଏବେ ଏହାକୁ ଅବସର ଦେବାପାଇଁ...

‘ଭୋଳାରାମର ଆତ୍ମା’: ବ୍ୟଙ୍ଗର ଦର୍ପଣରେ ସମାଜର ଚିତ୍ର

ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ହରିଶଙ୍କର ପରସାଇ ଥିଲେ ବାମପନ୍ଥୀ ଚିନ୍ତାଧାରାର ବ୍ୟକ୍ତି। ସେଇଥିପାଇଁ ସମାଜର ଥିଲାବାଲା ଆଉ ନଥିଲାବାଲାଙ୍କ କଥା ତାଙ୍କର ଚିନ୍ତନର ଅନ୍ୟତମ ବିଭବ ଥିଲା। ‘ଭୋଳାରାମର ଆତ୍ମା’ ସଂକଳନଟିରେ ହରିଶଙ୍କର ପରସାଇଙ୍କର...

ଫେବ୍ରୁଆରି ୧୬ରୁ ଯୁକ୍ତ ୨ ପରୀକ୍ଷା, ସିଏଚଏସଇ ପକ୍ଷରୁ ଜାରି ହେଲା କାର୍ଯ୍ୟସୂଚୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୨୦୨୪ ମସିହାରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଫେବ୍ରୁଆରି ୧୬ ତାରିଖରୁ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ। ଯୁକ୍ତ ୨ କଳା, ବିଜ୍ଞାନ,...

ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଜନଲାଲ ଶର୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଭଜନଲାଲ ଶର୍ମା। ଶୁକ୍ରବାର ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହିତ ବିଜେପି ନେତା...

ଝାରସୁଗୁଡ଼ା ଓ ଗଞ୍ଜାମ ଜିଲ୍ଲାରେ ବିସ୍ଥାପିତ ପରିବାରଙ୍କୁ ଜମିପଟ୍ଟା ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିସ୍ଥାପିତ ଲୋକମାନଙ୍କୁ ଜମିପଟ୍ଟା ଦେଇଛନ୍ତି ରାଜ୍ୟ ସରକାର। ଏଥିରେ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଓ ଗଞ୍ଜାମ ଜିଲ୍ଲାର ସୋରଡ଼ା ତହସିଲର ଅନେକ ବିସ୍ଥାପିତ ପରିବାର ଜମି ପାଇଛନ୍ତି।...