ନିର୍ବାଚନ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିଛନ୍ତି ଦୁଇ ନୂଆ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର...

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା ଖାତାଦେଖା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ମାଟ୍ରିକ ପରୀକ୍ଷା ପାଇଁ ଶୁକ୍ରବାରଠାରୁ ଖାତାଦେଖା ଆରମ୍ଭ ହୋଇଛି। ଏଥିରେ ୧୫ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି। ରାଜ୍ୟର ୫୫ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ଦେଖାଯାଉଛି।...

ଯୁବପିଢ଼ିଙ୍କ ଭିତରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ଓମ୍ବାଡସି ସହାୟତାରେ ବହୁମୁଖୀ ଇନଡୋର ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ • ୫ଟି ଖଣି ପ୍ରଭାବିତ ଜିଲ୍ଲାର ୧୧ଟି ସ୍ଥାନରେ ବହୁମୁଖୀ ଇନଡୋର ଷ୍ଟାଡିୟମ• ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲା• ଇନଡୋର ଗେମ୍ ଅଭ୍ୟାସ ସହ ଶାରୀରିକ ଫିଟନେସ୍...

ସରିଲା ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା: ୪୫ଟି ଦକ୍ଷତାରେ ପ୍ରତିଭା ଦେଖାଇଲେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ଓ କଟକର ୮ଟି କେନ୍ଦ୍ରରେ ଦୁଇଦିନ ଧରି ଚାଲିଥିବା ‘ଓଡ଼ିଶା ସ୍କିଲ୍ସ’ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଶେଷ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଆଇଟିଆଇ,...

ବଢ଼ିଲା କନିଷ୍ଠ ଶିକ୍ଷକଙ୍କ ଦରମା, ଏଣିକି ମିଳିବ ମାସିକ ୨୦ ହଜାର ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି ହୋଇଛି। ସେମାନେ ଏବେ ମାସିକ ୧୩ ହଜାର ୮୦୦ ଟଙ୍କା ପରିବର୍ତ୍ତେ...

ସୁସ୍ଥ କିଡନି ପାଇଁ ସଠିକ ଡାଏଟ୍

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=dZ91tLJnQJ8 କିଡନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। ତେଣୁ କିଡନିକୁ ସୁସ୍ଥ ରଖିବା ନିହାତି ଜରୁରୀ। କିଡନିକୁ ସୁସ୍ଥ ରଖିବା...

ସିପେଟ୍ ଭୁବନେଶ୍ଵରରେ ‘ଗ୍ରୀନ୍ ଇକୋନୋମି ୱିଥ୍ ଗ୍ରୀନ୍ ପ୍ଲାଷ୍ଟିକ୍’ କାର୍ଯ୍ୟକ୍ରମ, ସମୃଦ୍ଧ ଭବିଷ୍ୟତ ପାଇଁ ସବୁଜ ପ୍ଲାଷ୍ଟିକକୁ ପ୍ରୋତ୍ସାହନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=WlRXnrFe3KQ ପ୍ଲାଷ୍ଟିକ ଆମ ଜୀବନ ଏବଂ ବ୍ୟବସାୟର ଏକ ଅଭିନ୍ନ ଅଂଶ ପାଲଟିଛି ସତ ହେଲେ ଏହା ଆଜି ମନୁଷ୍ୟ ସମାଜ ଓ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ତେବେ ସ୍ପଷ୍ଟ...

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମନ୍ଦିରରେ ୩ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୩ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଫାଲଗୁନ ଶୁକ୍ଳ ଚତୁର୍ଥୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ହାପି ବେବି ପ୍ରୋଗ୍ରାମ: ଟୀକାକରଣ ଲାଗି ସଚେତନତା ସୃଷ୍ଟି କରିବାରେ ହ୍ଵାଟସ ଆପ୍ ଓ ଏଆଇ ଚାଟବଟ୍ ପାଲଟିଛି...

ଓଡ଼ିଶାଲାଇଭ୍ ବ୍ୟୁରୋ ବାରାଣାସୀର ବସ୍ତି ଅଞ୍ଚଳଗୁଡ଼ିକରେ ‘ହାପି ବେବି ପ୍ରୋଗ୍ରାମ’ ମାଧ୍ୟମରେ ଶିଶୁମାନଙ୍କର ଟୀକାକରଣ ଲାଗି ସଚେତନତା ସୃଷ୍ଟି କରିବାରେ ହ୍ଵାଟସଆପ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟାଚବଟର ସଫଳତା ପୂର୍ବକ ବ୍ୟବହାର କରାଯାଇଛି। ଏହି...

ଓଡ଼ିଶାରେ ଗଠନ ହେଲା ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୧୩ଟି ଜିଲ୍ଲାରେ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଗଠନ କରାଯାଇଛି। ଏହାସହ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ମ୍ୟୁନିସିପାଲିଟିକୁ ଉନ୍ନୀତ ହୋଇଛି। ଏନେଇ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ...