୨୦୨୩ ମାଟ୍ରିକ ରେଜଲ୍ଟ : ଏଥର ବି ବାଜି ମାରିଲେ ଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଗୁରୁବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୬.୪ ପ୍ରତିଶତ ରହିଛି। ଏବର୍ଷ ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ...

୨୦୨୩ ଜାନୁଆରିରୁ ରାଉରକେଲାରେ ‘ମୋ ବସ’ ସେବା: ହକି ଦର୍ଶକଙ୍କ ପାଇଁ ମାଗଣା ଯାତ୍ରା ସୁବିଧା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି ପୁରୁଷ ହକି ବିଶ୍ଵକପ ୨୦୨୩। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ଆସନ୍ତା ଜାନୁଆରି ୧୩ ତାରିଖରେ ହେବାକୁ ଥିବା ହକି ମହାକୁମ୍ଭ ପାଇଁ ରାଜଧାନୀ ଭୁବନେଶ୍ଵର...

୨୦୨୩ ଜାନୁଆରି ୧୫ରୁ ୨୭ ଯାଏଁ ରାଉରକେଲାରେ ହେବ ଆଞ୍ଚଳିକ ସରସ ମେଳା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହରରେ ପ୍ରଥମ ଥର ପାଇଁ ଆଞ୍ଚଳିକ ସରସ ମେଳା ଆୟୋଜନ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ୍, ମିଶନ ଶକ୍ତି ବିଭାଗ ଏବଂ...

୨୦୨୩ ଏସିଆ କପ୍ କ୍ରିକେଟ: ୧୭ ଜଣିଆ ଭାରତୀୟ ଦଳ ଘୋଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆ କପ୍ କ୍ରିକେଟ ୨୦୨୩ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ୧୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ...

୨୦୨୨-୨୩ ପାଇଁ ଆସିଲା କାମଚଳା ବଜେଟ: କେଉଁ ଯୋଜନାକୁ କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବୁଧବାର କାମଚଳା ବଜେଟ ଆଗତ କରିଛନ୍ତି। କାମଚଳା ବଜେଟର ପରିମାଣ ୧ ଲକ୍ଷ ୬ ହଜାର ୪୯୬ କୋଟି...

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆସିଲା ବଜେଟ୍‌, ଏଥର ବଜେଟରେ କ’ଣ ରହିଛି ଜାଣନ୍ତୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ବଜେଟରେ ସବୁବର୍ଗଙ୍କୁ ଗୁରୁତ୍ଵ ଦିଆଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।  ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ...

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ଆସିବ କାମଚଳା ବଜେଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ବିଧାନସଭାରେ ଆଗତ ହେବ କାମଚଳା ବଜେଟ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧.୦୬ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ପ୍ରସ୍ତାବ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପଞ୍ଚାୟତ...

୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା: ୩୮ ତମ ରାଙ୍କ ସହ ଅନୁପ ଦାସ ଓଡ଼ିଶା ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି। ଚଳିତବର୍ଷ ଏହି ପରୀକ୍ଷାରେ ସାରା ଦେଶରୁ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏ ବର୍ଷର ୟୁପିଏସସି...

୨୦୨୨ ବର୍ଷ ପାଇଁ ଓଡ଼ିଶା ଗୃହ ବିଭାଗର ଶ୍ୱେତପତ୍ର, ରାଜ୍ୟରେ ଅପରାଧ ହାର ୧୪.୬୫ ପ୍ରତିଶତ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୨ରେ ଓଡ଼ିଶାରେ ମୋଟ ୧ ଲକ୍ଷ ୭୮ ହଜାର ୧୯୦‌ଟି ଅପରାଧିକ ମାମଲା ରୁଜୁ ପୂର୍ବବର୍ଷ ତୁଳନାରେ ରାଜ୍ୟରେ ଅପରାଧ ହାରରେ ୧୪.୬୫ ପ୍ରତିଶତ ବୃଦ୍ଧି ୨୦୨୨ରେ ଓଡ଼ିଶାରେ ମାଓବାଦୀ...

୨୦୨୨ ‘ଏଏସଓ’ ପରୀକ୍ଷା ମେରିଟ୍ ଲିଷ୍ଟ ଖାରଜ କଲେ ଓଡ଼ିଶା ହାଇକୋର୍ଟ   

ଓଡ଼ିଶାଲାଇଭ୍ ବ୍ୟୁରୋ ଖାରଜ ହୋଇଛି ୨୦୨୨ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପରୀକ୍ଷା ମେରିଟ୍ ଲିଷ୍ଟ। ଓଡ଼ିଶା ହାଇକୋର୍ଟ ଶୁକ୍ରବାର ଦିନ ରାଜ୍ୟ ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜାରି ହୋଇଥିବା ଏହି ଏଏସଓ...