ଡିସେମ୍ବର ୧୧ରୁ ଓଡ଼ିଶାରେ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ଏସିଆର ଦୀର୍ଘତମ ସାଇକ୍ଲିଂ ଅଭିଯାନ ‘ଟୁର୍-ଡି-କଳିଙ୍ଗ’ର ଚତୁର୍ଥ ସଂସ୍କରଣ ଡିସେମ୍ବର ୧୧ ତାରିଖରୁ ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହେବ। ଏହି ୧୩୦୦ କିଲୋମିଟର ସାଇକଲେ ଯାତ୍ରାରେ ଓଡ଼ିଶାର ୧୦ଟି ଜିଲ୍ଲାକୁ ୧୩...

ଦିଗପହଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା, ୨ ବସର ମୁହାଁମୁହିଁ ଧକ୍କାରେ ୧୨ ଯାତ୍ରୀ ମୃତ ଓ ୧୫ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ରବିବାର ମଧ୍ୟରାତ୍ରିରେ ଘଟିଛି ମର୍ମନ୍ତୁଦ ବସ ଦୁର୍ଘଟଣା। ଏଠାରେ ଦୁଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬...

ଏବେ ଗ୍ୟାସ ସିଲିଣ୍ଡରରେ ଲାଗିବ କ୍ୟୁଆର୍ କୋଡ୍ : ଗ୍ୟାସ ଚୋରି ରୋକିବାକୁ ସରକାରଙ୍କ ପଦକ୍ଷେପ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ୟାସ ଚୋରିକୁ ରୋକିବା ପାଇଁ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡରରେ କ୍ୟୁଆର୍ କୋଡ୍ ଲଗାଇବାକୁ ଯାଉଛନ୍ତି। ଏହା ଦ୍ୱାରା ଗ୍ୟାସ ଚୋରି କରିଥିବା ଲୋକଙ୍କୁ ଟ୍ରାକ କରାଯାଇପାରିବ। ଏହି ସୂଚନା ଦେଇଛନ୍ତି...

ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ଵ, ଡକ୍ଟର ଅଜିତ କୁମାର ମହାନ୍ତି ହେଲେ ଆଣବିକ ଶକ୍ତି...

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଛି ବଡ଼ ଦାୟିତ୍ଵ। ଭାରତର ବିଶିଷ୍ଟ ପରମାଣୁ ବିଜ୍ଞାନୀ ଡକ୍ଟର ଅଜିତ କୁମାର ମହାନ୍ତି ଏବେ ଭାରତୀୟ ଆଣବିକ ଶକ୍ତି ବିଭାଗର ନୂଆ ସଚିବ...

ହୀରାକୁଦରେ ଜଳସ୍ତର ହ୍ରାସ, କମୁଛି ମହାନଦୀରେ ବନ୍ୟାର ଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବର୍ଷା କମିବାପରେ ମହାନଦୀରେ ବନ୍ୟା ଜଳର ପରିମାଣ ହ୍ରାସ ପାଇଛି। ଏଥିପାଇଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିବାରେ ଲାଗିଛି। ତଥାପି ପୂର୍ବରୁ ହୀରାକୁଦରେ ଜଳସ୍ତର ଅଧିକ ଥିବାରୁ ଏବେ ୨୦ଟି...

ଜ୍ୟାକଲିନଙ୍କ ବିରୋଧରେ ମାନହାନୀ ମକଦ୍ଦମା କଲେ ନୋରା, କହିଲେ ସୁକେଶ ସହ ଜବରଦସ୍ତି ଯୋଡ଼ିଛନ୍ତି ମୋ ନାମ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ମୋଡ଼ ନେଉଛି ବହୁଚର୍ଚ୍ଚିତ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ମାମଲା। ବଲିଉଡର ଦୁଇ ଅଭିନେତ୍ରୀ ଏହି କାରଣରୁ ଏବେ ମୁହାଁମୁହିଁ ହୋଇଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ଅଭିନେତ୍ରୀ...
deomali odisha-3

ବର୍ଷର ବାର ମାସ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରୁଥାଏ ଓଡ଼ିଶାର ଦେଓମାଳି

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟନ ସ୍ଥଳୀ କ୍ଷେତ୍ରରେ ଓଡ଼ିଶା କୌଣସି ଗୁଣରେ କମ ନୁହେଁ। ସବୁଜିମା ଏବଂ ସୌନ୍ଦର୍ଯ୍ୟରେ ଭରି ରହିଛି ଓଡ଼ିଶା ମାଟି। ସେହିପରି ଓଡ଼ିଶାର ଦେଓମାଳି ପର୍ବତମାଳା ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ...

ରୁଷ-ୟୁକ୍ରେନ ଯୁଦ୍ଧ ଅପଡେଟସ୍ : ଦିନ ୨ଟା ସୁଦ୍ଧା ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ   ରୁଷ-ୟୁକ୍ରେନ ମଧ୍ୟରେ ଲାଗି ଥିବା ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ୟୁକ୍ରେନ ରାଜଧାନୀ କ୍ଵିଭକୁ ନିଜ କବ୍ଜାକୁ ନେବାକୁ ରୁଷ ନିରନ୍ତର ପ୍ରୟାସ ଜାରି ରଖିଛି। ଯୁଦ୍ଧ ଭୟରେ ଜୀବନ...

ରାୟଗଡ଼ା: ଛାତ୍ରୀ ନିବାସର ୪୧ ଛାତ୍ରୀ କୋଭିଡ ସଂକ୍ରମିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛାତ୍ରୀନିବାସର ୪୧ ଜଣ ଛାତ୍ରୀ କୋଭିଡ ସଂକ୍ରମିତ ହୋଇଛନ୍ତି। ପର୍ଯ୍ୟାୟ...

ଓଟିଡିସିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ପକ୍ଷରୁ ଗୁରୁବାର ନିଗମର ମୁଖ୍ୟ କାର୍ଯ୍ୟଳୟ ପରିସରରେ ୪୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କୋଭିଡ-୧୯ର ସମସ୍ତ କଟକଣା ସହ ଭର୍ଚୁଆଲ ମାଧ୍ୟମରେ ଦିବସଟିକୁ ନିରାଡ଼ମ୍ଵର ଭାବେ...