ଓମ୍ବାଡସିର ୨୬ତମ ‘ବୋର୍ଡ ଅଫ୍ ଡିରେକ୍ଟର୍ସ’ ବୈଠକରେ ୩୪୩ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଓଡ଼ିଶା ଖଣିଜପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ୨୬ତମ  ‘ବୋର୍ଡ ଅଫ୍ ଡିରେକ୍ଟର୍ସ’ ବୈଠକ ସୋମବାର ଦିନ ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ...

ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ଗୃହ ନିର୍ମାଣ ଋଣ ସହାୟତା

ଓଡ଼ିଶାଲାଇଭ୍ ବ୍ୟୁରୋ ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ପାଇଁ ଗୃହ ନିର୍ମାଣ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି। ଏବେ ଗୃହ ନିର୍ମାଣ ସହାୟତା ରାଶି ୨୫...

ଆନ୍ଧ୍ରପ୍ରଦେଶ: ରାସ୍ତା ଉପରେ ଡାକ୍ତରାଣୀଙ୍କ ସିପିଆର ଚିକିତ୍ସା ଯୋଗୁଁ ବଞ୍ଚିଗଲା ୬ ବର୍ଷର ଶିଶୁର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): କଥାରେ ଅଛି ‘ରଖେ ହରିତ ମାରେ କିଏ…?’ ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ। ବିଦ୍ୟୁତ୍ ସଂସ୍ପର୍ଶରେ ଚେତାଶୂନ୍ୟ ହୋଇ ରାସ୍ତା ଉପରେ...

ଜୟପୁର ରେଳ ଷ୍ଟେସନର ସମୀକ୍ଷା କଲେ ଡିଆରଏମ ଅନୁପ ଶତପଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ପୂର୍ବତଟ ରେଳବାଇ ଓ୍ଵାଲଟେଆର ଡିଭିଜନର ଡିଆରଏମ ଅନୁପ ଶତପଥୀ ଜୟପୁର ରେଳ ଷ୍ଟେସନର ସମୀକ୍ଷା କରିଛନ୍ତି। ସେ ଜଗଦଲପୁରରୁ ବିଶାଖାପାଟଣା ଗସ୍ତରେ ଯିବା ସମୟରେ ଏହି ସମୀକ୍ଷା କରିଛନ୍ତି। ଡିଆରଏମଙ୍କ...

ଭିଭୋ ଓଡ଼ିଶା ମୁଖ୍ୟଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ନୋଟିସ

ଓଡ଼ିଶାଲାଇଭ୍ ବ୍ୟୁରୋ ମୋବାଇଲ କମ୍ପାନି ‘ଭିଭୋ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଓଡ଼ିଶା ମୁଖ୍ୟ ଏ.ଡି ଚେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି। ଆୟକର ଫାଙ୍କିବା ଅଭିଯୋଗରେ ହାଜର ହେବାକୁ ଚେନଙ୍କୁ ଇଡି ପକ୍ଷରୁ ନୋଟିସ...

ଭୁବନେଶ୍ୱର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ – ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ରୂପ ନେବାକୁ ଯାଉଛି ଭୁବନେଶ୍ୱର ରେଳ ଷ୍ଟେସନ। ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ହେବା ସହ ଏହାକୁ ବିଶ୍ୱସ୍ତରୀୟ କରିବା ଲାଗି ଗୁରୁବାର ଦିନ ଭୂମି ପୂଜନ କରିଛନ୍ତି କେନ୍ଦ୍ର...

ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖାର ଚଢ଼ାଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋନ ଦୁର୍ନୀତି ଅଭିଯୋଗରେ ସୋମବାର ଦିନ ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଦୈନିକ ଖବରକାଗଜ ସମ୍ବାଦର ମୁଖ୍ୟ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ପକ୍ଷରୁ ଚଢ଼ାଉ କରାଯାଇଛି। ଇଓଡବ୍ଲୁର ୩ଟି...

ଓଡ଼ିଶା ଭାରତର ପ୍ରଗତିରେ ଏକ ଅଗ୍ରଣୀ ଭୂମିକା ବହନ କରିବ – ଅନିଲ ଅଗ୍ରୱାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ମେକ୍ ଇନ୍ ଓଡ଼ିଶା’ର ତୃତୀୟ ସଂସ୍କରଣର ଗୁରୁବାର ହେଉଛି ଦ୍ୱିତୀୟ ଦିନ। ଭୁବନେଶ୍ଵର ଜନତା ମଇଦାନଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଛି ଏହି ଦ୍ଵିବାର୍ଷିକ ନିବେଶକ ସମ୍ମିଳନୀ। ‘ମେକ୍ ଇନ୍...

ଓଡ଼ିଶାରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଅନଲାଇନ ନିଟ୍ ଏବଂ ଜେଇଇ କୋଚିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଓଡ଼ିଶାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ମାଗଣା ନିଟ୍ ଏବଂ ଜେଇଇ କୋଚିଂ ପାଇପାରିବେ। ଛାତ୍ରଛାତ୍ରୀଙ୍କୁ ଅନଲାଇନରେ କୋଚିଂ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।...

ପାକିସ୍ତାନରେ ଆରମ୍ଭ ହେଲା ‘ଶାହବାଜ’ ଯୁଗ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନରେ ଏକ ମାସ ଧରି ଚାଲିଥିବା ହାଇଡ୍ରାମାରେ ପୂର୍ଣ୍ଣଛେଦ ପଡ଼ିଛି। ପାକିସ୍ତାନ ମୁସଲିମ ଲିଗ୍(ପିଏମ୍‌ଏଲ୍‌—ଏନ୍‌) ନେତା ଶାହବାଜ ସରିଫଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ...