ବାହା ହେଲେ ପ୍ରେମ ପକ୍ଷୀ: ଏକାଠି ହେଲେ ରାଘବ-ପରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ବନ୍ଧନରେ ବାନ୍ଧି ହେଲେ ରାଘବ-ପରିଣୀତି ପତିପତ୍ନୀ ପାଲଟିଲେ ପରୀ-ରାଘବ। ପରିଣୀତି ଚୋପ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଆପ ନେତା ରାଘବ ଚଢ଼ା। ରାଜସ୍ଥାନ ଉଦୟପୁରସ୍ଥିତ ଲୀଲା ପ୍ୟାଲେସରେ ଏହି ସେଲିବ୍ରିଟି...

ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଅମିତ ଶାହ ସନ୍ଧ୍ୟାରେ ଓଡ଼ିଶାରେ ପହଞ୍ଚିବା ପରେ ରାତ୍ରି ବିଶ୍ରାମ କରିବେ। ପରଦିନ ଶ୍ରାବଣ ଶେଷ ସୋମବାର ଦିନ ସକାଳେ...

ମାସ୍କ ନଥିଲେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବା ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି-୨୦ ମ୍ୟାଚ। ଦୀର୍ଘ ଦିନ ପରେ କଟକରେ ମ୍ୟାଚ ଅନୁଷ୍ଠିତ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଅନ୍ୟପଟେ ଭାରତ-ଦକ୍ଷିଣ ଆଫ୍ରିକା...

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ଶ୍ଵାସରୁଦ୍ଧ କାରଣରୁ ଶ୍ୱେତାଙ୍କ ମୃତ୍ୟୁ ହୋଇଛି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ସଫ୍ଟଓ୍ଵେୟାର ଇଞ୍ଜିନିଅର ଶ୍ୱେତା ଉତ୍କଳ କୁମାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ। ଶ୍ଵାସରୁଦ୍ଧ କାରଣରୁ ଶ୍ୱେତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବେକ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ...

ବାହାରିନର ଇସ୍କନ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ସ୍ନାନ ପୂର୍ଣ୍ଣିମା

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାରିନର ମନାମା ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜର ସହଯୋଗରେ ଏଠାରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ପାଳନ...

ସୁନ୍ଦରଗଡ଼ଠାରେ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ: ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ...

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ସୋମବାର ଦିନ ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ...

ପୁରୀ ଜିଲ୍ଲା ସତ୍ୟବାଦୀରେ ଲୋକାର୍ପିତ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀରେ ଲୋକାର୍ପିତ ହୋଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା...

ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ

ଓଡ଼ିଶାଲାଇଭ୍ ବ୍ୟୁରୋ ମାହାଙ୍ଗା ଦଶମ ଶ୍ରେଣୀ ଛାତ୍ରୀ ସ୍ୱର୍ଣ୍ଣଲତା ଦାସଙ୍କ ମୃତ୍ୟୁ ନେଇ ବଢ଼ୁଛି ସସପେନ୍ସ। ଏହା ଆତ୍ମହତ୍ୟା ନା ଅନରକିଲିଂ? ଏହାକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କ’ଣ ହୋଇପାରେ ସ୍ୱର୍ଣ୍ଣଲତାଙ୍କ ମୃତ୍ୟୁର...

କାର୍ତ୍ତିକ ଶୁକ୍ଳ ପକ୍ଷ ନବମୀ ତିଥିରେ କାହିଁକି ପାଳନ ହୁଏ ଅଁଳା ନବମୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ତିଥି ତଥା ଅଁଳା ନବମୀ। ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତ ଦେବୀ ଶ୍ରୀରାଧାପାଦଙ୍କ ଦର୍ଶନ କରୁଛନ୍ତି। ବର୍ଷକରେ କେବଳ ଏହି ଗୋଟିଏ...

ଜନ୍ମାଷ୍ଟମୀରେ ଜାଣନ୍ତୁ ଓଡ଼ିଶାର ୩ ପ୍ରସିଦ୍ଧ ଶ୍ରୀକୃଷ୍ଣ ମନ୍ଦିର ସମ୍ପର୍କରେ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ଜନ୍ମାଷ୍ଟମୀରେ ଓଡ଼ିଶାର ବିଭିନ୍ନ କୃଷ୍ଣ ମନ୍ଦିରରେ ଜନସମାଗମ ଦେଖଇବାକୁ ମିଳୁଛି। ଓଡ଼ିଶାର ବିଭିନ୍ନ ସଂସ୍କୃତି ପରମ୍ପରା ଓ ଇତିହାସକୁ ବର୍ଣ୍ଣନା କରୁଥିବା ଅନେକ କୃଷ୍ଣ ମନ୍ଦିର ରହିଛି। ସେଥିମଧ୍ୟରୁ କଣ୍ଟିଲୋର...