କେଶବଙ୍କ ସହ ବିମାନ ଉଡ଼ାଇଥିଲେ ବିଜୁବାବୁ

ସତ୍ୟ ମହାପାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି। ପ୍ରଥମ ସାଧାରଣ ନିର୍ବାଚନ ବେଳକୁ ”ପ୍ରଜାତନ୍ତ୍ର” ସହିତ ବିଜୁବାବୁଙ୍କର ଘନିଷ୍ଠ ସମ୍ପର୍କ ଥିଲା। ସେଥର ସେ କଂଗ୍ରେସ ଟିକେଟରେ...

ଏବେ ସହିଦଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ସୁରକ୍ଷା ପାଇଁ ଯୁଦ୍ଧ ସମୟରେ ପ୍ରାଣ ହରାଉଥିବା ଓଡ଼ିଆ ସହିଦ ଯବାନମାନଙ୍କ ପରିବାରଙ୍କ ନିମନ୍ତେ ରାଜ୍ୟ ସରକାର ସହାୟତା ରାଶିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଅନୁକମ୍ପା ରାଶି ୫...

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ: ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ...

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ...

ଦିଗପହଣ୍ଡିର ଡ୍ରଇଂ ମାଷ୍ଟର ଦିନନାଥ ପାଠୀ ଓ ଓଡ଼ିଶୀ ଚିତ୍ରକଳା

କେଦାର ମିଶ୍ର କେବଳ ଚିତ୍ରକଳା ନୁହେଁ, ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଲୋକ କଳା, ପର୍ଯ୍ୟଟନ ଓ କଳା ସଂଗଠନ କ୍ଷେତ୍ରରେ ଦିନନାଥଙ୍କର ଅବଦାନ ଅତୁଳନୀୟ। ଯେମିତି କୋଣାର୍କ ବିନା ଓଡ଼ିଶୀ ଐତିହ୍ୟର ଆଲୋଚନା ସମ୍ଭବ...

ସୁନ୍ଦରଗଡ଼ରେ ଓମ୍ବାଡ୍‌ସିର ଓଭରସାଇଟ୍ ଅଥରିଟି – ଦ୍ୱିତୀୟ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଷ୍ଟାଫ୍ କ୍ୱାର୍ଟରର ଉଦ୍‌ଘାଟନ କଲେ କୁଆରମୁଣ୍ଡା ବ୍ଲକ୍ କାର୍ଯ୍ୟାଳୟରେ ଗୋଷ୍ଠୀ ସମ୍ବଳ କେନ୍ଦ୍ରର ଶୁଭାରମ୍ଭ କଲେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ...

ସ୍ଵର ଓ ସଙ୍ଗୀତର ରାଜକୁମାରୀ : ଭୂମିକା ରାୟ

ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି ଯେଉଁ ବୟସରେ ପିଲାମାନେ ଖେଳ କୁଦରେ ମାତିଥାନ୍ତି ସେହି ବୟସରେ ଭୂମିକା ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ବିଭିନ୍ନ ସଙ୍ଗୀତ ରିଅଲିଟି ସୋ’ରେ ଭାଗ ନେଇ ଟପ୍-୧୦ରେ ପହଞ୍ଚି...

ବିଦାୟୀ ମନ୍ତ୍ରୀଙ୍କ ପରଦା ପଛର କାହାଣୀ

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବହୁ ପ୍ରତୀକ୍ଷିତ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବବଦଳ ହୋଇଛି । ଚତୁର୍ଥ ପାଳି ସରକାରର ୩ ବର୍ଷ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ) : ଅମରାବତୀ ବଦଳରେ ବିଶାଖାପାଟଣା ହେବ ଆନ୍ଧ୍ରପ୍ରଦେଶର ରାଜଧାନୀ। ନିର୍ବାଚନ ସମୟରେ ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ୱାଇଏସ...

କାରାଗାରର କୋଠରୀ ଭିତରୁ ଈଟିଭି – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୧୫)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଏଲ୍‌ଏଲ୍‌ଆଇଏନ୍ ବଣ୍ଟନର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରଥମ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବା ଏଲ୍‌ଏଲ୍‌ଆଇଏନ୍ ବଣ୍ଟନ କାର୍ଯ୍ୟକ୍ରମର ସଫଳ ଡକ୍ୟୁମେଣ୍ଟେସନ ଲାଗି ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ପ୍ରାପ୍ତ କରିଛି। ରାଜ୍ୟ ସ୍ୱାସ୍ଥ୍ୟ...