ଅଲବିଦା କେକେ: କୋଲକାତା କନସର୍ଟ ହେଲା ଶେଷ ଠିକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ପ୍ରସିଦ୍ଧ ଗାୟକ କେକେ ଓରଫ କୁଷ୍ଣ କୁମାର କୁନ୍ନଥଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ମାତ୍ର ୫୩ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି। କୋଲକାତାରେ ଏକ...

ଦୁଇ ଓଡ଼ିଆ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଓଡ଼ିଆ ପୁଅଙ୍କୁ ବୀରତା, ସାହସିକତା ଏବଂ ଆତ୍ମ ବଳିଦାନ ପାଇଁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି। ଦିଲ୍ଲୀ ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ମଧ୍ୟରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ କରିଛନ୍ତି ଭୋଟର। ସନ୍ଧ୍ୟା ୬ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ ହୋଇଛି। ସୁରକ୍ଷା ପାଇଁ ବୁଥଗୁଡ଼ିକରେ ୧୦୦୦ ପୋଲିସ ଫୋର୍ସ...

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର କାର୍ତ୍ତିକ ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି) ଦ୍ଵାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୧ର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଓଡ଼ିଆ ପୁଅ କାର୍ତ୍ତିକ ପାଣିଗ୍ରାହୀ ସଫଳତା ହାସଲ କରିଛନ୍ତି। ଚଳିତ ଥର...

ବାରବାଟୀରେ ଟି-୨୦ ମ୍ୟାଚ: ଜୁନ ୧ରୁ ଅନଲାଇନରେ ମିଳିବ ଟିକେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଜୁନ ୧୨ ତାରିଖରେ ବାରବାଟୀରେ ଟି-୨୦ ମ୍ୟାଚ। ଏହି ମ୍ୟାଚରେ ଓ୍ଵେଷ୍ଟ ଇଣ୍ଡିଜକୁ ଭେଟିବ ଟିମ୍ ଇଣ୍ଡିଆ। ଏଥର ବାରବାଟୀ ଷ୍ଟାଡିୟମରେ ବସି ଶତ ପ୍ରତିଶତ ଦର୍ଶକ ମ୍ୟାଚ୍ ଦେଖିବେ।...

ପ୍ରଧାନମନ୍ତ୍ରୀଙ୍କ ଉପହାର: ଚାଷୀଙ୍କ ଖାତାକୁ ଗଲା ପିଏମ୍ କିସାନ କିସ୍ତି ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର ୮ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଚାଷୀଙ୍କୁ ଉପହାର ଦେଇଛନ୍ତି। ପିଏମ କିସାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଏକାଦଶ କିସ୍ତି ଟଙ୍କା ଚାଷୀଙ୍କ...

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ୪ ବିଜେଡି ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ନିର୍ବାଚନ ଲାଗି ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ୪ ବିଜେଡି ପ୍ରାର୍ଥୀ। ଆଜି, ମେ’ ୩୧ ତାରିଖ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାରୁ ୪...

କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ା ସୁରକ୍ଷା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ। ମୋଟ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବାବେଳେ ତିନି ପ୍ରମୁଖ ଦଳ...

ଆଜି ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଘରେ ପାଳନ ହୁଏ ବାର ମାସରେ ତେର ପର୍ବ। ଆଜି ହେଉଛି ସେହି ପବିତ୍ର ପର୍ବ ମଧ୍ୟରୁ ଗୋଟିଏ ସାବିତ୍ରୀ ବ୍ରତ। ଓଡ଼ିଆ ଘରର ସଧବା ନାରୀମାନେ ସାବିତ୍ରୀ ଅମବାସ୍ୟା...

ଅଧାରେ ଅଟକିଛି ଜାଗନୀଗୁଡ଼ା ଗାଁର ସୁନାମଣୀଙ୍କ ଆବାସ ଘରେ ରହିବାର ସ୍ଵପ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଜାଗନୀଗୁଡ଼ା ଗାଁର ସ୍ଵର୍ଗତ ପୁରନ ଭାତନାୟକଙ୍କ ପତ୍ନୀ ସୁନାମଣୀ ଭାତନାୟକ(୮୦) ଆବାସ ଘରେ ରହିବାକୁ ଚାହିଁ ହରିଛନ୍ତି। କିନ୍ତୁ ଅଧାରେ...