ଓଡ଼ିଶାଲାଇଭ୍ ଟିମ୍ ସହ ସ୍ୱାମୀ ସରୋଜଙ୍କ ଜନ୍ମଦିନ ପାଳିଲେ ଏସିଡ୍ ପୀଡ଼ିତା ପ୍ରମୋଦିନୀ ରାଉଳ
ଓଡ଼ିଶାଲାଇଭ୍ ବ୍ୟୁରୋ
‘‘ଖୁସିର ଦିନ କେବେ ଆସିବ ତାକୁ ଅପେକ୍ଷା କଲେ ଖୁସି ମିଳେନି। ବରଂ ଛୋଟ ଛୋଟ ଖୁସି ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଡ଼େ। ଆଜି ମୋ ସ୍ୱାମୀ ସରୋଜଙ୍କ ଜନ୍ମଦିନ...
ଜୁନ ୨ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜୁନ ୨ ତାରିଖରୁ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ। ରାଜ୍ୟର ମୋଟ ୬୪ଟି କେନ୍ଦ୍ରରେ ଅଫଲାଇନ ଏବଂ ୩୭ଟି କେନ୍ଦ୍ରରେ ଅନଲାଇନ ମୂଲ୍ୟାୟନ କରାଯିବ ବୋଲି...
ନନ୍ଦନକାନନଠାରେ ରାଜ୍ୟର ପ୍ରଥମ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କାର ପାର୍କିଂକୁ ନେଇ ଏବେ ଚିନ୍ତା ଦୂର ହେବ। ପାର୍କିଂକୁ ନେଇ ଭୁବନେଶ୍ଵର-ନନ୍ଦନକାନନ ରାସ୍ତାରେ ଜମୁଥିବା ଭିଡ଼ ମଧ୍ୟ କମିବ। କାରଣ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନନ୍ଦନକାନନଠାରେ ତିନି ମହଲା...
ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ: ସୋସିଆଲ ମିଡିଆରେ କେହିକାହାକୁ ମନ୍ତବ୍ୟ ଦେଇପାରିବେ ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ କେହି କାହା ବିରୋଧରେ ମନ୍ତବ୍ୟ ଦେଇପାରିବେ ନାହିଁ। କେହି କାହାକୁ ଆକ୍ଷେପ କରି ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରିପାରିବେ ନାହିଁ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ସାଂସଦ...
ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା: ଆର୍ଯ୍ୟନ ଖାନଙ୍କୁ କ୍ଲିନ ଚିଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି ଅଦାଲତ। ଏନଡିପିଏସ କୋର୍ଟରେ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରେ(ଏନସିବି) ଚାର୍ଜସିଟ ଦାଖଲ କରିଥିଲା। ଏହି ଚାର୍ଜସିଟରେ...
ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେଇଛି ମୋ ସରକାର – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋ ସରକାର ସମୀକ୍ଷା
ଅର୍ଥ, ପୂର୍ତ୍ତ, ବାଣିଜ୍ୟ ଓ ପରିବହନ ବିଭାଗ ସାମିଲ
ସରକାର ଓ ସରକାରୀ ଅନୁଷ୍ଠାନ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀ ବଦଳିଛି
ଜନସାଧାରଣ ଓ ସରକାର ମଧ୍ୟରେ...
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଲିବ୍ରିଟି କପୁଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ...
ସ୍ଵାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା: ରାଜ୍ୟରେ କମିଲା ଶିଶୁ ମୃତ୍ୟୁହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତି ଏକ ହଜାରରେ ୩୬କୁ କମିଲା ଶିଶୁ ମୃତ୍ୟୁହାର
୨୦୦୫ ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁ ହାରରେ ୩୯ ପଏଣ୍ଟ ହ୍ରାସ
ସାରା ଦେଶରେ ସର୍ବାଧିକ ହ୍ରାସ
ସ୍ଵାସ୍ଥ୍ୟ...
କମିଲା ବସ୍ ଭଡ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ହେବା ପରେ ଗୁରୁବାର ରାଜ୍ୟରେ ବସ ଭଡ଼ା ହ୍ରାସ ହୋଇଛି। ସାଧାରଣ ବସ ଭଡ଼ା କିଲୋମିଟର ପ୍ରତି ୯୨ରୁ ୮୯ ପଇସାକୁ ହ୍ରାସ ହୋଇଛି।...
ଦିଲ୍ଲୀର ନୂଆ ଉପରାଜ୍ୟପାଳ ହେଲେ ବିନୟ କୁମାର ସକ୍ସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ନୂଆ ଉପରାଜ୍ୟପାଳ ହେଲେ ବିନୟ କୁମାର ସକ୍ସେନା। ଗୁରୁବାର ଦିଲ୍ଲୀରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ବିପିନ ସାନ୍ଧୀ...





















