ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାରେ ପାଳନ କରାଯାଏ ଏହି ପବିତ୍ର ଦିନଟି। ଚାଷୀକୂଳ ପାଇଁ ଏହି ଦିନଟି ବେଶ୍ ଗୁରୁତ୍ଵ ବହନ କରିଥାଏ। ଆଜିର ଦିନରେ...

ଆଜି ପବିତ୍ର ଅକ୍ଷୟ ତୃତୀୟା, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାରେ ପାଳନ କରାଯାଏ ଏହି ଦିନଟିକୁ। ଆଜିର ଦିନରେ ଚାଷୀକୂଳ ଅଖିମୁଠି ଅନୁକୂଳ କରି ବର୍ଷର ପ୍ରଥମ ଚାଷ କାମ ଆରମ୍ଭ...

ଜାଣନ୍ତୁ ଅକ୍ଷୟ ତୃତୀୟାର ୨୫ଟି ମହତ୍ତ୍ଵ

ସ୍ନିଗ୍ଧା ରାଣୀ ଷଡ଼ଙ୍ଗୀ ଅକ୍ଷୟ ତୃତୀୟାକୁ ସ୍ୱୟଂସିଦ୍ଧ ମୂହୂର୍ତ୍ତ ଭାବରେ ଜଣାଶୁଣା। ଅକ୍ଷୟ ତୃତୀୟା ଦିନ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟା ନିଜର ନାମ ଅନୁରୂପ ଶୁଭଫଳ...

ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ରୂପାୟନ ଏବଂ ସେଗୁଡ଼ିକର ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର ମିଳିଛି। ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ଷ୍ଟେଟ୍ ଅଫ୍...

ମେ’ ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ସୋମବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ମେ’ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏଥିପାଇଁ...

ବିଡିଓଙ୍କୁ ମାଡ଼ ମାରି ଦେବଗଡ଼ ବିଧାୟକ ଗିରଫ: ବିଜେପି-ବିଜେଡି ମଧ୍ୟରେ ଟୁଇଟର ଓ୍ଵାର

ଓଡ଼ିଶାଲାଇଭ୍ ବ୍ୟୁରୋ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ମହଲ ସରଗରମ ହୋଇଛି। ଏହି ଘଟଣାକୁ ନେଇ...

ନବରଙ୍ଗପୁର: ସାନ କୁସୁମୀ ଗ୍ରାମରେ ପାନୀୟ ଜଳ ସମସ୍ୟା, ପାଣି ପାଇଁ ୩ କିଲୋମିଟର ଯାଉଛନ୍ତି ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସଦର ମହକୁମାର ସାନ କୁସୁମୀ ଗ୍ରାମର ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ପିଇବା ପାଣି ସଂଗ୍ରହ କରିବାକୁ ୩ କିମି ଦୂରକୁ ଯାଉଛନ୍ତି...

ଆଜିଠୁ ସକାଳ ୬ଟାରୁ ସ୍କୁଲ ଖୋଲିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ସମସ୍ତ ସ୍କୁଲ ୫ ଦିନ ବନ୍ଦ ରହିବା ପରେ ମେ’ ୨ ତାରିଖ ସକାଳ ୬ଟାରୁ ଖୋଲିଛି। ଆଜି ସକାଳ ୬ଟାରୁ ସ୍କୁଲ ଆରମ୍ଭ ହୋଇ...

ମେ’ ମାସରେ ଓଡ଼ିଶାକୁ ବାତ୍ୟା ଭୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛି ବର୍ଷ ହେଲା ମେ’ ମାସରେ ଓଡ଼ିଶାକୁ ବାତ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ମେ’ ମାସରେ ତାଣ୍ଡବ ରଚିଛନ୍ତି  ବାତ୍ୟା ‘ଆଇଲା’ଠାରୁ ‘ୟଶ’ ପର୍ଯ୍ୟନ୍ତ। ମେ’ ମାସ ଆସିଲେ...

ସାମାଜିକ ସୁରକ୍ଷା କ୍ଷେତ୍ରରେ ସଫଳତା ପାଇଁ ରାୟଗଡ଼ା ଜିଲ୍ଲା ସମ୍ମାନିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାୟଗଡ଼ା ଜିଲ୍ଲା ସମ୍ମାନିତ ହୋଇଛି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି।...