ଆହୁରି ୩ ଦିନ ସିଝିବେ ରାଜ୍ୟବାସୀ, ଏପ୍ରିଲ ୩୦ ଯଏଁ ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ତତଲା କଢ଼େଇରେ ଏବେ ଓଡ଼ିଶା। ଅସହ୍ୟ ଖରାରେ ସିଝୁଛନ୍ତି ରାଜ୍ୟବାସୀ। ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ତାପରୁ ନିସ୍ତାର ମିଳିବ ନାହିଁ ଓଡ଼ିଶାକୁ।...
ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲର ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲା ଏନ୍ଟିପିସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ତଥା ଏହାର ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଆଧୁନିକ ଭିତ୍ତିଭୂମିର ନିର୍ମାଣ...
ସୁନ୍ଦରଗଡ଼ କିଞ୍ଜିର୍ମାଠାରେ ଜିଲ୍ଲାସ୍ତରୀୟ ଚାଷୀ ମେଳା ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସଫଳ ଚାଷୀ ଓ ଏସ୍ଏଚ୍ଜିଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ
ବିଭିନ୍ନ ଷ୍ଟଲରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ, ଆଧୁନିକ କୃଷି ଯନ୍ତ୍ରପାତି ଓ ବିହନ ପ୍ରଦର୍ଶିତ
ଦେଶବ୍ୟାପୀ ୭୫ତମ ଆଜାଦି କା ଅମୃତ...
ବିଏସଏଫ ତରଫରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଓ ଡଗ୍ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୟପୁର ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର କୋରାପୁଟ ବିଏସଏଫ ତରଫରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଏବଂ ଡଗ୍ ସୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଆଜାଦି କା ଅମ୍ରିତ ମହୋତ୍ସବ’ ଅବସରରେ...
କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ପଦଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବିକାଶ ତାଲିକାରେ ପଛୁଆ ଜିଲ୍ଲାର ମାନ୍ୟତା ପାଇ ଆସୁଥିବା କେନ୍ଦ୍ରାପଡ଼ାରେ ସ୍ଵାସ୍ଥ୍ୟର ବିକାଶ ମଧ୍ୟ ବହୁ ପଛରେ ପଡ଼ିଛି। ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଜିଲ୍ଲାରେ...
‘ଟ୍ଵିଟର’ର ନୂଆ ମାଲିକ ଏଲୋନ ମସ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିଛନ୍ତି ‘ଟ୍ଵିଟର’ର ମାଲିକ। ବିଶ୍ଵର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ଏଲୋନ ମସ୍କ ମାଇକ୍ରୋ ବ୍ଲଗିଂ ଓ୍ଵେବସାଇଟ ‘ଟ୍ଵିଟର’କୁ କ୍ରୟ କରିଛନ୍ତି। ଏବେ ‘ଟ୍ଵିଟର’ର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି।...
ମା’ ସାରଳାଙ୍କ ପୀଠରେ ୫-ଟି ସଚିବ ଭିକେ ପାଣ୍ଡିଆନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫-ଟି ସଚିବ ଭି କେ ପାଣ୍ଡିଆନ ମଙ୍ଗଳବାର ପ୍ରତ୍ୟୁଷରେ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ପୀଠକୁ ଯାଇ ମା’ ସାରଳାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ...
ଏପ୍ରିଲ ୨୭ରୁ ମେ’ ୨ ପର୍ଯ୍ୟନ୍ତ ବନ୍ଦ ରହିବ କଲେଜ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାରି ରହିଥିବା ଅସହ୍ୟ ଗରମ ଯୋଗୁଁ ଆସନ୍ତା ଏପ୍ରିଲ ୨୭ରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କଲେଜରେ ପାଠପଢ଼ା ବନ୍ଦ ରହିବ। ରାଜ୍ୟର ସମସ୍ତ ୟୁଜି ଏବଂ ପିଜ...
୬ରୁ ୧୨ ବର୍ଷର ପିଲା ନେବେ କୋଭିଡ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ଯୋଗୁଁ ଭାରତକୁ ଅନେକ ପରିମାଣରେ ଫାଇଦା ହୋଇଛି। ଟିକାକରଣ ଯୋଗୁଁ ଦେଶରେ କୋଭିଡ ପରିସ୍ଥିତିକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିବାରେ ସଫଳତା ମଧ୍ୟ ମିଳିଛି।...
ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ଗଠନ ହେଲା ୩୮ଟି ସ୍ପେସିଆଲ ସ୍କ୍ଵାଡ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଏପ୍ରିଲ ୨୯ ତାରିଖଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାଟ୍ରିକ୍ ପରୀକ୍ଷା ପରିଚାଳନା ଏବଂ କପି ରୋକିବା ପାଇଁ ଗଠନ ହୋଇଛି ସ୍ପେସିଆଲ ସ୍କ୍ଵାଡ୍। ମୋଟ ୩୦ଟି ଜିଲ୍ଲା ପାଇଁ...





















