ଏପ୍ରିଲ ୧୦ରୁ ବୁଷ୍ଟର ଡୋଜ ନେବେ ୧୮ରୁ ଊର୍ଦ୍ଧ୍ଵ ବୟସ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଏପ୍ରିଲ ୧୦ ତାରିଖଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ଵ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ଭାରତରେ କୋଭିଡ ମହାମାରୀର...

ଡ୍ରେନେଜ ସମସ୍ୟାରୁ ମୁକୁଳିବେ ଭୁବନେଶ୍ଵର ବାସିନ୍ଦା – ସୁଲୋଚନା ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ମହାନଗର ନିଗମ(ବିଏମ୍‌ସି)ର ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଭୁବନେଶ୍ଵରରେ ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଡ୍ରେନେଜ ସମସ୍ୟା ଖୁବଶୀଘ୍ର ଦୂର କରିବାକୁ ଯୋଜନା...

ଲହୁଣୀପଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବୁଧବାର ଓ ଗୁରୁବାର ଦୁଇ ଦିନିଆ କୋଇଡ଼ା ଏବଂ ଲହୁଣୀପଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବଣାଇଁ ବିଧାୟକ ଲକ୍ଷ୍ମଣ...

ଝାରପଡ଼ା ହାଟ ଉଚ୍ଛେଦ: ବିଜେପିର ପ୍ରତିବାଦ, ବ୍ୟବସାୟୀଙ୍କ ରାସ୍ତା ରୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଝାରପଡ଼ା ଗଣେଶ ମଣ୍ଡପ ନିକଟ ଝାରପଡ଼ା ହାଟକୁ ଶୁକ୍ରବାର ସକାଳୁ ସକାଳୁ ଉଚ୍ଛେଦ କରିଛି ବିଡିଏ। ପ୍ରାୟ ୩୦୦ ଦୋକାନ ଭଙ୍ଗାଯାଉଛି। ଉଚ୍ଛେଦ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା...

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଜେଲ ଗଲେ ଶର୍ମିଷ୍ଠା ଓ ଝୁନା

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ହୋଇଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ ଗୁରୁବାର ଜେଲ ଯାଇଛନ୍ତି। ଶର୍ମିଷ୍ଠା ଓ ଝୁନାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍...

ସୁନ୍ଦରଗଡ଼ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ପ୍ରକଳ୍ପ: ଖଣି ପ୍ରଭାବିତ ଲହୁଣୀପଡ଼ା ଓ କୋଇଡ଼ା ବ୍ଲକରେ ନିର୍ମିତ ୧୬ଟି ରାସ୍ତାର ଲୋକାର୍ପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସୁଗମ କରାଯାଉଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ କରି ନିର୍ମାଣ କରାଯାଇଥିବା ୧୬ଟି ରାସ୍ତାର...

ଭାରତକୁ ଆମେରିକାର ଚେତାବନୀ: ରୁଷ ସହ ସମ୍ପର୍କକୁ ସୀମିତ କରୁ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ ସହ ସମ୍ପର୍କ ନିବିଡ଼ କଲେ ଭାରତକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା କହିବା ସହ ରୁଷ ସହ ସମ୍ପର୍କକୁ ସୀମିତ କରିବା ପାଇଁ ପରାମର୍ଶ ଦେଇଛି। ଅନ୍ୟ...

ଶପଥ ନେଲେ କଟକ ନୂଆ ମେୟର ସୁବାସ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ମହାନଗର ନିଗମର ନବନିର୍ବାଚିତ ମେୟର ସୁବାସ ସିଂ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମୋଟ ୫୯ ଓ୍ଵାର୍ଡର କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି। ଶପଥ ଗ୍ରହଣ ପାଇଁ କଟକ...

ରୋଷଘର ଚୁଲି ଭଙ୍ଗା ଘଟଣା: ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ଘଟିଛି। କଡ଼ା ସୁରକ୍ଷା ସତ୍ତ୍ଵେ ବଡ଼ଦେଉଳ ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ଏବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ...

ବେଲଗାମ ପେଟ୍ରୋଲ ଏବଂ ଡିଜେଲ ଦର: ୧୬ ଦିନରେ ୧୪ ଥର ବଢ଼ିଲାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବ୍ରେକ୍ ଲାଗିବାର ନା ଧରୁନି। ୧୬ ଦିନ ହେଲା ଲଗାତର ବଢ଼ି ଚାଲିଛି ପେଟ୍ରୋଲ ଏବଂ ଡିଜେଲର ଦର। ୧୬ ଦିନରେ ୧୪ ଥର ତେଲ...