‘ସିଡିଏସ୍’ ନିଯୁକ୍ତି ନିୟମରେ ପରିବର୍ତ୍ତନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିରକ୍ଷା ମନ୍ତ୍ରାଳୟର ଚିଫ ଅଫ୍ ଡିଫେନ୍ସ ଷ୍ଟାଫ ବା ସିଡିଏସ ନିଯୁକ୍ତିକୁ ନେଇ ସର୍ଭିସ ଆକ୍ଟରେ ପରିବର୍ତ୍ତନ କରାଯାଇଛି। ଏନେଇ ଗ୍ୟାଜେଟ ନୋଟିଫିକେସନ ମଧ୍ୟ ଜାରି ହୋଇଛି। ଏବେ ଲେଫ୍ଟନାଣ୍ଟ ଜେନେରାଲଙ୍କ...

କୋଭିଡ୍ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟରେ ଫ୍ଲୁ କ୍ଲିନିକ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ସମ୍ଭାବ୍ୟ କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ...

ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭାରେ ହୋହଲ୍ଲା, ଗୃହ ୧୧ଟା ୩୦ ଯାଏଁ ମୁଲତବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ...

ସ୍ୱାଇନ୍‌ ଫ୍ଲ୍ୟୁ ଆଶଙ୍କାରୁ ନିଜକୁ ଦୂରେଇ ରଖନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାଇନ୍‌ ଫ୍ଲ୍ୟୁ ଏକ ଭୂତାଣୁ ଜନିତ ରୋଗ। ଏହା ଇନ୍‌ଫ୍ଲ୍ୟୁଏଞ୍ଜା  (ଏଚ୍୧ଏନ୍୧ ଭାଇରସ୍) ଦ୍ଵାରା ବ୍ୟାପିଥାଏ। ବିଶେଷକରି ଥଣ୍ଡା ଓ ବର୍ଷା ଦିନରେ ଏହାର ପ୍ରଭାବ ଅଧିକ ଥାଏ। ତେବେ ସ୍ୱାଇନ୍‌...

ଅକ୍ଷର ଚିହ୍ନିଲେ ସବୁ ଆଙ୍କର୍!

ବିଜନ କୁମାର ମହାପାତ୍ର କିଛି ବର୍ଷ ଧରି ଓଡ଼ିଶାରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ଘଟିଛି। ସାଧାରଣ ମନୋରଞ୍ଜନ ସହିତ ଟେଲିଭିଜନ ନ୍ୟୁଜ ଚ୍ୟାନେଲ୍‌ର ସଂଖ୍ୟା ବୃଦ୍ଧି ପାଇଛି। ବିଶେଷକରି ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ୍‌ର...

ଆଳିରେ ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଲୋକେ ଭୟଭୀତ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନିର୍ବାଚନ ସମୟ ଆସିଲେ ଆଳି ଥାନା ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ନ୍ତି। କାରଣ ଅନେକ ସମୟରେ ଏହି ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା ହତ୍ୟାକାଣ୍ଡର ରୂପ ନେଇଛି। ନିର୍ବାଚନ...

ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଅହଲ୍ୟା ଉଦ୍ଧାର ଓ ଗଙ୍ଗାପାର ବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଓଡ଼ଗାଁରେ ଅବସ୍ଥାପିତ ପ୍ରଭୁ ଶ୍ରୀରଘୁନାଥ ଜୀଉଙ୍କ ନବମୀ ଉତ୍ସବରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଅହଲ୍ୟା ଉଦ୍ଧାର ଓ ଗଙ୍ଗାପାର ବେଶ ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କର ଏହି ମନୋରମ ଓ ଦୁର୍ଲଭ...
madhu babu

ଏବେବି ଓଡ଼ିଆଙ୍କ କାନରେ ବାଜି ଉଠୁଛି ମଧୁବାବୁଙ୍କ ଆହ୍ଵାନ – ‘ଉଠରେ ଉଠରେ ଉତ୍କଳ ସନ୍ତାନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ[youtube https://www.youtube.com/watch?v=adsQ7N-AX-E] ଆଜି ଉତ୍କଳ ଦିବସ। ମନେପଡ଼ନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ। ଦିନେ ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ। ସେହି ସ୍ଵପ୍ନକୁ ସତ କରିବାକୁ...

ବାହାରିନରେ ଝଲସିଲା ଓଡ଼ିଶା କଳା ସଂସ୍କୃତି

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ କଟକଣା ହଟିବା ପରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଛି। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବାହାରିନରେ ଥିବା ସମସ୍ତ ଓଡ଼ିଆ...

‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ବିଜୁବାବୁଙ୍କ ବିଭିନ୍ନ ତୈଳଚିତ୍ର ଓଡ଼ିଶା ବିଧାନସଭାକୁ ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ଓଡ଼ିଶାଲାଇଭ୍‌’ ପକ୍ଷରୁ ପ୍ରସ୍ତୁତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଜନନେତା ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ବିଭିନ୍ନ ତୈଳଚିତ୍ର ବିଧାନସଭାକୁ ପ୍ରଦାନ କରାଯାଇଛି। ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ପ୍ରସ୍ତୁତ ଏହି...