ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଇସିଲାଟ, ବିଜେପୁର ଏବଂ ବରପାଲି ବ୍ଲକରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପୁରରେ ଜମିଲାଣି ପ୍ରଚାର ମାହୋଲ। ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟ ମାଗୁଥିବା ବେଳେ ବିଭିନ୍ନ ଦଳର ତୁଙ୍ଗ...

ବିଜେପୁର ବିଜେପିରେ ବଢ଼ିଲା ଅସନ୍ତୋଷ, ‘ଅଣଦେଖା’ ଅଭିଯୋଗ ଆଣିଲେ ଅଶୋକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିରେ ଦେଖାଦେଇଛି ଅସନ୍ତୋଷ। ଯାହା ଆକଳନ କରାଯାଉଥିଲା ତାହା ହିଁ ସତ ହେଲା। ବିଜେପୁର ବିଜେପିରେ ଅସନ୍ତୋଷ ତେଜିଲା। ବିଜେପୁର ଦଖଲ କରିବା ପାଇଁ ବିଜେପି ବ୍ଲୁ...

ବିଜେପୁର ବାଜି – ବିଜେପିର ଚିନ୍ତା ବଢ଼ାଇଲେ ଅଶୋକ!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଟିକେଟ ନପାଇ ବିଜେପିରେ ଅଶୋକ ପାଣିଗ୍ରାହୀ ଏବେ ଅସନ୍ତୁଷ୍ଟ। ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍‌ ବାଜିଛି। ବିଜେପୁର ଦଖଲ ପାଇଁ ବିଜେଡି ମଇଦାନ ପ୍ରସ୍ତୁତ କରୁଥିବା ବେଳେ ବିଜେପିର ଚିନ୍ତା ବଢ଼ାଇ...

ବିଜେପୁର – ଅସନ୍ତୁଷ୍ଟଙ୍କ ବିଦ୍ରୋହରେ ତିନି ଦଳ ଘାଇଲା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୧ରେ ବିଜେପୁର ଉପନିର୍ବାଚନ। ତିନି ଦଳରେ ବହୁଛି ଅସନ୍ତୋଷର ହାୱା। ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଆସ୍ତେ ଆସ୍ତେ ଜୋର ଧରୁଥିବା ବେଳେ ତିନିଟି ଯାକ ବୃହତ ଦଳରେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ...

୧୭ରେ ବିଜେପୁର ଯିବେ ନବୀନ, ଦୁଇ ଦିନ କରିବେ ପ୍ରଚାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ୧୭ ଓ ୧୮ ତାରିଖ ଦୁଇଦିନ ଧରି ବିଜେପୁରରେ ପ୍ରଚାର କରିବେ। ଏପରିକି ବରଗଡ଼ରେ ରାତ୍ରିଯାପନ...

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକଙ୍କ ତାଲିକା, ଜାଣନ୍ତୁ କେଉଁ ଦଳରେ କିଏ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ତିନି ଦଳ ତାଙ୍କର ଷ୍ଟାର ପ୍ରଚାରକ ଘୋଷଣା କରିଛନ୍ତି। ଆଗାମୀ ବିଜେପୁର ଉପ-ନିର୍ବାଚନରେ ଏହି ନେତାମାନେ ଦଳ ପାଇଁ ପ୍ରଚାର କରିବେ। ବିଜେଡିର ଷ୍ଟାର ପ୍ରଚାରକରେ ସାମିଲ...

ବିଜେପୁରରେ ଶକ୍ତି ପ୍ରଦର୍ଶନ କଲେ ବିଜେପି-ବିଜେଡି, ଆଗକୁ ଜମିବ ପ୍ରଚାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ଓ ବିଜେଡି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରି ଶକ୍ତି ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ନିରାଡ଼ମ୍ବର ଭାବେ ପ୍ରାର୍ଥିପତ୍ର ଦାଖଲ କରିଛି। ବିଜେପୁର ଉପ-ନିର୍ବାଚନ ପାଇଁ ଶେଷ ହେଲା ପ୍ରାର୍ଥିପତ୍ର...

ଏଥର ଲଢ଼େଇ ଜମିବ – ବିଜେପୁର ମଇଦାନରେ ୭ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରାର୍ଥିପତ୍ର ଦାଖଲ। ଶେଷ ଦିନ ସୁଦ୍ଧା ୭ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡିରୁ ରୀତା ସାହୁ, କଂଗ୍ରେସରୁ ଦିଲ୍ଲୀପ କୁମାର ପଣ୍ଡା ଏବଂ...

ବିଜେପୁର ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡ଼ତିଆ। ପାର୍ଥିପତ୍ର ଦାଖଲର ଶେଷ ଦିନରେ ସେ ଏକ ବିଶାଳ ଶୋଭାଯାତ୍ରାରେ ଆସି ନିଜର ପ୍ରାର୍ଥିପତ୍ର ଦାଖଲ...

ବିଜେପୁର ଉପ-ନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା। ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ବିଜେପୁର ଉପ-ନିର୍ବାଚନ ପାଇଁ...