କିଏ ହାତେଇବ ଉମରକୋଟ: ପୁଣି ବିଜେପି ନା ଛଡ଼ାଇନେବ ବିଜେଡି!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ଆସନରେ ବଢ଼ୁଛି ରାଜନୈତିକ ଉଷ୍ମତା। ଏକଦା କଂଗ୍ରେସର ଗଡ଼ ଥିବା ଏହି ଆସନରେ ୨୦୦୪ରୁ କେବେ ବିଜେଡି ତ ବିଜେପି ଉଡ଼ାଇଛି ବିଜୟ ବାନା। ୨୦୧୯ରେ ବିଜେପି ହାତରେ ଥିଲା ଏ ଆସନ। ତେବେ ଚଳିତ ନିର୍ବାଚନରେ...

ଓଡ଼ିଶାରେ ଚଳଚଞ୍ଚଳ ରାଜନୈତିକ ମାହୋଲ: ବିଭିନ୍ନ ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ହେଭିଓ୍ଵେଟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆସନ୍ତା ନିର୍ବାଚନ ଲାଗି ଓଡ଼ିଶାରେ ଚଳଚଞ୍ଚଳ ହୋଇଉଠିଛି ରାଜନୈତିକ ମାହୋଲ। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚାଲିଛି ପ୍ରାର୍ଥିପତ୍ର ଦାଖଲ ପର୍ବ। ଏହାରି ମଧ୍ୟରେ ଶୁକ୍ରବାର ଦିନ...

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ: ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଆଜିଠୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନ ସାମିଲ ରହିଛି। ମେ’ ୨୦ ତାରିଖରେ...

କାହା ଅଧୀନକୁ ଯିବ ଅନୁଗୁଳ ବିଧାନସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଅନୁଗୁଳ ବିଧାନସଭା ଆସନ ଲାଗି ନିର୍ବାଚନୀ ଲଢ଼େଇ ହେବ ଜୋରଦାର, ସଂଯୁକ୍ତା, ପ୍ରତାପ ଓ ଅମ୍ବିକାଙ୍କ ମଧ୍ୟରେ ହେବ କଡ଼ା ଟକ୍କର। କେନ୍ଦ୍ରୀୟ ଓଡ଼ିଶାର ପ୍ରମୁଖ ଆସନ ଅନୁଗୁଳ। ଗତ ୫ଟି...

ନବରଙ୍ଗପୁର ଲୋକସଭା ଆସନରେ ପୁଣି ବଳ କଷାକଷି ହେବେ ୩ ମାଝି – କିଏ ମାରିବ ବାଜି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବରଙ୍ଗପୁର ଲୋକସଭା ଆସନ ପାଇଁ ଏଥର ମଇଦାନରେ ପୁଣି ହେବାକୁ ଯାଉଛି ୩ ମାଝିଙ୍କ ମଧ୍ୟରେ କଡ଼ା ଟକ୍କର। ଏଠାରେ ରାଜ୍ୟର ପ୍ରମୁଖ ଦଳ ସେମାନଙ୍କ ହେଭିୱେଟ୍ ନେତାଙ୍କ ପ୍ରାର୍ଥୀ...

ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ବିଜେପିର ଡବଲ ଇଞ୍ଜିନ ସରକାର – ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ଗୁରୁବାର ସେ ସୋନପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜ୍ୟରେ ଦଳର ନିର୍ବାଚନୀ ବିଗୁଲ୍ ଫୁଙ୍କିଛନ୍ତି। ଏଠାରେ ସେ...

ଦିଗପହଣ୍ଡି ବିଧାନସଭା ଆସନରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରାର୍ଥୀ ଚୟନ ଏବଂ ଟିକେଟ ବଣ୍ଟନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ। ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି...

ପ୍ରଣବ ବନାମ ଧର୍ମେନ୍ଦ୍ର: କାହାର ହେବ ସମ୍ବଲପୁର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନ ହାତେଇବାକୁ ଏଥର ଜମିବ ଲଢ଼େଇ, ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।...

ନିର୍ବାଚନୀ ମଇଦାନରେ ନବୀନ: ହିଞ୍ଜିଳିରୁ ଆରମ୍ଭ କଲେ ପ୍ରଚାର ଅଭିଯାନ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଦିନ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ଲାଗି ଆରମ୍ଭ କରିଛନ୍ତି ପ୍ରଚାର ଅଭିଯାନ। ହିଞ୍ଜିଳିଠାରେ ଆୟୋଜିତ ସାଧାରଣ...

ଓଡ଼ିଶା ପାଇଁ ଆସିଲା ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି। ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ଦିନ ପ୍ରକାଶ କରାଯାଇଛି।...