ପାଗ ଖରାପ: ଭୁବନେଶ୍ଵରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
କାଳବୈଶାଖୀ ପ୍ରଭାବରେ ପବନର ବେଗ ବଢ଼ିବାରୁ ଭୁବନେଶ୍ଵରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଫଳରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଝାରସୁଗୁଡ଼ା ଅଭିମୁଖେ ଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ...
କାହାର ହେବ ଦିଗପହଣ୍ଡି: ସୂର୍ଯ୍ୟଙ୍କ ଗଡ଼ରେ ପଦ୍ମ ଫୁଟାଇ ପାରିବେ କି ସିଦ୍ଧାନ୍ତ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=BPdpI3rlusE
କେବଳ ଗଞ୍ଜାମ ନୁହେଁ ସମଗ୍ର ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଆସନ ହେଉଛି ଦିଗପହଣ୍ଡି। ଅନେକ ବର୍ଷରୁ ଏହା ବିଜେଡିର ଗଡ଼ ରହି ଆସିଛି। ଓଡ଼ିଶା ରାଜନୀତିର ଟାଣୁଆ ନେତା ସୂର୍ଯ୍ୟନାରାୟଣ...
ଜୁନ୍ ୧୦ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି – ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସେ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ...
ମୋହନାରେ ଏଥର ବି ତ୍ରିମୁଖୀ ଲଢ଼େଇ: କିଏ ଜିତିବ ଭୋଟରଙ୍କ ମନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୋହନା ଦକ୍ଷିଣ ଓଡ଼ିଶାର ଏମିତି ଏକ ଆସନ ଯେଉଁଠାରେ ଶେଷ ପର୍ଯ୍ୟାୟ ଗଣତି ଯାଏଁ ବି କହି ହୁଏନି ଜିତିବ କିଏ। ଏଠି ସବୁ ଦଳ ପ୍ରାର୍ଥୀର ପରସ୍ପରକୁ ଦେଇଥାନ୍ତି...
ନୂଆପଡ଼ା ବିଧାନସଭା ଆସନ ଲାଗି ଦମଦାର ହେବ ରାଜନୈତିକ ଲଢ଼େଇ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଥର ନୂଆପଡ଼ା ବିଧାନସଭା ଆସନ ଲାଗି ଜୋରଦାର ହେବ ରାଜନୈତିକ ଲଢ଼େଇ। ମଇଦାନରେ ମୁହାଁମୁହିଁ ହେବେ ତିନି ପ୍ରମୁଖ ଦଳର ଟାଣୁଆ ନେତା। ତେବେ ବିଜେଡି-ବିଜେପି ନା କଂଗ୍ରେସ, କାହା...
ରାଜ୍ୟରେ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି – ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କ୍ରମରେ ଶନିବାର କୋରାପୁଟରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା...
ଖଣ୍ଡପଡ଼ାରେ ବିଗୁଡ଼ୁଛି ବିଜେଡିର ସ୍ଥିତି: ଦଳ ଛାଡ଼ିଲେ, ଅସନ୍ତୋଷ ଝାଡ଼ିଲେ ଅନୁଭବ ପଟ୍ଟନାୟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡିର ଗଡ଼ କୁହାଯାଉଥିବା ଖଣ୍ଡପଡ଼ାରେ ଏବେ ବିଗିଡ଼ିବାରେ ଲାଗିଛି ଦଳର ସ୍ଥିତି। ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଦଳ ଛାଡ଼ିଛନ୍ତି ବିଜେଡିର ଟାଣୁଆ ନେତା...
ବିରାଟ ଶୋଭାଯାତ୍ରାରେ ଆସି କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ସଂତୃପ୍ତ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଡକ୍ଟର ସଂତୃପ୍ତ ମିଶ୍ର। ଶୁକ୍ରବାର ବିରାଟ ଶୋଭାଯାତ୍ରାରେ ଆସି ସେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।
ପ୍ରାର୍ଥିପତ୍ର ଦାଖଲ...
କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ସଂତୃପ୍ତ ମିଶ୍ର ଏବଂ ଭର୍ତ୍ତୃହରି ମହତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ଶୁକ୍ରବାର ଉଭୟ ନେତା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ...
ପାଟକୁରାରେ ହେବ ସମ୍ମାନ ପାଇଁ ଲଢ଼େଇ: ମୁହାଁମୁହିଁ ହେବେ ବିଜେଡି-ବିଜେପି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରେ ସରଗରମ ହୋଇଛି ରାଜନୈତିକ ପାଣିପାଗ। ଏଥର ମଧ୍ୟ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଛି। ଏହା...





















