ଝାରସୁଗୁଡ଼ା ଉପନିର୍ବାଚନ ଲାଗି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ଦିନ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେପି। ଦଳପକ୍ଷରୁ ଆଜି ଏହି ତାଲିକା ପ୍ରକାଶ କରାଯାଇଛି। ବିଜେପି ପ୍ରାର୍ଥୀ ଟଙ୍କଧର...

‘ମୋଦୀ ସରନେମ’ ମାମଲାରେ ସୁରଟ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁରୁବାର ସୁରଟ ସେସନ୍ସ କୋର୍ଟରୁ ଶକ୍ତ ଝଟକା ମିଳିଛି। ‘ମୋଦୀ ସରନେମ’ ମାମଲାରେ ରାହୁଲଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରିଦେଇଛନ୍ତି।...

ମହାନଦୀ ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନକୁ ନେଇ ଛତିଶଗଡ଼କୁ ଲାଗୁଛି ଡର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳ ବିବାଦକୁ ନେଇ ଅନେକ ଦିନଧରି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ତିକ୍ତତା ଜାରି ରହିଛି। ଏହାର ସମାଧାନ ପାଇଁ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଏବେ ଛତିଶଗଡ଼ରେ...

ଝାରସୁଗୁଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବୁଧବାର ଦିନ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି କଂଗ୍ରେସ। ଏହି ୪୦ ଜଣିଆ ତାଲିକାରେ କଂଗ୍ରେସ ନିଜର ଜାତୀୟ ଓ ରାଜ୍ୟସ୍ତରୀୟ ବହୁ ନେତାଙ୍କୁ...

ସମ୍ବଲପୁର ହିଂସାକାଣ୍ଡ : ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଆଜି ୧୪ ଜିଲ୍ଲାରେ ଅଖଚକ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡକୁ ନେଇ ଏବେ ଜୋର ଧରିଛି ପଶ୍ଚିମ ଓଡ଼ିଶାର ରାଜନୀତି। ଏହି ହିଂସାକାଣ୍ଡର ପ୍ରତିବାଦରେ ବୁଧବାର ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବିଶ୍ଵ...

ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ମଙ୍ଗଳବାର ଦିନ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଦଳର ବରିଷ୍ଠ ନେତା, କର୍ମୀ ଏବଂ ସମର୍ଥକଙ୍କ ଗହଣରେ ବିରାଟ ଶୋଭାଯାତ୍ରାରେ ସହର...

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଦଳର ବରିଷ୍ଠ ନେତା ଏବଂ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଯାଇ...

ମଦହାଣ୍ଡି ଭାଙ୍ଗିବାକୁ ଆଦିବାସୀ ମହିଳାଙ୍କୁ ‘ପୋଲିସ ପାୱାର’ ଦେଇଥିଲେ ବିଜୁ ବାବୁ

ସୁମନୀ ଝୋଡ଼ିଆ [youtube https://www.youtube.com/watch?v=_1WTQroEj-8] ତୁମକୁ ମୁଁ ‘ପୁଲିସ୍ ପାୱାର’ ଦେବି। ତୁମେ ଯାଇକି ଛାଞ୍ଚୁଣିମୁଠା ଧରି ମଦହାଣ୍ଡି ଭାଙ୍ଗି ପାରିବ। ତୁମେ ମଦ ବନ୍ଦ କରିପାରିବ। ତୁମର ହାତର କଥା ତୁମର ହାତେ ହିଁ...

କେମିତି ତିଆରି ହୋଇଥିଲା ବିଜୁ ବାବୁଙ୍କ ‘କଳିଙ୍ଗ ଏୟାରଲାଇନ୍ସ’?

ନୀଳାମ୍ବର ରଥ [youtube https://www.youtube.com/watch?v=feOyCCjbudg] ତତ୍କାଳୀନ ଭାରତରେ ଗୋଟିଏ ଘରୋଇ ବିମାନ କମ୍ପାନି ତିଆରି କରିବା କୌଣସି ଅସାଧ୍ୟ କାମଠାରୁ କମ୍ ନଥିଲା। ତଥାପି ନିଜ ନିଷ୍ଠା ଏବଂ ଚେଷ୍ଟା ବଳରେ ‘କଳିଙ୍ଗ ଏୟାରଲାଇନ୍ସ’ ତିଆରି...

ବିରୋଧୀ ଏକତା: କେତେ ସତ କେତେ ସ୍ଵପ୍ନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାସକ ଦଳ ବିରୋଧରେ ଏକୁଟିଆ ଲଢ଼ିବା ସମ୍ଭବ ନହେଲେ ଏକାଠି ଲଢ଼ିବାକୁ ପ୍ରୟାସ କରନ୍ତି ବିରୋଧୀ। ଯେତେବେଳେ ଶାସକ ଦଳ ବିରୋଧରେ ଏକୁଟିଆ ଲଢ଼ିବା ସମ୍ଭବ ହୁଏନି, ସେତେବେଳେ ବିରୋଧୀ ଦଳ ଏକାଠି...